Yearly Archives

2022

ଗଜପତି ଜିଲ୍ଲା ବଜରଙ୍ଗ ଦଳ ତରଫରୁ ହର୍ଷ ଭାଇଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଆଜି ଗଜପତି ଜିଲ୍ଲା ବଜରଙ୍ଗ ଦଳ ତରଫରୁ ହର୍ଷ ଭାଇଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କର୍ଣ୍ଣାଟକର ସିବମୋଗାଠାରେ ଗତ ରବିବାର ଦିନ ବଜରଙ୍ଗ ଦଳର ୨୩ ବର୍ଷୀୟ ଯୁବ
Read More...

ଆସିଲା ୩୦୦ ଜିଲ୍ଲା ପରିଷଦ ଜୋନର ଫଳାଫଳ, ବହୁ ଆଗରେ ବିଜେଡି

ଭୁବନେଶ୍ୱର: ଗତକାଲିଠାରୁ ଆରମ୍ଭ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଆଜି ମଧ୍ୟ ଜାରି ରହିଛି । ଗତକାଲି ଗଣତି ହୋଇଥିବା ୩୧୫ ଜିଲ୍ଲା ପରିଷଦ ଆସନରୁ ୩୦୦ ଆସନର ଫଳାଫଳ ସ୍ପଷ୍ଟ ହୋଇଛି । ଫଳାଫଳ ଘୋଷଣା ହୋଇଥିବା ୩୦୦ ଆସନରୁ ଶାସକ ବିଜେଡି ୨୬୮ ଆସନରେ ବିଜୟୀ ହୋଇଇଥିବା ବେଳେ
Read More...

ପଞ୍ଚାୟତ ଫଳାଫଳ, ୨ୟ ଦିନରେ ୩୦୯ଟି ଜିଲ୍ଲା ପରିଷଦ ଜୋନ୍‌ରେ ଚାଲିଛି ଗଣତି

ଭୁବନେଶ୍ୱର: ପଞ୍ଚାୟତ ଫଳାଫଳ । ଆଜି ଦ୍ୱିତୀୟ ଦିନରେ ୩୦୯ଟି ଓ ୨୮ ତାରିଖରେ ୨୨୯ଟି ଜିଲ୍ଲା ପରିଷଦ ଜୋନ୍‌ ଗଣତି ହେବ। ଶନିବାର ପ୍ରଥମ ଦିନରୁ ବିଜେଡି ଯେଭଳି ସଫଳତା ପାଇଛି, ତାହା ଜାରି ରହିଲେ ଚଳିତଥର ବିଜେଡି ପ୍ରାୟ ୭୦୦ରୁ ଅଧିକ ଜିଲ୍ଲା ପରିଷଦ ସିଟ୍‌ ଦଖଲ କରିବ। ରାଜ୍ୟରେ ମୋଟ ୮୫୩
Read More...

ଅପହୃତ ୧୫ବର୍ଷର ନାବାଳିକା ଉଦ୍ଧାର, ଅଭିଯୁକ୍ତ ଗିରଫ ପୋକ୍ସ କୋର୍ଟ ଚାଲାଣ

ଘୁ ଉଦୟଗିରି,୨୬/୨: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲିକାପୋଡ଼ି ପଞ୍ଚାୟତର ବତୀଙ୍ଗିଆ ଗ୍ରାମର ଏକ ୧୫ବର୍ଷର ନାବାଳିକା ଗତ ୧୭ତାରିଖ ଦିନ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରି ଝିଅକୁ ନପାଇବା ପରେ କୁଆଡେ ଗଲା କିଏ ନେଲା ତାର ତଦନ୍ତ କରି ୧୯ତାରିଖ ଦିନ ଜାଣିବାକୁ ପାଇବା ପରେ
Read More...

