ସାବଧାନ! ଏଣିକି ଦ୍ରୁତ ଗାଡ଼ିଚାଳନା ପାଇଁ ଗଣିବାକୁ ହେବ ୭ ହଜାର ଟଙ୍କା
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦ୍ରୁତ ଗତିରେ ଗାଡ଼ି ଚାଳନା ଏଣିକି ଚାଳକମାନଙ୍କ ପାଇଁ ବହୁତ ମହଙ୍ଗା ପଡ଼ିବ । ଚାଳକମାନେ ଯଦି ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡ଼ି ଚଳାଇବେ, ସେମାନଙ୍କୁ ୭ ହଜାର ଟଙ୍କାର ଜୋରିମାନା ଗଣିବାକୁ ପଡ଼ିବ । ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରିବା ପାଇଁ!-->…
Read More...
Read More...