Yearly Archives

2022

କଳିଙ୍ଗ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶୁଭାରମ୍ଭ

ଜି.ଉଦୟଗିରି : ନାରୀ ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ସମାଜ ଗଠନ ଏବଂ ସାମାଜିକ ସହାବସ୍ଥାନ କ୍ଷେତ୍ରରେ ଉଭୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଯୁଗେ ଯୁଗେ ନାରୀମାନଙ୍କୁ ଦୁର୍ବଳ ମନେ କରାଯାଉଥିବା ହେତୁ ଦିନକୁ ଦିନ ତାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । କିନ୍ତୁ ସେମାନେ
Read More...

ଶ୍ରୀମନ୍ଦିରର ଚୁଲି ଭଙ୍ଗା ଘଟଣା, ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି ପୋଲିସ୍‌

ପୁରୀ, : ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗା ରୁଜା ଘଟଣା ରେ ପୋଲିସ ଜଣେ ସନ୍ଦିଗ୍ଧ କୁ ଅଟକ ରଖିଛି । ପୁରୀ ଏସପି କେ ଵିଶାଲ ସିଂ ଏହି ସୂଚନା ଦେଇଛନ୍ତି। ଉକ୍ତ ଵ୍ୟକ୍ତି କୁ ପୁରୀ ଖୋର୍ଦ୍ଧା ସୀମା ରୁ ଧରାଯାଇଛି । ପୁରୀ ପୋଲିସ ର ଏକ ସ୍ୱତନ୍ତ୍ର ଟିମ ଏହି ସନ୍ଦିଗ୍ଧ ଵ୍ୟକ୍ତି କୁ ଧରିଛି ।
Read More...

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ- ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧକ୍ଷତାରେ ପୁରୀ ସହରରେ ଥିବା ଶ୍ରୀମନ୍ଦିର ଓ ସରକାରୀ ଜମିଜମା ସମସ୍ୟା ସମାଧାନ ସଂକ୍ରାନ୍ତୀୟ ସମୀକ୍ଷା ବୈଠକ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଉପ
Read More...

ରାହୁଲ,ପ୍ରିୟଙ୍କାଙ୍କୁ ସମାଲୋଚନା କରି ପଦବୀ ହରାଇଲେ ବରିଷ୍ଠ ଦଳୀୟ ନେତା

ଚେନ୍ନାଇ,୫/୪ : ନିକଟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳକୁ ସଜାଡ଼ିବା ପାଇଁ କେତେକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛି । ବିଶେଷକରି,ବିଦ୍ରୋହୀ ନେତାମାନଙ୍କୁ ସାବାଡ଼ କରିବା ପାଇଁ ସୋନିଆ ଗାନ୍ଧି ଦୃଷ୍ଟାନ୍ତମୂଳକ ନିଷ୍ପତ୍ତି ନେଉଛନ୍ତି । ଯେଉଁମାନେ
Read More...

ହଟିଲା କଟକଣା, ଉତ୍ସବ ମୁହାଁ ଗାଁ ସହର ; ବେଲବାହାଲିରେ ନାମଯଜ୍ଞ

ବଲାଙ୍ଗୀର : ହଟିଛି କଟକଣା । ଏଠି ସେଠି ଗାଁରୁ ସହର ସବୁଠି ଧୁମଧାମରେ ଆୟୋଜିତ ହେଉଛି ପର୍ବ ପର୍ବାଣି । କଟକଣା ମୁକ୍ତ ଲୋକଙ୍କ ମନରେ ଖୁସି ଲେଉଟିଛି । ପୁଇଁତଲା ବ୍ଳକ ବେଲବାହାଲି ଗାଁରେ ଚବିଶ ପ୍ରହରୀ ନାମଯଜ୍ଞ ଅଧିବାସ ଉତ୍ସବ ଅନୁଷ୍ଠିତ ହୋଇଛି । ଶହ ଶହ ମହିଳା ପୁରୁଷ କଳସ ଶୋଭାଯାତ୍ରାରେ
Read More...

