ଟାଟା ଏସି ଧକ୍କାରେ ସାଇକେଲ ଆରୋହୀ ମୃତ
ଘସିପୁରା: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଏନଏଚ ନଂ ୨୦ ଘଷିପୁରା ଶନି ମନ୍ଦିର ଛକ ନିକଟରେ ଗୋଟିଏ ଟାଟା ଏସି ଗାଡି ସହିତ ଜଣେ ସାଇକେଲ ଆରୋହୀ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ଘଷିପୁରା ଗ୍ରାମର ବୃନ୍ଦାବନ ସାହୁଙ୍କ ପୁଅ କୁଳମଣି ସାହୁ (୪୦) ।!-->…
Read More...
Read More...