ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ଣ୍ଣାୟକ ହେବେ ମହିଳାଗୋଷ୍ଠୀ !
ଦଶପଲ୍ଲା,୧୬/୨: ନୟାଗଡ଼ ଜିଲ୍ଲାର ୮ଟି ବ୍ଲକ ଓ ସମସ୍ତ ପୌରାଞ୍ଚଳରେ ପ୍ରାର୍ଥୀଙ୍କ ଭାଗ୍ୟ ଲେଖିବେ ୧୧୮୮୩ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ପ୍ରତ୍ୟେକ ମହିଳା ଗୋଷ୍ଠୀରେ ୧୨ ରୁ ୨୦ ଜଣ ପର୍ଯ୍ୟନ୍ତ ସଦସ୍ୟ ରହିଛନ୍ତି । ଜଣେ ଜଣେ ମହିଳା ସଦସ୍ୟଙ୍କ ପରିବାରରେ ୫ ରୁ ୮ ଜଣ ଲେଖାଏଁ ଭୋଟର!-->…
Read More...
Read More...