ଆଶା-ଆଶଙ୍କାରେ ଇମ୍ରାନ : ଆସନ୍ତାକାଲି ରାୟ ଶୁଣାଇବେ ସୁପ୍ରିମକୋର୍ଟ
ଇସଲାମାବାଦ,୫/୪ : ପାକିସ୍ତାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ସଂସଦ ଭଙ୍ଗ ଉପରେ ଆଜି ସୁପ୍ରିମକୋର୍ଟ ତାଙ୍କର ରାୟ ଦେବାର ଥିଲା । ତେଣୁ ଆଜି ସମସ୍ତଙ୍କର ନଜର ଥିଲା କୋର୍ଟ ଉପରେ । କିନ୍ତୁ କୋର୍ଟ ସମସ୍ତଙ୍କୁ ନିରାଶ କରିଛନ୍ତି ଏବଂ ମାମଲାର ଶୁଣାଣିକୁ ଆସନ୍ତାକାଲିକୁ ଘୁଞ୍ଚାଇଛନ୍ତି!-->…
Read More...
Read More...