Yearly Archives

2022

ୟୁକ୍ରେନରୁ ଓଡିଆଙ୍କୁ ଫେରାଇ ଆଣିବା ପାଇଁ ଶାହଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଗତକାଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଯୁଦ୍ଧ ନେଇ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରିଛି ଋଷ । ତିନିପଟୁ ୟୁକ୍ରେନକୁ ଘେରି ଆକ୍ରମଣ କରୁଛି ଋଷ । ୟୁକ୍ରେନ ରାଜଧାନୀ କିଭ୍ ସହ ବିଭିନ୍ନ ସହରରେ ମିଜାଇଲା
Read More...

ଅଲରାଉଣ୍ଡର ହେବାକୁ ଚାହାଁନ୍ତି ଶ୍ରେୟସ ଆୟର

ନୂଆଦିଲ୍ଲୀ : ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଧୁଆଁଧାର ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର । ସେ ମାତ୍ର ୨୮ଟି ବଲରେ ୫୭ ରନ କରି ଅପରାଜିତ ରହିଥିଲେ । ଏହି ଇନିସଂରେ ୫ଟି ଚୌକା ଓ ୨ ଛକା ସାମିଲ ଥିଲା । ତାଙ୍କର ଏହି ଇନିଂସ ବଳରେ ଭାରତ ପ୍ରଥମ ଇନିଂସରେ
Read More...

ଗୋଶାଣି ବ୍ଳକରେ ପଞ୍ଚମ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ

ଗଜପତି,୨୫/୨- ଗଜପତି ଜିଲ୍ଲା ଗୋଶାଣି ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସମାପନ ହୋଇଯାଇଛି । ବୁଥ ର‍୍ୟାଗିଂ ଯୋଗୁଁ ବଡ଼ ଗୋଶାଣି ଗ୍ରାମ ପଞ୍ଚାୟତର ୱାର୍ଡନମ୍ବର ୧୧ ଏବଂ ଅଗରଖଣ୍ଡି ଗ୍ରାମପଞ୍ଚାୟତର ୱାର୍ଡନମ୍ବର ୯ରେ ମତଦାନ ବାଧାପ୍ରାପ୍ତ
Read More...

ୟୁକ୍ରେନର ବଡ ଦାବି : ଗୋଟିଏ ଦିନରେ ଋଷ୍‌ର ୮ଶହ ସୈନ୍ୟ ନିହତ, ବହୁ ସଂଖ୍ୟକ ଟ୍ୟାଙ୍କ ଓ ବିମାନ ଧ୍ୱଂସ

କିଭ: ଋଷ୍‌ର ଆକ୍ରମଣ ମଧ୍ୟରେ ୟୁକ୍ରେନ ଏକ ବଡ଼ ଦାବି କରିଛି । ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହାର ସୌନ୍ୟବାହିନୀ ୮୦୦ ରୁଷୀୟ ସୈନିକଙ୍କୁ ହତ୍ୟା କରିଛନ୍ତି । ଏହା ବ୍ୟତୀତ ବହୁ ସଂଖ୍ୟକ ଟ୍ୟାଙ୍କ ଏବଂ ବିମାନ ମଧ୍ୟ ନଷ୍ଟ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ
Read More...

ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।
Read More...

ରାଷ୍ଟ୍ରପତି ପୁଟିନଙ୍କୁ ବିରୋଧ କଲେ ଋଷବାସୀ

ନୂଆଦିଲ୍ଲୀ: ଋଷ ରାଜଧାନୀ ମସ୍କୋରେ ରାଷ୍ଟ୍ରପତି ପୁଟିନଙ୍କୁ ବିରୋଧ । ୟୁକ୍ରେନ ସହ ଯୁଦ୍ଧକୁ ବିରୋଧ କରି ପୁଟିନଙ୍କ ବିରୋଧରେ ଲଗାଇଥିଲେ ଶହଶହ ଋଷ ନାଗରିକ । ହେଲେ ଏମାନଙ୍କୁ ଗିରଫ କରିବା ସହ ପୁଟିନଙ୍କ ବିରୋଧରେ ସ୍ୱର ଉଠାଇବାକୁ ତାଗିତ କରିଛନ୍ତି ଏଠିକାର ପ୍ରଶାସନିକ ଅଧିକାରୀ ।ଗୁରୁବାର
Read More...

