Yearly Archives

2022

ତୃତୀୟ ବିବାହ କରି ଚର୍ଚ୍ଚାରେ ପାକ୍‌ ସାଂସଦ

ନୂଆଦିଲ୍ଲୀ ୧୧/୨ : ତୃତୀୟ ବିବାହ କରି ଚର୍ଚ୍ଚାରେ ଏବେ ପାକିସ୍ତାନୀ ସାଂସଦ ଆମିର ଲିଆକତ ହୁସେନ । ସେ ପିଟିଆଇ ଦଳର ପ୍ରତିନିଧିତ୍ୱ କରୁଛନ୍ତି । ୪୯ ବର୍ଷୀୟ ସାଂସଦ ୧୮ ବର୍ଷୀୟା ସୟିଦା ଦାନିୟା ଶାହାଙ୍କୁ ବିବାହ କରିବା ଘଟଣା ଏବେ ପାକିସ୍ତାନରେ ଚର୍ଚ୍ଚାର ବିଷୟ ପାଲିଟିଛି । ବୁଧବାର
Read More...

ମୌଳିକ ସୁବିଧାରୁ ବଞ୍ଚିତ ମାଲାନସୁଗା ୧୯ ନମ୍ବର ୱାର୍ଡ ବାସିନ୍ଦା, ଚୁଆଁ ପାଣିରେ ମେଣ୍ଟୁଛି ଶୋଷ

ଘୁ ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଳକ ଅଧୀନରେ ଥିବା କଳିଙ୍ଗା ପଞ୍ଚାୟତ । ଏହି ପଞ୍ଚାୟତ ଆଦର୍ଶ ପଞ୍ଚାୟତର ମାନ୍ୟତା ମଧ୍ୟ ପାଇଥିଲା ଏବଂ ଏକ ନମ୍ବର ସରପଞ୍ଚ ଭାବରେ ପୂର୍ବତନ ସରପଞ୍ଚଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା ।ଆଦର୍ଶ ପଞ୍ଚାୟତ କଳିଙ୍ଗାରେ ସବୁ ସୁବିଧା ରହିବା କଥା
Read More...

ହାଜତକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ପୁତୁରା

ଚଣ୍ଡିଗଡ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂହ ହନିଙ୍କୁ କୋର୍ଟ ବେଇଆନ୍‌ ବାଲି ଖନନ ମାମଲାରେ ୧୪ ଦିନର ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ବେଇଆନ୍‌ ବାଲି ଖନନ ମାମଲାରେ ଭୂପିନ୍ଦର ସିଂହ ଓ ତାଙ୍କ ସହଯୋଗୀଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢାଉ
Read More...

ଖଜୁରୀ ରସ ଓ ସଲପ ରସରେ ଭାସୁଛି ବନ୍ଧଗଡ଼

ଫୁଲବାଣୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜୋର ସୋରରେ ଚାଲିଥିବା ବେଳେ ସେ ରକମରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ଼ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏଥର ନୋଟ ବଦଳରେ ଖାଲି ଭାସୁଛି ଖଜୁରୀ ଓ ସଲପ ରସ । ଆଜକୁ ଦୁଇ ମାସ ହେଲା ତେଜମାହା,ବାଲକିଦାଡି ଅଞ୍ଚଳରେ ଯୋର ସୋରରେ
Read More...

ରାଷ୍ଟ୍ରପତି ରାମନାଥଙ୍କ ପୁରୀ ଗସ୍ତ କାର୍ଯ୍ୟସୂଚୀ ଚୂଡାନ୍ତ, ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ ଆଇଜି

ପୁରୀ : ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍‌ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି । ସେ ୧୯ ତାରିଖ ଅପରାହ୍ନ ୨.୪୫ରେ ଭୁବନେଶ୍ୱର ବିମାନବନ୍ଦର ଓ ୩.୨୫ରେ ପୁରୀ ହେଲିପ୍ୟାଡରେ ପହଞ୍ଚି ଏକ ହୋଟେଲରେ ଅବସ୍ଥାନ କରିବେ । ତା ପରେ ୫ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି
Read More...

ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କଲେ କଳିଙ୍ଗାବାସୀ

ଘୁ ଉଦୟଗିରି : ସ୍ଥାନୀୟ ବ୍ଳକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ଯାହାକି କନ୍ଧମାଳ ଜିଲ୍ଲାର ଏବଂ ପ୍ରମୁଖ ସ୍ଥାନ । କନ୍ଧମାଳ ଜିଲ୍ଲା ପ୍ରବେଶ ଦ୍ୱାରରେ ପଡିବ କଳିଙ୍ଗା ଯାହାକି ପର୍ଯ୍ୟଟନ ଏବଂ କଳିଙ୍ଗା ଘାଟିକୁ ନେଇ ବେଶ ପରିଚିତ । ସେଇଭଳି ଏକ ପ୍ରମୁଖ ସ୍ଥାନରେ ୩ଜି ଓ ୪ ଜି ମୋବାଇଲ ସେବା
Read More...

ବୌଦ୍ଧରୁ ଆଜି ୨୫ ସଂକ୍ରମିତ ଚିହ୍ନଟ, ସଂଖ୍ୟାହେଲା ୧୪୪୦୪

ବୌଦ୍ଧ,୧୧/୨- ଗତ ୨୪ ଘଣ୍ଟା ମଧ୍ୟରେ ଆଜି ଜିଲ୍ଲାରୁ ୨୫ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ବୌଦ୍ଧବ୍ଲକର ବଢିଗାଁ ପଞ୍ଚାୟତ ବଢିଗାଁ ଗ୍ରାମରୁ
Read More...

ଟି-୨୦ ସିରିଜରୁ ବାଦ ପଡିଲେ କେଏଲ ରାହୁଲ ଓ ଅକ୍ଷର ପଟେଲ

ନୂଆଦିଲ୍ଲୀ : ଚଳିତ ମାସ ୧୬ ରୁ କୋଲକାତାରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ । ଏହି ସିରିଜରୁ ଭାରତୀୟ ଧଳା ବଲ୍‌ କ୍ରିକେଟ୍‌ ଦଳର ଉପ-ଅଧିନାୟକ ଲୋକେଶ ରାହୁଲ ଏବଂ ଅଲରାଉଣ୍ଡର ଆକ୍ସର ପଟେଲଙ୍କୁ ବାଦ ଦିଆଯାଇଛି । ଅଲ ଇଣ୍ଡିଆ ସିନିୟର ଚୟନ କମିଟି
Read More...

ବିଧାନ ପରିଷଦ ଗଠନ ପ୍ରସଙ୍ଗ: କେନ୍ଦ୍ର ଚିଠି ନପାଇବା କରିଛି ଚକିତ

ଭୁବନେଶ୍ୱର: ବିଧାନ ପରିଷଦ ଗଠନ ପ୍ରସଙ୍ଗରେ ୨୦୧୮ରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ବିଧାନସଭାରେ ପାରିତ ସଂକଳ୍ପ ୨୦୧୮ ମସିହା ସେପ୍ଟେମ୍ବର ୧୮ ତାରିଖରେ ବିଧାନସଭା ସଚିବାଳୟ ପକ୍ଷରୁ ରାଜ୍ୟସଭା, ଲୋକସଭା ଓ କେନ୍ଦ୍ର ଆଇନସଚିବଙ୍କ ନିକଟକୁ ପଠାଇଥିଲେ ମଧ୍ୟ ପାଖାପାଖି ୪ବର୍ଷ
Read More...

ପୌର ନିର୍ବାଚନ;ଭୋଟରଙ୍କ ପାଇଁ ବିକଳ୍ପ ରହିବ ନୋଟା

ଭୁବନେଶ୍ୱର: ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟରେ ପୌର ପରିଷଦ ଓ ମହାନଗର ନିଗମ ଗୁଡିକର ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଆଜି ରାଜ୍ୟ ନିର୍ବାଚନ କମିଶନ ପୌର ନିର୍ବାଚନରେ ଭୋଟ ଗ୍ରହଣ ସମୟରେ ବ୍ୟବହାର ହେବାକୁ ଥିବା ଇଭିଏମରେ ଭୋଟର ମାନଙ୍କ ପାଇଁ ନୋଟା ବିକଳ୍ପ
Read More...