Yearly Archives

2022

କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ବୌଦ୍ଧଜିଲ୍ଲାରେ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର

ବୌଦ୍ଧ,୧୨/୨- କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଆଜି ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଓ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ସହ ବୌଦ୍ଧ ଓ କଣ୍ଟାମାଳ ଓ ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରିଛନ୍ତି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଜୋନ ନଂ ୩ର ଗୋହିପିଟା ଠାରେ ଏକ ନିର୍ବାଚନୀ
Read More...

କିଶୋରନଗର ଅଞ୍ଚଳର ମେଧାବୀ ଛାତ୍ରଙ୍କ ସଫଳତା

କିଶୋରନଗର: କିଶୋର ନଗର ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ପଙ୍କଜ କଟାରୁକା ସମ୍ମାନଜନକ ଚାଟାର୍ଡ ଆକାଉଟାଣ୍ଟ (ସିଏ) ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ସଫଳତା ଅର୍ଜନ କରିଛନ୍ତି । ଏହି ତ୍ରିସ୍ତରୀୟ ପ୍ରତିଯୋଗିତାପୂର୍ଣ୍ଣ ପରୀକ୍ଷାରେ ସଫଳତା ଲାଗି ଭୁବନେଶ୍ୱରରେ ରହି ଦୈ÷ନିକ ୧୨-୧୪ ଘଣ୍ଟା
Read More...

ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଅସୁସ୍ଥ

ଫୁଲବାଣୀ : ପଂଚାୟତ ନିର୍ବାଚନରେ ଭୋକ ଶୋଷ ଭୁଲି ଦିନରାତି ପ୍ରଚାର ଚଳାଇଥିବା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ହଠାତ ଅସୁସ୍ଥ ହୋଇପଡିଥିଲେ । ଫଳରେ ଆଜି ସକାଳେ ସେ ଗୋଚ୍ଛାପଡା ଡାକ୍ତରଖାନାରେ ଭର୍ତ୍ତି ହୋଇଥୁଲେ । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ସେ ଗତକିଛି ଦିନ ହେଲା ଗାଁ କୁ ଗାଁ
Read More...

ବିକ୍ରି ହୋଇଥିବା ଏବଂ ହୋଇ ନଥିବା ଖେଳାଳିଙ୍କ ତାଲିକା,ଜାଣନ୍ତୁ କାହାକୁ କିଏ କିଣିଲା

ଶିଖର ଧାୱନ- ପଞ୍ଜାବ କିଙ୍ଗସ୍‌ - ୮.୨୫ କୋଟି ଟଙ୍କାରବିଚନ୍ଦ୍ରନ ଅଶ୍ୱିନ୍‌ - ରାଜସ୍ଥାନ ରୟାଲ୍ସ - ୫ କୋଟି ଟଙ୍କାପ୍ୟାଟ୍‌ କମିନ୍ସ - କୋଲକାତା ନାଇଟ୍‌ ରାଇଡର୍ସ - ୭.୨୫ କୋଟି ଟଙ୍କାକାଗିସୋ ରାବାଡା - ପଞ୍ଜାବ କିଙ୍ଗସ୍‌ - ୯.୨୫ କୋଟି ଟଙ୍କାଟ୍ରେଣ୍ଟ ବୋଲ୍ଟ - ରାଜସ୍ଥାନ ରୟାଲ୍ସ - ୮
Read More...

ରାଷ୍ଟ୍ରପତିଙ୍କ ପୁରୀଗସ୍ତ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ପୁରୀ : ମହାମହିମ ରାଷ୍ଟ୍ରପତ ରାମନାଥ କୋବିନ୍ଦଙ୍କ ସମ୍ଭାବ୍ୟ ଦୁଇ ଦିନିଆ ପୁରୀଗସ୍ତ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୯ ଓ ୨୦
Read More...

ଆଇପିଏଲ ଇତିହାସରେ ଦ୍ୱିତୀୟ ମହଙ୍ଗା ଭାରତୀୟ ଖେଳାଳି ହେଲେ କିଶାନ

ବାଙ୍ଗାଲୁରୁ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୨ ର ମେଗା ନିଲାମର ପ୍ରଥମ ଦିନରେ ଇଶାନ୍‌ କିଶାନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧୫.୨୫ କୋଟିରେ କିଣିଛି । ଏହି କିଣାବିକାରେ ସେ ଏ ପର୍ଯ୍ୟନ୍ତ ହୋଇଥିବା ମେଗା ନିଲାମର ସବୁଠାରୁ ଦାମୀ ଖେଳାଳି ହୋଇପାରିଛନ୍ତି । ଏହାଦ୍ୱାରା ଇଶାନ କିଶନ ଆଇପିଏଲ
Read More...

ଜିଲ୍ଲା କଂଗ୍ରେସ କମିଟି କନ୍ଧମାଳ ପକ୍ଷରୁ ୨୦୨୨ ପଞ୍ଚାୟତ ନିର୍ବାଚନ ଇସ୍ତାହାର ଉନ୍ମୋଚିତ

ଫୁଲବାଣୀ,୧୨/୨:- ଜିଲ୍ଲା କଂଗ୍ରେସ କମିଟି କନ୍ଧମାଳ ପକ୍ଷରୁ ୨୦୨୨ ପଞ୍ଚାୟତ ନିର୍ବାଚନ ଇସ୍ତାହାର ସ୍ଥାନୀୟ ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବ ଠାରେ ଉନ୍ମୋଚିତ ହୋଇଯାଇଛି । ଏ ନେଇ ଜ଼ିଲ୍ଲା ସଭାପତି ଅନାମ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ପ୍ରଭାରୀ ବିସ୍ମୟ
Read More...

ତ୍ରିସ୍ତରୀୟ ପଞ୍ଚାୟତ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବାଲିଗୁଡ଼ା,୧୨/୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ମଧ୍ୟ ସେତିକି ଯୋର୍‌ ଧରୁଛି । ଆସନ୍ତା ୧୬ ତାରିଖରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର କ.ନୁଆଗାଁ ବ୍ଲକର ୧୪ଟି ପଞ୍ଚାୟତ ଓ ବାଲିଗୁଡ଼ା ବ୍ଲକର ୧୪ଟି ଗ୍ରାମ ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟ
Read More...

କନ୍ଧମାଳର ୧ ନଂ ଜିଲ୍ଲା ପରିଷଦ ଜୋନ୍‌ରେ ବିଜେପି ପକ୍ଷରୁ ଲେଖାଶ୍ରୀଙ୍କ ମାରାଥନ୍‌ ପ୍ରଚାର

ବାଲିଗୁଡ଼ା,୧୨/୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟର ପ୍ରଚାର ମୈଦାନରେ ହେଭିୱେଟ୍‌ ନେତାଙ୍କୁ ଦେଖିବାକୁ ମିଳୁଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ୧ନଂ ଜିଲ୍ଲା ପରିଷଦ ଜୋନ୍‌ରେ ଆଜି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ
Read More...

ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପ ଜଗତର ଅନ୍ୟତମ ଶୀର୍ଷସ୍ଥାନୀୟ ବ୍ୟକ୍ତିତ୍ୱ ରାହୁଲ ବଜାଜଙ୍କର ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ଦୀର୍ଘଦିନ ହେବ ସେ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ । ୧୯୩୮ ମସିହା ଜୁନ୍‌ ୧୦ ତାରିଖରେ ରାହୁଲ୍‌ ବଜାଜ୍‌ ଜନ୍ମ ଗ୍ରହଣ
Read More...