କ.ନୂଆଗାଁ ବ୍ଲକରେ ଭୋଟ ବର୍ଜନ କଲେ ଗ୍ରାମବାସୀ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାର କ.ନୂଆଗାଁ ବ୍ଲକର ପ୍ରଥମ ପର୍ଯ୍ୟାୟରେ ୧୪ଟି ଗ୍ରାମପଞ୍ଚାୟତର ୧୭୭ଟି ବୁଥରେ ମତଦାନ ହୋଇଛି । ନୂତନ ପଞ୍ଚାୟତ ଗଠନ ଦାବୀରେ ଭୋଟ ବର୍ଜନ କଲେ କ. ନୂଆଗାଁ ବ୍ଲକ ଜିରିଡିକିଆ ଓ ବଣ୍ଡଗୁଡ଼ା ପଞ୍ଚାୟତର ଆଠଟି ୱାର୍ଡବାସୀ । ନୂତନ ପଞ୍ଚାୟତ ଗଠନ ଓ ମୌଳିକ ସମସ୍ୟାର!-->…
Read More...
Read More...