Yearly Archives

2022

ଏନ୍‌କାଉଣ୍ଟର, ୨ ମହିଳା ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଣ୍ଟର । ପୋଲିସ ଗୁଳିରେ ନିହତ ହେଲେ ଦୁଇ ଜଣ ମହିଳା ମାଓବାଦୀ । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ଓ ଗୋଟିଏ ପିସ୍ତଲ ସହ ଭାରିମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଖବର ଅନୁଯାୟୀ, ବିଜାପୁର ଜିଲ୍ଲା ଦୁରଦା
Read More...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଈଶାନ୍‌ କିଶାନ୍‌, ଖେଳି ନପାରନ୍ତି ତୃତୀୟ ଟି-୨୦

ଧର୍ମଶାଳା : ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ବେଳେ ମୁଣ୍ଡରେ ଆଘାତ ଲାଗିବା ପରେ ଭାରତୀୟ ଓପନର୍‌ ଈଶାନ୍‌ କିଶାନଙ୍କୁ ସହରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର ମୁଣ୍ଡ ସ୍କାନ କରାଯାଇଥିଲା । ତେବେ ହିମାଚଳ ପ୍ରଦେଶର କାଙ୍ଗ୍ରା
Read More...

ଜାଣନ୍ତୁ ୟୁକ୍ରେନ-ଋଷ ଯୁଦ୍ଧର ତାଜା ରିପୋର୍ଟ,ଆଲୋଚନା ପାଇଁ ବେଲରୁଷରେ ପହିଞ୍ଚିଲେ ଋଷ ପ୍ରତିନିଧି ଦଳ !

କିଭ : ୟୁକ୍ରେନର ରାଜଧାନୀ ଉପରେ ଋଷ ସେନା ପକ୍ଷରୁ ଘନ ଘନ ଆକ୍ରମଣ କରାଯାଉଛି । ଆଜି ଆକ୍ରମଣର ଚତୁର୍ଥ ଦିନ । ଏହାକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଚିନ୍ତା ପ୍ରକଟ କରିଛନ୍ତି । ଖୁବଶୀଘ୍ର ଋଷ ୟୁକ୍ରେନର ରାଜଧାନୀ କିଭକୁ କବଜା କରିପାରେ ବୋଲି ଆଶଙ୍କା ସୃଷ୍ଟି ହେଲାଣି । ୟୁକ୍ରେନ ଛାଡିବାକୁ
Read More...

୫ଶହ ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗୁଆ, ଜାଣନ୍ତୁ କଂଗ୍ରେସ ଓ ବିଜେପି ସ୍ଥିିତି

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ଫଳାଫଳ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ପରିଲକ୍ଷିତ ହୋଇଛି । ଆଜି ଦ୍ୱିତୀୟ ଦିନରେ ୩୦୬ ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି ଜାରି ରହିଛି । ତେବେ ଏଯାବତ ବିଜୁ ଜନତା ଦଳ ୫୦୦ରୁ ଉଦ୍ଧ୍ୱର୍ ଆସନରେ ଆଗୁଆ ଥିବାବେଳେ ବିଜେପି ୩୬ ଓ କଂଗ୍ରେସ ୧୫ଟି ଆସନରେ ଆଗୁଆ
Read More...

ୟୁକ୍ରେନରେ ଫସିରହିଛନ୍ତି ବୌଦ୍ଧର ଡାକ୍ତରୀ ଛାତ୍ର ସିଦ୍ଧାର୍ଥ, ଉଦ୍ଧାର ପାଇଁ ବାପା ମାଙ୍କ ଆକୁଳ ନିବେଦନ

ବୌଦ୍ଧ,୨୭/୨:- ଋଷିଆ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ ଆଜକୁ ୪ଦିନ ହୋଇଥିବାବେଳେ ଆହୁରି ହଜାର ହଜାର ଭାରତୀୟ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ବୌଦ୍ଧ ସହର ରାମେଶ୍ୱର ବିହାରର ସିଦ୍ଧାର୍ଥ ସାହିଲ ମହାପାତ୍ର ନାମକ ଜଣେ ଛାତ୍ର ଅଛନ୍ତିି । ସେ ୟୁକ୍ରେନ ରାଜଧାନୀ କିଭ୍‌ରେ ଫସି ରହିଛନ୍ତି ।
Read More...

