Yearly Archives

2022

ଜାଣନ୍ତୁ,ପ୍ରଧାନମନ୍ତ୍ରୀଙ୍କୁ କାହିଁକି ପତ୍ର ଲେଖିଲେ ୧୨୦ ସାଂସଦ

ନୂଆଦିଲ୍ଲୀ,୩/୪: ସରକାରୀ ଉପକ୍ରମଙ୍କ ଘରୋଇକରଣକୁ ବିରୋଧ କରି ବିଭିନ୍ନ ବିରୋଧୀ ଦଳଙ୍କ ୧୨୦ ଜଣ ସାଂସଦ ରବିବାର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି । ଏଥିରେ ସାର୍ବଜନିକ ଉପକ୍ରମ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ (ଆରଆଇଏନଏଲ)ର ଘରୋଇକରଣରୁ ସରକାରଙ୍କୁ ନିବୃତ୍ତ ରହିବାକୁ ସାଂସଦମାନେ
Read More...

୬ ଡକାୟତ ଗିରଫ

ପୁରୀ : ଚନ୍ଦନପୁର ଥାନା ପୋଲିସ ଦ୍ୱାରା ୬ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପୋଲିସ ଏହି ଅଭିଯୁକ୍ତ ମାନଙ୍କ ଠାରୁ ୨୦ଟି ମୋବାଇଲ, ଦୁଇଟି ବନ୍ଧୁକ, ୪ଟି ବାଇକ ସହ ୩୭୩୦ ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ନାରାୟଣ ମଲ୍ଲିକ, ବିଜୟ ମଲ୍ଲିକ, ସତ୍ୟମ ମହାପାତ୍ର,
Read More...

ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ମିଳିଲା ଓଡିଶାର ଉତ୍କଳ ବି-୧ ଓ ବି-୨ କୋଇଲା ବ୍ଲକ

ଭୁବନେଶ୍ବର : କୋଇଲା ଖଣି ନିଲାମ ପ୍ରକ୍ରିୟାରେ ଶ୍ରୀ ନବୀନ ଜିନ୍ଦଲ ନେତୃତ୍ଵାଧୀନ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଓଡିଶାର ଅନୁଗୁଳ-ତାଳଚେର କୋଇଲା ଅଂଚଳର ଉତ୍କଳ ବି-୧ ଓ ବି-୨  କୋଇଲା ବ୍ଲକକୁ ନିଲାମ ନେବାରେ ସଫଳ ହୋଇଛି | ସବୁଜ ଇସ୍ପାତ ଉତ୍ପାଦନ ମାଧ୍ୟମରେ କ୍ଷମତା ସଂପ୍ରସାରଣ
Read More...

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାଯିବା ଘଟଣା, ଯାଞ୍ଚ ପାଇଁ ୨ଜଣିଆ ଟିମ୍‌ ଗଠନ

ପୁରୀ : ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାଯିବା ଘଟଣାର ଯାଞ୍ଚ ପାଇଁ ଗଠନ ହୋଇଛି ୨ଜଣିଆ ଟିମ୍‌ । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଓ ନୀତି ପ୍ରଶାସକଙ୍କୁ ନେଇ ଟିମ ଗଠନ ହୋଇଛି । ଏହି ଟିମ କିଛି ସେବାୟତ ଓ ଜେଟିପିଙ୍କୁ ଜେରା କରିଛନ୍ତି । ୨ଦିନ ମଧ୍ୟରେ ତଦନ୍ତ କରି ଟିମ୍‌ ରିପୋର୍ଟ ଦେବ ପରେ
Read More...

ଚୈତ୍ର ବାସନ୍ତୀକ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ : ପଶ୍ଚିମଓଡିଶାର ପ୍ରମୁଖ ହରିଶଙ୍କର ତିର୍ଥସ୍ଥଳୀ ମାଁ ବିନ୍ଧ୍ୟବାସନୀ ମନ୍ଦିର ପ୍ରାଙ୍ଗଣରେ ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀ ବିଂଝାଲ ସମାଜ ପକ୍ଷରୁ ଚୈତ୍ର ବାସନ୍ତୀକ ପୂଜା ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷିତ ହୋଇଯାଇଛି । ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀ
Read More...

