ଆଇପିଏଲ ନିଲାମ ଆରମ୍ଭ, ଶିଖରଙ୍କୁ କିଣିଲା ପଞ୍ଜାବ କିଙ୍ଗ୍ସ
ବାଙ୍ଗାଲୋର : ଆଇପିଏଲ ୨୦୨୨ ପାଇଁ ଖେଳାଳି ନିଲାମ ଚାଲିଛି । ପ୍ରଥମ ଖେଳାଳି ଭାବେ ବିଡିଂରେ ଶିଖର ଧାୱନ ନାମ ସାମିଲ ହୋଇଥିଲା । ତାଙ୍କୁ ନେଇ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ ମଧ୍ୟରେ କଡା ଟକ୍କର ଚାଲିଥିଲା । ଏହାପରେ ପଞ୍ଜାବ କିଙ୍ଗ୍ସ ମଧ୍ୟ ତାଙ୍କ ନାମରେ ବିଡ ଲଗାଇଥିଲା । ପଞ୍ଜାବ!-->…
Read More...
Read More...