ନକଲି ଡାକ୍ତରଙ୍କ ଭଉଣୀ ଗିରଫ
ଭୁବନେଶ୍ୱର: ଗୋଟିଏ କି ଦୁଇଟି ନୁହେଁ,ମୋଟ ୧୮ଟି ବିବାହ କରିଥିବା ମାଟ୍ରିକ ଫେଲ ତଥା ଠକ ରସିକିଆ ଡାକ୍ତର ରମେଶଙ୍କୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରମେଶଙ୍କ ଭଉଣୀଙ୍କୁ ପୁଲିସ ଗିରଫ କରିଛି । ଜେରା ବେଳେ ଠକେଇ ପ୍ରମାଣ ମିଳିବା ପରେ ପୁଲିସ ତାଙ୍କୁ ଗିରଫ କରିଛି । !-->…
Read More...
Read More...