ଦ୍ୱିତୀୟ ଦିନରେ ପୁରୀ ଜିଲ୍ଲାରେ ବିଜେଡି ଆଗୁଆ

ପୁରୀ : ପୁରୀ ଜିଲ୍ଲା ପଞ୍ଚାୟତ ନିର୍ବାଚନ ଗଣତିର ଦ୍ୱିତୀୟ ଦିନରେ ବିଜେଡି ଚାରୋଟି ଜିଲ୍ଲା ପରିଷଦ ଆସନରେ ଆଗୁଆ ଥିବା ବେଳେ ବିଜେପି ଦୁଇଟିରେ ଆଗୁଆ ରହିଛି । ବ୍ରହ୍ମଗିରିର ୨୯ନମ୍ବର ଜୋନ ଓ ପୁରୀ ସଦର ୨୬ନମ୍ବର ଜୋନରେ ବିଜେପି ଆଗରେ ଥିବା ବେଳେ ଅସ୍ତରଙ୍ଗ ୨ନମ୍ବର, ଗୋପର ୧୨ନମ୍ବର ଜୋନ,
Read More...

ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : କରୋନା କେସ୍‌ କମିଛି । ସ୍କୁଲ ଖୋଲିବା ନେଇ ୨୫ ତାରିଖରେ ବିଭାଗର ସମୀକ୍ଷା ବୈଠକ ବସିଥିଲେ । ସେଥିରେ ସ୍କୁଲ ଖୋଲିବା ଉପରେ ଆଲୋଚନା ହୋଇଛି । ସୋମବାର ଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ ଖୋଲିବ । ସପ୍ତାହ ସାରା କେବଳ ଆକ୍ଟିଭ କରାଯିବ, ପାଠ ପଢ଼ାଯିବ ନାହିଁ ବୋଲି
Read More...

ପଞ୍ଚାୟତ ଫଳାଫଳ : ଦ୍ୱିତୀୟ ଦିନରେ ବି ବହୁ ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗରେ

ଭୁବନେଶ୍ୱର : ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ଦିନ ୧୧ଟା ୪୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୧୫୯ଟି ଜୋନରେ ଆଗୁଆ, ବିଜେପି ୨୬ ଏବଂ କଂଗ୍ରେସ ୫ଟି ଜୋନରେ ଆଗୁଆ ରହିଛନ୍ତି । ତେବେ ରାଜ୍ୟର ମୋଟ୍ ୮୫୧ ଜିଲ୍ଲା ପରିଷଦ ଆସନ ପାଇଁ
Read More...

ବନ୍ଧାହେଲେ ୭ ଲୁଟେରା, ପିସ୍ତଲ ସହ ବାଇକ ଜବତ

ପୁରୀ : ହୋଟେଲ କେୟାର ଟେକର ଓ ମ୍ୟାନେଜରଙ୍କ ସହାୟତାରେ ଚାଲିଥିଲା ଲୁଟ । ବନ୍ଧାହେଲେ ୭ ଅଭିଯୁକ୍ତ ।୧ ଟି ୯ଏମଏମ ପିସ୍ତଲ, ଗୋଳାବାରୁଦ,୨ ଟି ବାଇକ ଏବଂ ମୋବାଇଲ ସମେତ ୭୨୦୦୦ ର ନଗଦ ଟଙ୍କା ଜବତ ।ସୂଚନା ଅନୁଯାୟୀ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଳିଆପଣ୍ଡା ପୋଲିସ ବିର୍ଲା ଚୌକ ନିକଟ
Read More...

ଶ୍ରୀଲୋକନାଥଙ୍କ ମନ୍ଦିରରେ ପଙ୍କଉଦ୍ଧାର ନୀତି

ପୁରୀ : ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ପୁରୀର ଶ୍ରୀଲୋକନାଥ ଦେବଙ୍କ ମନ୍ଦିରରେ ଆଜି ପଙ୍କଉଦ୍ଧାର ତଥା ପଙ୍କୁଉଜୁଳା ନୀତି ଅନୁଷ୍ଠିତ ହେଉଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଲୋକନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି ।ଚଳିତବର୍ଷ କୋଭିଡ କଟକଣା କୋହଳ
Read More...