Yearly Archives

2022

ସବୁ ଗୁହାରି ନିଷ୍ଫଳ,ଧାରଣାରେ ବସିବେ ଗ୍ରାମବାସୀ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଚଡେୟାପଲ୍ଲୀ ଗ୍ରାମ ପଞ୍ଚାୟତଟି ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ ପଞ୍ଚାୟତ । ଛୋଟ ଛୋଟ ୧୨ଗୋଟି ୱାର୍ଡ ସହ କେତେଗୋଟି ପଡା ଗ୍ରାମକୁ ନେଇ ଗଠିତ ପଞ୍ଚାୟତ । କିନ୍ତୁ ଭୌଗୋଳିକ ପରିସୀମା ଦୃଷ୍ଟି କୋଣରୁ ଏହା ବ୍ୟାପକ ଅଞ୍ଚଳ ପର୍ଯ୍ୟନ୍ତ
Read More...

ସୋନପୁର ପ୍ରିମିୟର ଲିଗ-୨୦୨୨ ଉଦଘାଟିତ

ସୁବର୍ଣ୍ଣପୁର :ସ୍ଥାନୀୟ ଗାନ୍ଧୀ ପଡିଆଠାରେ ଉଦଘାଟିତ ହୋଇଯାଇଛି ସୋନପୁର ପ୍ରିମିୟର ଲିଗ । ସୋନପୁର ପ୍ରିମିୟର ଲିଗର ପ୍ରଥମ ମ୍ୟାଚରେ ନାଇସେଟ କିଙ୍ଗସ ସମଲେଶ୍ୱରୀ ଟିମ ବିରୁଦ୍ଧରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ଟିମ ସମଲେଶ୍ୱରୀ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୭୯ରନ
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଫୁଲବାଣୀଠାରେ ବିଦ୍ୟାରମ୍ଭ ସଂସ୍କାର ଉତ୍ସବ ପାଳିତ

ଫୁଲବାଣୀ : ପବିତ୍ର ଉତ୍କଳ ଦିବସ ଅବସରରେ ବିଦ୍ୟାରମ୍ଭ ସଂସ୍କାର ଉତ୍ସବ ପାଳନ କରାଯାଇଛି । ଉକ୍ତ ଦିବସରେ ପ୍ରାରମ୍ଭ ଶ୍ରେଣୀଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିଶୁ ନୂତନଭାବେ ଯୋଗଦାନ କରି ବିଦ୍ୟାଳୟକୁ ଉତ୍ସବମୁଖର କରିବା ସଙ୍ଗେ ସଙ୍ଗେ ବନ୍ଦନା ପ୍ରାର୍ଥନା କରି ଚଳିତ ବର୍ଷ
Read More...

ଚିତାବାଘ ପରି ଡେଇଁ ଭାନୁକାଙ୍କୁ ରନଆଉଟ କଲେ ମାହି

ମୁମ୍ବାଇ,୩/୪: ବୟସ ୪୦,କିନ୍ତୁ ଦମ୍‌ ଚିତାବାଘ ଭଳି । ଟିକେ ବି ଥକ୍କାପଣ ନାହିଁ । ସେ ହେଲେ ଚେନ୍ନାଇ ସୁୁପରକିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଆଜି ଅନୁଷ୍ଠିତ ପଞ୍ଜାବ କିଙ୍ଗସ ବିପକ୍ଷ ଆଇପିଏଲ ମ୍ୟାଚରେ ଧୋନିଙ୍କୁ ଏଭଳିଭାବରେ ଦେଖିବାକୁ ମିଳିଥିଲା । ସେ ଏଭଳିଭାବରେ
Read More...

ଦଶପଲ୍ଲା ଅଙ୍ଗନୱାଡି କର୍ମୀଙ୍କ ବୈଠକ

ଦଶପଲ୍ଲା : ରବିବାର ଅଲ୍‌ ଓଡିଶା ଅଙ୍ଗନୱାଡି କର୍ମଚାରୀ ସଂଘ ଦଶପଲ୍ଲା ଶାଖାର ଏକ ବୈଠକ ସଂଘର ସଭାନେତ୍ରୀ ବିନୋଦିନୀ ଦେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଗାଁ କଲ୍ୟାଣ ସମିତିର କୌଣସି କାର୍ଯ୍ୟକ୍ରମରେ କର୍ମୀମାନେ ସାମିଲ ନ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏଥିସହ
Read More...

