Yearly Archives

2022

ଦ୍ୱିତୀୟ ଜାତୀୟ ଯୁବ ସମ୍ବିଧାନ ମହୋତ୍ସବ

ଫୁଲବାଣୀ,୨୧/୨:- ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାରଙ୍କ ତରଫରୁ ଫୁଲବାଣୀ ସଦର ମହକୁମାଠାରେ ଦ୍ୱିତୀୟ ଜାତୀୟ ଯୁବ ସମ୍ବିଧାନ ମହୋତ୍ସବ କାର୍ଯ୍ୟକ୍ରମ ଭର୍‌ଚୁଆଲ ମୋଡ ମାଧ୍ୟମରେ ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ଭଦ୍ରକ, ବାଲେଶ୍ୱର,
Read More...

୫-ଟି କାର୍ଯ୍ୟକ୍ରମ ଅଧୀନରେ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ,ଦେଶର ପ୍ରଥମ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ: ଖର୍ଚ୍ଚହେବ…

ଭୁବନେଶ୍ୱର,୨୧/୨- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ କଂପ୍ଲେକ୍ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମାଣାଧୀନ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି
Read More...

ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଅନଲାଇନ ସ୍ତରୀୟ ସଚେତନତା ଶିବିର

ଗଜପତି,୨୧/୨- ମାନ୍ୟବର ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଜଜ୍‌ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟପିର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଏକ ଅନଲାଇନ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ସୁନିଲ ମହାପାତ୍ରଙ୍କ ଆଜି ଶେଷ ମାରାଥନ ପ୍ରଚାର

ଗଜପତି,୨୧/୨- ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀସୁନିଲ ମହାପାତ୍ରଙ୍କ ଆଜି ଶେଷ ମାରାଥନ ପ୍ରଚାର ଚାଲିଥିବା ଦେଖିବାକୁ ମିଳିଛି । ଆଜି ପଞ୍ଚାୟତରପ୍ରତି ଗ୍ରାମ ଓ ଘରକୁ ଯାଇ ଭୋଟ ସକାଶେ ନିବେଦନ କରିଥିଲେ । ଲୋକମାନେ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।ତା
Read More...

ବିଶ୍ୱ ମାତୃଭାଷା ଦିବସ ପାଳିତ

ଗଜପତି,୨୧/୨- ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହସ୍ତାକ୍ଷର, ବତ୍କୃତା, ପ୍ରବନ୍ଧ, ଅନ୍ତାକ୍ଷରୀ, ଆଶୁ କବିତା ଲିଖନ, ପୁସ୍ତକ ପଠନ ଓ ପ୍ରଶ୍ନ ମଞ୍ଚ ପ୍ରତିଯୋଗିତା ଗୁଡ଼ିକର ଆୟୋଜନ କରାଯାଇ କୃତି
Read More...

ବ୍ରାହ୍ମଣ ସମାଜ ପକ୍ଷରୁ ବିଶ୍ୱନାଥ ମିଶ୍ରଙ୍କୁ ସମ୍ମାନିତ

ବୌଦ୍ଧ,୨୧/୨- ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜର ବରିଷ୍ଠ ସଦସ୍ୟ ବିଶ୍ୱନାଥ ମିଶ୍ର ଡାକ ଟିକଟ ସଂଗ୍ରହ କ୍ଷେତ୍ରରେ ଅନ୍ତଃରାଷ୍ଟ୍ରୀୟ ସମ୍ମାନର ଅଧିକାରୀ ହୋଇ ବୌଦ୍ଧଜିଲ୍ଲାର ଗୌରବ ବଢ଼ାଇ ପାରିଛନ୍ତି । ତାଙ୍କୁ ଆଜି ଜଗନ୍ନାଥ ମନ୍ଦିରରେ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ସମ୍ମାନିତ କରାଯାଇଛି ।
Read More...

ନାଇକେନପାଲିରେ ସ୍ୱଚ୍ଛତା ପଦଯାତ୍ରା

ସୁବର୍ଣ୍ଣପୁର,୨୧/୨- ଆଜି ସୋନପୁର ବ୍ଲକର ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ସ୍ୱଚ୍ଛତା ପଦଯାତ୍ରା ସହ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଙ୍ଗୀତା ଚୌଧୁରୀ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ସ୍ୱଚ୍ଛତା ପାଇଁ
Read More...

ହଟିଲା ଜଗାଦର୍ଶନ କଟକଣା

ପୁରୀ,୨୧/୨- ଆଜିଠାରୁ ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ହଟିଲା ସମସ୍ତ କଟକଣା ଓ ସହଜ ହେଲା ଜଗା ଦର୍ଶନ । ଆଜିଠାରୁ ପରବର୍ତ୍ତୀ ଏସଓପି ଆସିବା ପର୍ଯ୍ୟନ୍ତ ଜଗାଦର୍ଶନ ପାଇଁ ଉଭୟ କୋଭିଡ୍‌ ଆରଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଦୁଇଟି ଡୋଜ୍‌ ନେଇଥିବା ଟିକାର ପ୍ରମାଣପତ୍ର ଆଉ
Read More...

ସାମ୍ବାଦିକଙ୍କୁ ଆକ୍ରମଣର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଓଜେୟୁ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ନବରଙ୍ଗପୁର,୨୧/୨- ନବରଙ୍ଗପୁର ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ତରଫରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ୨୦ ତାରିଖରେ ଯାଜପୁର ଜିଲ୍ଳା ବିଞ୍ଜାରପୁର ଅଞ୍ଚଳରେ ଚାରିଜଣ ସାମ୍ବାଦିକଙ୍କୁ ଆକ୍ରମଣ ସହିତ ଜଣେ ସାମ୍ବାଦିକଙ୍କୁ ଅପହରଣ
Read More...

ସ୍ଥାୟୀ ପଟ୍ଟାପ୍ରଦାନ ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣ ଆନ୍ଦୋଳନ ପାଇଁ ଚେତାବନୀ

ଫୁଲବାଣୀ,୨୧/୨- ଦେଶ ସ୍ୱାଧିନ ହେବାର ୭୫ବର୍ଷ ପରେ ଫୁଲବାଣୀ ସହରର ଅଧିକାଂଶ ଲୋକ ପଟ୍ଟାଜମି ଅଭାବରୁ ଅନାବାଦୀ ଜମିରେ ଘରକରି ବସବାସ କରି ଆସୁଛନ୍ତି । ୩୦ବର୍ଷରୁ ଅଧିକ ସମୟ ନିରବଛିନ୍ନ ଗୋଟାଏ ଜାଗାରେ ଘର କରି ରହି ଆସୁଥିଲେ ସେହି ଜମିର ସ୍ଥାୟୀ ଘରଡିହ ପଟ୍ଟା ପ୍ରଦାନ କରିବାକୁ ସରକାରୀ
Read More...