ବୁଥକୁ ଗଲେ ପୁଲିଂ କର୍ମଚାରୀ
ଦଶପଲ୍ଲା,୨୧/୨: - ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ପ୍ରଚାର ଶେଷ ହୋଇଛି । ଆସନ୍ତା ୨୨ ତାରିଖରେ ଗଣିଆ ବ୍ଲକରେ ମତଦାନ ହେବ । ବ୍ଲକର ୧୧୯ଟି ଭୋଟ ଗ୍ରହଣ କେନ୍ଦ୍ରରେ ୩୧୫୫୯ ଭୋଟର ମତଦାନ କରିବେ । ରବିବାର ପୁଲିଂ କର୍ମଚାରୀମାନେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବାଲାଟ୍!-->…
Read More...
Read More...