ରିଲିଜ ହେଲା କତ୍ତାର ଫିଫା ବିଶ୍ୱକପର ଗୀତ

ଲଣ୍ଡନ : ଫିଫା ବିଶ୍ୱ କପ-୨୦୨୨ କତ୍ତାରରେ ଖେଳାଯିବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜି ଫିଫା ଏହାର ଅଫିିଆଲ ଗୀତ ରିଲିଜ କରିଛି । ଏହାର ଟାଇଟଲ ରହିଛି-ହୟା ହୟା(ବେଟର ଟୁଗେଦର) । ଏହି କୋରସ ଗୀତରେ କଣ୍ଠଦାନ କରିଛନ୍ତି କାର୍ଡୋନା,ଡାଭିଡୋ ଓ ଆଇଶା । ପ୍ରଥମଥର ପାଇଁ ଫିଫା
Read More...

ରେଳପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବାକୁ ଚେତାବନୀ ଦେଲେ ବୁଗୁଡା କଲୋନୀ ଗ୍ରାମବାସୀ

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । ରେଳ ପ୍ରକଳ୍ପ ନିର୍ମାଣ ପାଇଁ ଦୀର୍ଘବର୍ଷ ଧରି ଚାଲିଥିବା ଅଧିଗ୍ରହଣ ପ୍ରକିୟା ଶେଷ ହେବାର ନାଁ ଧରୁ ନାହିଁ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ବୁଗୁଡା କଲୋନୀ ଗ୍ରାମର ୫୦ ଜଣ ଆଦିବାସୀ ଚାଷୀଙ୍କ ଚାଷ ଜମି ରେଳପଥ
Read More...

ସୋନପୁରକୁ ଇନଟାକ୍‌ ରାଜ୍ୟ ଆବାହକଙ୍କ ଆଗମନ, ଐତିହ୍ୟର ସୁରକ୍ଷା ଦିଗରେ କାମ କରିବାକୁ ଦେଲେ ପରାମର୍ଶ

ସୋନପୁର : ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ଇନଟାକ୍‌ ର ଓଡିଶା ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ ସଂପ୍ରତି ସୁବର୍ଣ୍ଣପୁର ଗସ୍ତ କରି ଇନଟାକ୍‌ ସୋନପୁର ଚେପ୍ଟରର କର୍ମକର୍ତ୍ତା ଓ ସଭ୍ୟମାନଙ୍କୁ ଭେଟି ଐତିହ୍ୟ ସମ୍ପନ୍ନ ସୁବର୍ଣ୍ଣପୁର ଜିଲ୍ଲାର ଐତିହ୍ୟର ସୁରକ୍ଷା ଓ ପ୍ରଚାର
Read More...

ବିମାନଯାତ୍ରୀଙ୍କ ଠାରୁ ୧୧୩ କୋଟିର ହେରୋଇନ ଜବତ

କୋଲକାତା,୩/୪ : କୋଲକାତା ବିମାନ ବନ୍ଦରରେ ତିନିଜଣ ଆଫ୍ରିକୀୟ ଯାତ୍ରୀଙ୍କ ଠାରୁ ୧୧୩ କୋଟି ଟଙ୍କାର ହୋରୋଇନ ଜବତ ହୋଇଛି । ଜବତ ହେରୋଇନର ଓଜନ ୧୬.୧୫ କିଗ୍ରା ବୋଲି ଜଣାପଡ଼ିଛି । ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଡିଆରଆଇ ଏକ ଗୁପ୍ତ ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ
Read More...

ଆରଆରଆର ଫିଲ୍ମ ଉପରେ ଏମିତି ପ୍ରତିକ୍ରିୟା ରଖିଲେ କେନ୍ଦ୍ର ବାଣିଜ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩/୪: ଭାରତର ଅର୍ଥନୀତି ଏବଂ ଫିଲ୍ମ ଆରଆରଆର ରେକର୍ଡ ଆୟ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ । ଗୋୟଲ କହିଛନ୍ତି, ଦେଶରୁ ୪୧୮ ବିଲିୟନ ଡଲାର ଅର୍ଥାତ ୩୨ ଲକ୍ଷ କୋଟି ଟଙ୍କାର ରପ୍ତାନୀ ହୋଇଛି । ଯାହା ଧାର୍ଯ୍ୟ ଲକ୍ଷ୍ୟଠାରୁ ୫ ପ୍ରତିଶତ ଅଧିକ
Read More...