ବିଜୟରୁ ଭାରତର ଟି-୨୦ ସିରିଜ ଅଭିଯାନ : ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୬୨ ରନରେ ହରାଇଲା

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତକୁ ମିଳିଛି ବୃହତ ଓ ଚମକ୍ରାର ବିଜୟ । ଆଉ ଏହି ବିଜୟରୁ ହିଁ ଭାରତ ଆରମ୍ଭ କରିଛି ତା’ର ଅଭିଯାନ । ଏହି ମ୍ୟାଚରେ ଭାରତ ଅତିଥି ଦଳକୁ ୬୨ ରନରେ ପରାସ୍ତ କରିଛି । ଏଥିସହ ଭାରତ ତିନିମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ୧-୦ର
Read More...

ଜାଣନ୍ତୁ,କେଉଁ ତାରିଖରୁ ଆରମ୍ଭ ହେବ ଆଇପିଏଲ-୧୫

ନୂଆଦିଲ୍ଲୀ: ଦୂର ହେଲା ଦ୍ୱନ୍ଦ୍ୱ । ଶେଷରେ ଘୋଷଣା ହେଲା ଆଇପିଏଲ୍‌ ତାରିଖ । ଆଇପିଏଲର ପଞ୍ଚଦଶ ସଂସ୍କରଣ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ । ଗୁରୁବାର ଆଇପିଏଲ୍‌ ଗଭର୍ଣ୍ଣିଂ କାଉନସିଲର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ୧୦ ଟିମ୍‌ ବିଶିଷ୍ଟ ଏହି ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜନ
Read More...

ଋଷ୍‌ ବିରୋଧରେ “ନାଟୋ’ର ଲଢେଇ ଯୋଜନା

ବ୍ରସେଲ୍ସ, ୨୪/୪: ୟୁକ୍ରେନ ଉପରେ ଋଷ୍‌ର ଆକ୍ରମଣ ଘଟଣାରେ ଉତ୍ତର ଆଟଲାଣ୍ଟିକ ସନ୍ଧି ସଂଗଠନ(ନାଟୋ) ଭୀଷଣ ପ୍ରତିକ୍ରିୟାଶୀଳ ହୋଇଉଠିଛିି । ଏପରିକି,ଏହା ଋଷ୍‌ ବିରୋଧରେ ଲଢେଇ ପାଇଁ ଯୋଜନା ପ୍ରସ୍ତୁତ କରିଛି । ଆଜି ଏକ ଜରୁରୀ ବୈଠକ ପରେ ନାଟୋ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା
Read More...

ୟୁକ୍ରେନର ୭୦ରୁ ଅଧିକ ସାମରିକ ବ୍ୟବସ୍ଥା ଧ୍ୱଂସ

କିଭ : ୟୁକ୍ରେନରେ ଋଷର ଆକ୍ରମଣ ବେଳକୁ ବେଳ ଆହୁରି ପ୍ରଚଣ୍ଡ ହେଲାଣି । ବିଭିନ୍ନ ସ୍ଥାନରେ ଆକାଶ ମାର୍ଗରୁ ଭୟଙ୍କର ବୋମା ଓ କ୍ଷେପଣାସ୍ତ୍ର ମାଡ ହେଉଛି । ୟୁକ୍ରେନର ୭୦ରୁ ଅଧିକ ସାମରିକ ବ୍ୟବସ୍ଥାକୁ ଋଷ୍‌ ବୋମା ପକାଇ ଉଡ଼ାଇ ଦେଇଥିବା ଦାବି କରିଛି । ସେଥିମଧ୍ୟରେ ୧୧ଟି ଏୟାରଫିଲ୍ଡ,୩ଟି
Read More...