Yearly Archives

2022

ଋଷ୍‌-ୟୁକ୍ରେନ ଯୁଦ୍ଧ : ଜରୁରୀ ବୈଠକରେ ସ୍ଥିତି ସମୀକ୍ଷା କଲେ ମୋଦି

ନୂଆଦିଲ୍ଲୀ ୨୪/୨: ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଏକ ଜରୁରୀ ବୈଠକ ଡକାଇ ଏହି ପ୍ରସଙ୍କ ଉପରେ ଆଲୋଚନା କରିଛନ୍ତି । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥ
Read More...

ଯୁଦ୍ଧର ପ୍ରଭାବ : ଦିନକରେ ୧୩,୪୪,୪୮୮.୫୪ କୋଟି ହରାଇଲେ ନିବେଶକ

ମୁମ୍ବାଇ ୨୪ ।୨: ୟୁକ୍ରେନ ଉପରେ ଋଷିଆ ଆକ୍ରମଣ ଯୋଗୁ ଭାରତୀୟ ସେୟାର ବଜାରରେ ଗୁରୁବାର ଜୋରଦାର ହ୍ରାସ ଦେଖାଯାଇଛି । ଫଳରେ ନିବେଶକ ଗୁରୁତର କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଏହି ହ୍ରାସ ଯୋଗୁ ନିବେଶକଙ୍କୁ ଗୋଟିଏ ଦିନରେ ୧୩,୪୪,୪୮୮.୫୪ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି । ଫଳରେ
Read More...

ଟି-୨୦ରେ ସର୍ବାଧିକ ରନ୍‌ ହାସଲକାରୀ ଖେଳାଳି ହେଲେ ରୋହିତ

ନୂଆଦିଲ୍ଲୀ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟି -୨୦ ମ୍ୟାଚରେ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ ସ୍ତରରେ ସର୍ବାଧିକ ରନ୍‌ ସ୍କୋରର ହୋଇଛନ୍ତି । ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗୁପ୍ଟିଲଙ୍କୁ ଅତିକ୍ରମ କରି ସେ ଏହା ହାସଲ କରିଥିଲେ । ଭାରତୀୟ ଅଧିନାୟକ ରୋହିତ ଶର୍ମା ଟି-୨୦
Read More...

ଶ୍ରୀଲଙ୍କାକୁ ୨୦୦ ରନର ଟାର୍ଗେଟ୍‌ ଦେଲା ଭାରତ

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହୋଇଛି ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ । ଆଜି ଲକ୍ଷନୌଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଭାରତର ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଛି । ଶ୍ରୀଲଙ୍କା ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଓପନିଂ କରିଥିଲେ ରୋହିତ ଶର୍ମା ଓ ଈଶାନ କିଶାନ ।
Read More...

ଋଷ୍‌-ୟୁକ୍ରେନ୍‌ ଯୁଦ୍ଧ, ଶହେ ଟପିଲାଣି ମୃତ୍ୟୁସଂଖ୍ୟା

ମସ୍କୋ : ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଏକ ରାଷ୍ଟ୍ର ଆଉ ଏକ ରାଷ୍ଟ୍ର ଉପରେ ଆକ୍ରମଣ କରିବାର ଅଲୋଡ଼ା ନଜିର ସୃଷ୍ଟି ହୋଇଛି । ଋଷର ଆକ୍ରମଣରେ ୟୁକ୍ରେନ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଋଷ ସେନାର ମିସାଇଲ ମାଡ଼ରେ ୪୦ ୟୁକ୍ରେନ ସୈନିକ ଓ ୧୦ ଜଣ ସାଧାରଣ ନାଗରିକଙ୍କର
Read More...

୨୦୨୦-୨୧ ବର୍ଷର ଓଡିଶା ସରକାରଙ୍କ ଆର୍ଥିକ ବିବରଣୀ ରାଜ୍ୟପାଳଙ୍କୁ ପ୍ରଦାନ

ଭୁବନେଶ୍ୱର : ଓଡିଶା ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟରେ ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନ ମହାଲେଖାକାର (ଲେଖା ଓ ହକ୍‌ଦାରୀ) ଅନନ୍ତ କିଶୋର ବେହେରା ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଓଡିଶା ବିଧାନସଭାର ଆସନ୍ତା ବଜେଟ
Read More...

ଅନଲାଇନ ପରୀକ୍ଷା ଦାବିରେ କଳିଙ୍ଗ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଘୁ ଉଦୟଗିରି : କରୋନା ଯୋଗୁଁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପ୍ରଭାବ ପଡିବା ସହ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାଦାନ ସମ୍ପୂର୍ଣ୍ଣ ବିଗିଡି ଯାଇଥିବା ବେଳେ ମହାବିଦ୍ୟାଳର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ
Read More...

ଆସନ୍ତା ୨୭ ତାରିଖରେ ପୁରୀ ଲୋକନାଥ ମନ୍ଦିରରେ ହେବ ପଙ୍କୋଦ୍ଧାର ଏକାଦଶୀ

ପୁରୀ : ଆସନ୍ତା ୨୭ ତାରିଖରେ ପୁରୀର ପ୍ରସିଦ୍ଧ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହେବ । ବର୍ଷର ଏହି ଗୋଟିଏ ଦିନ ପ୍ରଭୁ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି । ତେବେ ଭାରତବର୍ଷର ଅନ୍ୟ କୌଣସି ଶୈବପୀଠ କିମ୍ୱା
Read More...

ଘୁ.ଉଦୟଗିରି ଏନଏସି ପକ୍ଷରୁ ଚୂଡାନ୍ତ ଭୋଟର ତାଲିକା

ଘୁ ଉଦୟଗିରି,୨୪/୨:ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଆଜି ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଚୂଡାନ୍ତ ଭୋଟର ତାଲିକା ଏବଂ ଭୋଟ ଗ୍ରହଣ କେନ୍ଦ୍ର ତାଲିକା ପ୍ରକାଶ ପାଇଛି । ନିର୍ବାଚନ ଅଧିକାରୀ ତଥା ସ୍ଥାନୀୟ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ ଆଜି ଏନଏସି
Read More...