ନଦୀରେ ବୁଡି ଜଣେ +୨ ନବୋଦୟ ଛାତ୍ରଙ୍କ ମୃତ୍ୟୁ

ଫୁଲବାଣୀ,୨୬/୨:- କନ୍ଧମାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ଜବାହାର ନବୋଦୟ ବିଦ୍ୟାଳୟର ଜଣେ +୨ ଛାତ୍ରର ନଦୀରେ ବୁଡି ମୃତ୍ୟୁ ହୋଇଛି । ମୃତଛାତ୍ରଙ୍କ ନାମ ଯୁଗଳ କହଁର । ସୂଚନାଯୋଗ୍ୟ ଯେ, ଖଜୁରୀପଡ଼ା ବ୍ଲକର ଚକାପଥର ଗ୍ରାମର କାମେଶ୍ୱର କହଁର ପୁଅ ଯୁଗଳ କିଶୋର କହଁର ଫୁଲବାଣୀ ନବୋଦୟ
Read More...

ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ

ପୁରୀ,୨୬/୨- ଜିଲ୍ଲାରେ ଚଳିତବର୍ଷ ଆସନ୍ତାକାଲି ଠାରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଜନ୍ମରୁ ୫ ବର୍ଷ ବୟସ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ । ଆସନ୍ତାକାଲି ବୁଥ ସ୍ତରରେ ଏବଂ ୨୮ ଓ ମାର୍ଚ୍ଚ ପହିଲାରେ ଘରକୁ ଘର ବୁଲି ପୋଲିଓ ବୁନ୍ଦା ଦିଆଯିବ । ଚଳିତବର୍ଷ ଏହି ଅଭିଯାନରେ ଜିଲ୍ଲାର
Read More...

କନ୍ଧମାଳରେ ଗଡ଼ିଲା କିଶୋରୀ ସ୍ୱାସ୍ଥ୍ୟ ସଚେତନତା ରଥ

ଫୁଲବାଣୀ,୨୬/୨:- କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ, ଅଧିକାର ସମ୍ବନ୍ଧୀୟ ସଚେତନତା ନିମନ୍ତେ ଆନ୍ତର୍ଜାତୀୟ ସଂସ୍ଥା ସେଭ ଦି ଚିଲଡ୍ରେନ ତରଫରୁ ଆଜି ଏକ ସଚେତନତା ରଥର ଶୁଭାରମ୍ଭ ଡାକ୍ତର ଚିତ୍ତରଞ୍ଜନ ତ୍ରିପାଠୀଙ୍କ ଦ୍ୱାରା କରାଯାଇଅଛି । ଏହି ସଚେତନତା ରଥରେ ମୁଖ୍ୟତଃ ମାସିକ ଋତୁସ୍ରାବ ସମୟରେ
Read More...

ଗଜପତି ଜିଲ୍ଲାରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର

ଭୁବନେଶ୍ୱର : ଆଜିଠୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଗଜପତି ଜିଲ୍ଲାର ୭ଟି ଜୋନରେ ଆଜି ଭୋଟ ଗଣତି ଚାଲିଛି । ପ୍ରାଥମିକ ଟ୍ରେଣ୍ଡରେ ଶାସକ ବିଜେଡି ୨ଟି ଜୋନରେ ଆଗୁଆ ଥିବା ବେଳେ ବିଜେପି ୧ଟି ଜୋନରେ ଆଗରେ ରହିଛି । ସେହିପରି କଂଗ୍ରେସ ୨ଟି ଜୋନରେ ଆଗୁଆ
Read More...

ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରଷଦର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ,ବଢ଼ିଲା ରାଜନୈତିକ ଉଷ୍ମତା

ବାଲିଗୁଡା: ବିଜ୍ଞାପିତ ଅଞ୍ଚଳ ପରିଷଦ ନିମନ୍ତେ ଆସନ୍ତା ୨୪ ତାରିଖ ଦିନ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ପ୍ରାର୍ଥିପତ୍ର ଦାଖଲ ଆସନ୍ତା ମାର୍ଚ୍ଚ ୨ ତାରିଖରୁ ୭ ତାରିଖ, ଯାଞ୍ଚ ୯ ତାରିଖ , ପ୍ରତ୍ୟାହାର ୧୪ ତାରିଖ ରଖାଯାଇଛି । ମତଦାନ ୨୪
Read More...