ବଦଳିଲା ଆଇପିଏଲ୍ ଫର୍ମାଟ୍ : ଜାଣନ୍ତୁ,କେମିତି ଖେଳାଯିବ ଏଥର ସଂସ୍କରଣ
ନୂଆଦିଲ୍ଲୀ: ଏଥରର ଆଇପିଏଲ୍ ସମ୍ପୂର୍ଣ୍ଣ ଅଲଗା ହେବ । ଏଥର ୧୦ଟି ଟିମ୍ ଭାଗ ନେବେ । ପୂର୍ବ ସଂସ୍କରଣରେ ୮ଟି ଭାଗ ନେଇଥିଲେ । କରୋନା କାରଣରୁ ଗତ ଦୁଇବର୍ଷ ଧରି ଲିଗର ସବୁଯାକ ମ୍ୟାଚ୍ ଭାରତରେ ଖେଳାଯାଇନଥିଲା । ହେଲେ ଏଥର ବିସିସିଆଇ ଲିଗକୁ ଭାରତରେ କରାଇବାକୁ ପୂରା ପ୍ରସ୍ତୁତି କରିଛି ।!-->…
Read More...
Read More...