ସୁବର୍ଣ୍ଣପୁର ଏସପିଙ୍କ ଦ୍ୱାରା ୨ଟି ନୂତନ ଇଆରଏସଏସ ଭ୍ୟାନର ଲୋକାର୍ପଣ

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ପୋଲିସ ଅଫିସଠାରେ ନୂତନ ଏସପି ଅମରେଶ ପଣ୍ଡାଙ୍କ ଦ୍ୱାରା ଦୁଇ ଗୋଟି ଇଆରଏସଏସ ଭ୍ୟାନର ଶୁଭ ଉଦଘାଟନ ହୋଇଯାଇଛି । ବୀରମହାରାଜପୁର ଥାନା ଓ ସୋନପୁର ସଦର ମହକୁମାର ପୁରୁଣା ଭ୍ୟାନ ବଦଳରେ ଆଜି ଦୁଇ ଗୋଟି ନୂତନ ପିସିଆର ଭ୍ୟାନ ଉଭୟ ଥାନାକୁ ଦିଆଯାଇଛି
Read More...

ଗନ୍ଧରାଡ଼ି କଲେଜରେ ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ

ଜହ୍ନାପଙ୍କ,୫/୪: ବୌଦ୍ଧ ବ୍ଳକ ଜହ୍ନାପଙ୍କ ସ୍ଥିତ ଗନ୍ଧରାଡି କନିଷ୍ଠ ମହାବିଦ୍ୟାଳୟଠାରେ ଅଧ୍ୟକ୍ଷ ରମାକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଛାତ୍ରୀମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଅଶୋକ ପାଣ୍ଡିଆ ଯୋଗଦେଇ
Read More...

ବିଦ୍ରୋହୀ ନେତାଙ୍କୁ ଚେତାଇଲେ,କନ୍ଦଳ ଛାଡ଼ିବାକୁ କହିଲେ ସୋନିଆ

ନୂଆଦିଲ୍ଲୀ,୫/୪ : ଦେଶର ଆଭ୍ୟନ୍ତରୀଣ ସୁକ୍ଷା ପ୍ରତି ବିପଦ ବଢୁଛି । ବିଭାଜନକାରୀ ଶକ୍ତିମାନେ ଦେଶକୁ ବରବାଦ କରିବାକୁ ବସିଛନ୍ତି । ଆମ ଦଳରେ ଥିବା ଅସୁବିଧାରୁ ଫାଇଦା ଉଠାଇବାକୁ ଚେଷ୍ଠା କରୁଛନ୍ତି । ତେଣଉ ସାବଧାନ ହୋଇଯାଅ । ସମସ୍ତ ପ୍ରକାର ମତଭେଦ ଭୁଲି ଏକଜୁଟ ହୁଅ ଏବଂ ପାର୍ଟିକୁ ମଜବୁତ
Read More...

ପଞ୍ଚମ ବେଦ ସମ୍ମାନ ପ୍ରାପ୍ତ ନାଟ୍ୟକାର ଲିଙ୍ଗରାଜ ନାହକଙ୍କୁ ମହାସଂଘ ପକ୍ଷରୁ ଶୁଭେଚ୍ଛା

ଗଞ୍ଜାମ :ବ୍ରହ୍ମପୁର କଳା ଓ କଳାକାର ହିତୈଷୀ ମହାମଞ୍ଚ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ପକ୍ଷରୁ ପଞ୍ଚମ ବେଦ ସମ୍ମାନ ପ୍ରାପ୍ତ ନାଟ୍ୟକାର ଲିଙ୍ଗରାଜ ନାହାକଙ୍କୁ ତାହାଙ୍କ ବାସ ଭବନଠାରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଏବଂ ମହାସଚିବ ସୁବାସ ଚନ୍ଦ୍ର ସାହୁ
Read More...

ସଂସଦରେ ସଂଖ୍ୟାଗରିଷ୍ଠତା ହରାଇଲେ ଶ୍ରୀଲଙ୍କା ସରକାର

କଲମ୍ବୋ: ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ପରିସ୍ଥିଥି ଦିନକୁ ଦିନ ଆହଉରି ଖରାପ ହେଉଛି । ଦେଶର ମେଣ୍ଟ ସରକାର ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଛି । ପୂର୍ବରୁ ରାଜପକ୍ଷ ସରକାରଙ୍କୁ ସମର୍ଥନ କରୁଥିବା କିଛି ରାଜନୀତିକ ଦଳ ଏବେ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ
Read More...