ଶିଶୁ ମନ୍ଦିରର ବିକାଶ ପାଇଁ ନବ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ବୈଠକ

ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନବ ନିର୍ବାଚିତ ଜିଲ୍ଲା ପରିଷଦ, ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ମାନଙ୍କୁ ନେଇ ଏକ ବୈଠକ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଶିକ୍ଷାବିତ ଲଳିତ ମୋହନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ
Read More...

ବାଇକ ଧକ୍କାରେ ସ୍ୱାଧୀନତା ସଂଗ୍ରାମୀ ଗୌରମୋହନ ମିଶ୍ର ଆହତ

ବୌଦ୍ଧ,୩/୪: ବୌଦ୍ଧଜିଲ୍ଲାର ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଗୌରମୋହନ ମିଶ୍ର (୯୮ ବର୍ଷ) ବାଇକ ଧକ୍କାରେ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଶହୀଦ ଛକ ନିକଟରେ ଥିବା ନିଜଘରୁ ବାହାରି ପାଖରେ ଥିବା ଏକ ଦୋକାନକୁ କିଛି ଜରୁରୀ ଜିନିଷ କିଣିବାକୁ ଯାଇଥିଲେ । ସେଠାରୁ ଜିନିଷ
Read More...

ପାଣି ପାଇଁ ରାସ୍ତାରୋକ

ଫୁଲବାଣୀ: କନ୍ଧମାଳ ଜ଼ିଲ୍ଲା ଟିକାବାଲି ଗ୍ରାମ ପାଞ୍ଚୟତ ଥାନା କଲୋନୀବାସୀଙ୍କୁ ଟାଙ୍କି ଦ୍ୱ ।ରା ପାଣି ଯୋଗାଇବା ପାଇଁ କଲୋନୀକୁ ଆସିଥିଲେ ସୁଦ୍ଧା ପାଣି ନ ଦେଇ ଟିପାରିଗାଁର ଲୋକଙ୍କୁ ପାଣି ଦିଆଯିବ କହି ଟିପାରିଗାଁକୁ ଟାଙ୍କି ନେବାକୁ କହିଥିଲେ । ଏଥିରେ କଲୋନୀ ଲୋକ ପାଣି ଦେବାକୁ ବାଧ୍ୟ
Read More...

ପ୍ରଶାସନ ନିଦାବିଷ୍ଣୁ, ବିପଦଶଂକୁଳ ଅବସ୍ଥାରେ କଣ୍ଟାବାଞ୍ଜି ସରକାରୀ ପ୍ରାଥମିକ ବିଦ୍ୟାଳୟ

କଣ୍ଟାବାଞ୍ଜି, : ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ରୂପରେଖ ବଦଳାଇ ସେଗୁଡ଼ିକୁ ସ୍ମାର୍ଟ ସ୍କୁଲରେ ପରିଣତ କରିବା ପାଇଁ ରାଜ୍ୟ ସରକାର ବିପୁଳ ଅର୍ଥ ବ୍ୟୟ କରୁଥଲେ ହେଁ ସେଥିରୁ ଆଶାନୁରୂପ ସୁଫଳ ମିଳୁ ନାହିଁ । ପ୍ରଶାସନିକ ଅବହେଳା ଓ ପରିଚାଳନାଗତ ତ୍ରୁଟି ଯୋଗୁ ଏବେ ବି ଅବହେଳିତ
Read More...

ଆଉ ଏକ ରେକର୍ଡ ଅପେକ୍ଷାରେ ଧୋନୀ

ମୁମ୍ବାଇ : ଆଜି ସଂଧ୍ୟାରେ ଆଇପିଏଲ ୨୦୨୨ର ୧୧ତମ ମ୍ୟାଚ୍‌ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ପୂର୍ବତନ ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଟାର୍ଗେଟରେ ଆଉ ଏକ ରେକର୍ଡ ରହିବ । ଧୋନି ଆଜି ତାଙ୍କ ଟି
Read More...