Yearly Archives

2022

ଯୁବ ଆଇନଜୀବୀ ଅନିଲ ପଟ୍ଟନାୟକଙ୍କ ବିୟୋଗ

ଫୁଲବାଣୀ:-ସ୍ଥାନୀୟ କେନ୍ଦୁପଦର ସାହିର ଅଶୋକ ପଟ୍ଟନାୟକଙ୍କ ପୁତ୍ର ସ୍ୱର୍ଗତ ଅନିଲ କୁମାର ପଟ୍ଟନାୟକ(୩୬)ଙ୍କ ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ଘଟିଛି । ସେ ଫୁଲବାଣୀ ଓକିଲ ସଂଘର ସଦସ୍ୟ ଭାବେ ୨୦୧୬ ମସିହାରେ ଯୋଗ ଦେଇଥିଲେ । ସେ ଜଣେ ସରଳ,ଶାନ୍ତ, ମେଳାପୀ ସ୍ୱଭାବର ଯୁବ
Read More...

ରାଜ୍ୟରେ ହଜାରେ ତଳକୁ ଖସିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୮୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୮୧୨୧ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା
Read More...

ଜାଣନ୍ତୁ ପଞ୍ଚାୟତ ନିର୍ବାଚନ ଭୋଟ ଗଣନା ନିୟମାବଳୀ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନ-୨୦୨୨ର ମତଗଣନା ପ୍ରତ୍ୟେକ ବ୍ଲକ୍ ମୁଖ୍ୟାଳୟରେ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ନିଷ୍ପତି ନେଇଛନ୍ତି । ଜିଲ୍ଲା ନିର୍ବାଚନ ଅଧିକାରୀ ହିସାବରେ ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଭୋଟଗଣତି
Read More...

ଜେଲ୍‌ ଗଲେ କୋଟିପତି ଏଡିଏମ

ଭୁବନେଶ୍ୱର,୧୩/୨: ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଆଜି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ(ଏଡିଏମ)ବିଶ୍ୱଜିତ ମହାପାତ୍ରଙ୍କୁ ଆଜି ଜେଲ ପଠାଇ ଦିଆଯାଇଛି । ଆଜି ଗିରଫ ହେବାପରେ ତାଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ତାଙ୍କର
Read More...

ଧୋନି ମୋର ଆଇଡଲ : ଶୁଭ୍ରାଂଶୁ

ଭୁବନେଶ୍ୱର,୧୩/୨ : ଆଇପିଏଲ-୨୦୨୨ ନିଲାମର ଆଜି ଦ୍ୱିତୀୟ ଦିବସରେ ବେସ୍‌ ପ୍ରାଇସରେ ବିକ୍ରି ହୋଇଥିବା ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ପ୍ରତିକ୍ରିୟାରେ ଶୁଭ୍ରାଂଶୁ କହିଛନ୍ତି ଯେ ସକାଳେ ମୁଁ ଟେନସନରେ ଥିଲି । କିନ୍ତୁ ମୁଁ ଆଶା ରଖିଥିଲି । କାରଣ ମୁଁ
Read More...

ନିର୍ବାଚନ ପ୍ରଚାର କରିପାରିବେନି ବିଧାୟିକା ପ୍ରମିଳା ମଲ୍ଲିକ

ଭୁବନେଶ୍ୱର:ପଂଚାୟତ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ବିଂଝାରପୁର ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଉପରେ ରାଜ୍ୟ ନିର୍ବାଚନ କମିଶନ କଟକଣା ଲଗାଇଛନ୍ତି । ୪୮ ଘଂଟା ପାଇଁ ପ୍ରମିଳା ମଲ୍ଲିକ ପ୍ରଚାର କରିପାରିବେନି । ସେ ଫେବ୍ରୁୁଆରି ୧୪ (ସୋମବାର)
Read More...

ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଜଳିଗଲା ଘର

ଫୁଲବାଣୀ,୧୩/୨- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ତହସିଲ ଅନ୍ତର୍ଭୁକ୍ତ ଆର୍‌ ନୂଆଗାଁ କଲରାପାଜୁ ଗ୍ରାମର ପ୍ରହଲ୍ଲାଦ କହଁର (୫୫) ଙ୍କ ଘରେ ଆଜି ଅପରାହ୍ନ ସମୟରେ ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁଁ ଘର ଜଳିଗଲା । ନିଆଁ ଲାଗିବା ଫଳରେ ଘରେ ଥିବା ଲୁଗାପଟା, ଧାନ, ଚାଉଳ ସମେତ ୪୫ ହଜାର ଟଙ୍କା,
Read More...

କନ୍ଧମାଳ ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ ସଜା କାଟୁଥିବା କଏଦୀର ମୃତ୍ୟୁ

ଫୁଲବାଣୀ,୧୩/୨:- କନ୍ଧମାଳ ଜିଲ୍ଲା ସଦର ମହକୁମା ମୁଖ୍ୟ କାରାଗାରରେ ସଜାକାଟୁଥିବା ଜଣେ କଏଦୀଙ୍କ ଦେହ ଅସୁସ୍ଥତା ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ କଏଦୀଙ୍କ ନାମ କାହ୍ନୁଚରଣ ପ୍ରଧାନ । ୧୦/୭/୧୬ ମସିହାରେ ଦାରିଙ୍ଗବାଡ଼ି ବ୍ଲକର କିରାମହାରେ ମଡ଼ର ମାମଲାରେ ଜେଲରେ ସଜା
Read More...

ଆଇପିଏଲ : ଦ୍ୱିତୀୟ ଦିନରେ ବିକ୍ରି ହୋଇଥିବା ଓ ହୋଇନଥିବା ଖେଳାଳିଙ୍କ ତାଲିକା

ଆଡେନ ମାର୍କ୍ରାମ - ସନରାଇଜର୍ସ ହାଇଦ୍ରାବାଦ - ୨.୬ କୋଟି ଟଙ୍କାଅଜିଙ୍କ୍ୟ ରାହାଣେ - କୋଲକାତା ନାଇଟ୍‌ ରାଇଡର୍ସ - ୧ କୋଟି ଟଙ୍କାଡେଭିଡ୍‌ ମାଲାନ୍‌ - ବିକ୍ରି ହୋଇ ନାହାନ୍ତିମନଦୀପ ସିଂ - ଦିଲ୍ଲୀର ରାଜଧାନୀ - ୧.୧ କୋଟି ଟଙ୍କାମାର୍ନସ୍‌ ଲାବୁସାଗ୍‌ନେ - ବିକ୍ରି ହୋଇନାହାନ୍ତିସୌରଭ
Read More...

ଓଡିଆ ପୁଅ ଶୁଭ୍ରାଂଶୁଙ୍କୁ କିଣିଲା ସିଏସକେ

କଟକ : ଓଡିଆ କ୍ରିକେଟର ଶୁଭ୍ରାଂଶୁ ସେନାପତିଙ୍କୁ ଆଇପିଏଲ ଟିମ୍‌ ଚେନ୍ନାଇ ସୁପରକିଙ୍ଗ୍‌ସ ଆଜି ତାଙ୍କ ଦଳରେ ସାମିଲ କରିଛି । ଚେନ୍ନାଇ ଦଳ ତାଙ୍କ ବେସ ପ୍ରାଇସ ୨୦ ଲକ୍ଷ ଟଙ୍କାରେ ତାଙ୍କୁ କିଣିଥିବା ଜଣାପଡିଛି । ଶୁଭ୍ରାଂଶୁ ଓଡିଶାର କେନ୍ଦୁଝର ଜିଲ୍ଲାରେ ଜନ୍ମ ଗ୍ରହଣ କରିଛନ୍ତି । ସେ ଜଣେ
Read More...