Yearly Archives

2022

ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ

ଭୁବନେଶ୍ୱର: ଶୁକ୍ରବାର ଓଟିଇଟି ରେଜଲ୍ଟ ପ୍ରକାଶ ପାଇଛି । ଓଡ଼ିଶା ଟିଚର୍ସ ଏଲିଜିବିଲିଟ ଟେଷ୍ଟ(ଓଟିଇଟି) ପ୍ରକାଶ ପାଇଛି ।www.bseodisha.ac.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ । ଏହି ୱେବସାଇଟକୁ ଯାଇ ପରୀକ୍ଷା ଫଳା ଜାଣି ହେବ ।ପରୀକ୍ଷାର୍ଥୀମାନେ ନିଜ ରୋଲ ନମ୍ବର ଦେଇ ପରୀକ୍ଷା ଫଳ
Read More...

ଆମ୍ବଝରୀ ପଞ୍ଚାୟତରେ ଖୋଲିଲା ଜଳଛତ୍ର

ବୌଦ୍ଧ,୮/୪- ବୌଦ୍ଧବ୍ଲକ ଆମ୍ବଝରୀ ପଞ୍ଚାୟତ ତରଫରୁ ୨୫ଟି ସ୍ଥାନରେ ଆଜି ଜଳଛତ୍ର ଖୋଲାଯାଇଛି । ନୂତନ ସରପଞ୍ଚ ପ୍ରେମା ବାଘ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ବିଶି ଉପସ୍ଥିତ ରହି ଜଳଛତ୍ରର ଶୁଭାରମ୍ଭ କରିଥିଲେ । ଏହି ଜଳଛତ୍ର ଖୋଲିବା ଦ୍ୱାରା ଖରାରେ ଯିବାଆସିବା କରୁଥିବା
Read More...

ପାନୀୟଜଳ ସମସ୍ୟାନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ବୌଦ୍ଧ,୮/୪- ବୌଦ୍ଧବ୍ଲକ ମୁର୍ଷୁଣ୍ଢି ପଞ୍ଚାୟତର ସରଣ୍ଡା, ମୁର୍ଷୁଣ୍ଢି, ଭାଲିଆପଦର ଗ୍ରାମର ଶତାଧିକ ଗ୍ରାମବାସୀ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଭେଟି ପାନୀୟଜଳ ସମସ୍ୟାନେଇ ଏକ ଦାବିପତ୍ର ଦେଇଛନ୍ତି । ଦାବିପତ୍ରରେ ଉଲ୍ଲେଖ ଅଛି ଯେ ଗ୍ରାମବାସୀମାନେ ପାନୀୟଜଳ ଯୋଗାଣ ବ୍ୟବସ୍ଥାରୁ
Read More...

ଛାତ ଉପରୁ ପଡି ପର୍ଯ୍ୟଟକଙ୍କ ମୃତ୍ୟୁ, ବାପା ଆଣିଲେ ହତ୍ୟା ଅଭିଯୋଗ

ପୁରୀ : ପୁରୀ ସମୁଦ୍ର କୂଳ ହୋଟେଲ ଦୀପ ରିସର୍ଟ ଛାତ ଉପରୁ ପଡି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ପର୍ଯ୍ୟଟକ ହେଉଛନ୍ତି କୋଲକାତାର ଚୟନ ରାୟ । ତେବେ ବଡ଼ କଥା ହେଉଛି ମୃତକଙ୍କ ବାପା ହତ୍ୟା ଅଭିଯୋଗ ଆଣିଛନ୍ତି । ଏହି ଘଟଣାକୁ ନେଇ ସି ବିଚ ଥାନାରେ ମାମଲା ରୁଜୁ ହୋଇଛି ।
Read More...

ଅଲୁ ଅର୍ଜୁନ-ସ୍ନେହାଙ୍କ ଲଭଷ୍ଟୋରୀ, ପ୍ରଥମ ଦେଖାରେ ହୋଇଥିଲା ପ୍ରେମ

ହାଇଦ୍ରାବାଦ : ପୁଷ୍ପା ଷ୍ଟାର ଅଲୁ ଅର୍ଜନ ଏବେ ସାରା ଦେଶରେ ପରିଚିତ ନାମ । ତାଙ୍କର କ୍ରେଜ ଏବେ ବିଦେଶ ପର୍ଯ୍ୟନ୍ତ ମଧ୍ୟ ଲମ୍ବିବାରେ ଲାଗିଛି । ନିକଟରେ ରିଲିଜ ହୋଇଥିଲା ପୁଷ୍ପା ଫିଲ୍ମକୁ ନେଇ ସେ ଏବେ ଘରେ ଘରେ ପରିଚିତ । ତାଙ୍କର ଡ୍ୟାନ୍ସକୁ ଏବେ ଦେଶ ତଥା ବିଦେଶର ନକଲ କରୁଥିବା
Read More...

ପାଟଣାଗଡ଼ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ପାଟଣାଗଡ,୮/୪- ପାଟଣାଗଡ ସ୍ଥାନୀୟ ରମାଇଁ ହାଇସ୍କୁଲ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝିଙ୍କ ଦ୍ୱାରା ଅନୁଷ୍ଠିତ ଏହି ମେଳାରେ ମୋଟ ୧୩୩ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସେଥିମଧ୍ୟରୁ ଶ୍ରେଷ୍ଠ ୬ ଟି
Read More...

ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

ବୌଦ୍ଧ/ହରଭଙ୍ଗା,୮/୪- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ପୋଗ୍ରାମ ଅଫିସର ଅଧ୍ୟାପକ ସୁଦାମ ଚରଣ ପୃଷ୍ଟିଙ୍କ ସଭାପତିତ୍ୱରେ ଛାତ୍ରୀ ଆତ୍ମ ସୁରକ୍ଷା ଶିବିର ଉଦଘାଟିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଅଧ୍ୟାପକ
Read More...

ଅସହାୟ ଇସନକୁ ସହାୟତା କରିବାକୁ ଆଗେଇ ଆସିଲେ ସ୍ୱେଚ୍ଛାସେବୀ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଣ୍ଡାବହାଲ ଗ୍ରାମର ଦିବ୍ୟ ଜଗଦଲାଙ୍କ ପୁଅ ଇସନ୍‌ (୩)ଙ୍କ ପେଟର ନାଭିଟି ଫୁଲି ରହୁଛି, ରକ୍ତ ପଡ଼ୁଚି ତାହାର ଚିକିତ୍ସା ସକାଶେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ । ହେଲେ
Read More...

ଋଷଭ ପନ୍ତଙ୍କୁ ଜରିମାନା, ଜାଣନ୍ତୁ କେତେ?

ମୁମ୍ବାଇ : ଗତକାଲି ଆଇପିଏଲ-୧୫ର ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷେ୍ନା÷÷ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଥିଲା । ଏଥିରେ ସୁପର ଜିଆଣ୍ଟସ ୬ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ସିଜିନରେ ତୃତୀୟ ବିଜୟ ହାସଲ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତ ଏହି
Read More...

ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଠାରେ ପ୍ରସୂତୀ କକ୍ଷ ଉଦଘାଟିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଗାରାବନ୍ଧ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ପ୍ରସୂତୀ କକ୍ଷକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର ରିବନ କାଟି ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୋଶାଣି ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳ
Read More...