Yearly Archives

2022

ବାଲ୍ୟବିବାହ ନିଷେଧ ଅଭିଯାନ କାର୍ଯ୍ୟକ୍ରମ

ଗଜପତି,୧୦/୨: "ସଖୀ’- ୱାନଷ୍ଟପ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲାର ବ୍ରାହ୍ମଣ ସୀତାପୁର, ଉପଲଡା, ଜୀବା, ପଦ୍ମପୁର , ଜଗିପାଡୁ ଗ୍ରାମରେ କିଶୋରୀ ବାଳିକା ମାନଙ୍କୁ ନେଇ ବାଲ୍ୟ ବିବାହ ନିଷେଧ ଆଇନ ସମ୍ପର୍କିତ ଯୁବତୀ ଚାଲାଣ , ଯୌନ ନିର୍ଯ୍ୟାତନା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର

ବାଲିଗୁଡ଼ା,୧୦/୨: ଭିଜିଲାନ୍ସ ଜାଲରେ ବନବିଭାଗର ବନାଞ୍ଚଳ ଅଧିକାରୀ । ଆୟ ବହିର୍ଭୁତ ସଂପତ୍ତିିଠୁଳ ଅଭିଯୋଗରେ ଚଢ଼ାଉ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କ.ନୂଆଁଗା ବନାଞ୍ଚଳ ଅଧିକାରୀ ବୈରାଗି ଚରଣ ବେହେରାଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ଚଢାଉ
Read More...

୫ ନମ୍ବର ଯୋନ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ନିମନ୍ତେ ଜୋରଦାର ପ୍ରଚାର

ଘୁ.ଉଦୟଗିରି,୧୦/୨- ଘୁ.ଉଦୟଗିରି ବ୍ଳକ ଅଧୀନରେ ଥିବା କତିଙ୍ଗିଆ ପଞ୍ଚାୟତର ସୁଧିପଡା, ଟିଆଙ୍ଗିଆ, କ୍ରୁହୁବଡା, କିଲାପଙ୍ଗା, ରିସୁଗୁଡା, ଡାମିଗୁଡା ଗ୍ରାମରେ ବିଜେଡି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜିଲ୍ଲା ପରିଷଦ ପ୍ରାର୍ଥିନୀ ଲିଲିମା ପ୍ରଧାନ ନିଜଦଳର କର୍ମୀମାନଙ୍କ ସହିତ ପହଞ୍ଚି
Read More...

ଏବିଭିପି ରାଜ୍ୟ କାର୍ଯ୍ୟକାରିଣୀରେ କନ୍ଧମାଳର ୩ ମନୋନୀତ

ଫୁଲବାଣୀ,୧୦/୨:- ଏବିଭିପିର ୪୬ ତମ ରାଜ୍ୟ ଅଧିବେଶନ ଭୁବନେଶ୍ୱରର ବିବେକାନନ୍ଦ କେନ୍ଦ୍ର ଠାରେ ଅନୁଷ୍ଠିିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ କନ୍ଧମାଳର ଛାତ୍ରୀ ନେତ୍ରୀ ଅହଲ୍ୟା ମାଝୀ, ସଞ୍ଜନା କହଁର
Read More...

କନ୍ଧମାଳରେ ସାଂସଦଙ୍କ ଧୂଆଁଧାର ପ୍ରଚାର

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ବିଭିନ୍ନ ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଧୂଆଁଧାର ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ଜିଲ୍ଲା ପରିଷଦ ଜୋନରେ ଶ୍ରୀ ସାମନ୍ତଙ୍କ ପ୍ରଚାର ସମୟରେ ବିପୁଳ ଜନ ସମର୍ଥନ ପରିଲକ୍ଷିତ ହେଉଛି । ଆଜି
Read More...

ଦ୍ୱିତୀୟ ଦିନିକିଆ ବିଜୟ ସହ ଆଗୁଆ ସିରିଜ କବଜା କଲା ଭାରତ

ଅହମ୍ମଦବାଦ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଘରୋଇ ଦଳ ୪୪ ରନରେ ବିଜୟ ଲାଭ କରିବା ସହ ଆଗୁଆ ସିରିଜ ୨-୦ରେ କବଜା କରିଛି । ଟସ୍‌ ହାରି ବ୍ୟାଟିଂର ଆମନ୍ତ୍ରଣ ପାଇଥିବା ଭାରତ ଦଳ ନିର୍ଦ୍ଧରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୩୭ ରନ କରିଥିଲା । ଦଳ ପକ୍ଷରୁ ସଫଳ
Read More...

ଅପ୍ରେଲ ୨୬ରୁ ଅଫଲାଇନ୍‌ରେ ହେବ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପରୀକ୍ଷା କରିବା ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି । ସିବିଏସ୍‌ଇର ପରୀକ୍ଷା ନିୟନ୍ତ୍ରକଙ୍କ ଅନୁଯାୟୀ, ଦଶମ ଏବଂ ଦ୍ୱାଦଶର ଦ୍ୱିତୀୟ ପର୍ଯ୍ୟାୟ ବା ଟର୍ମ-୨ ପରୀକ୍ଷା ଏପ୍ରିଲ ୨୬,
Read More...

ଦେଶରେ କମିବନି ଖାଇବା ତେଲ ଦର

ନୂଆଦିଲ୍ଲୀ : ଭାରତରେ ଖାଇବା ତେଲ ଦର ହ୍ରାସ ପାଇବା ନେଇ ପୂର୍ବରୁ ଆକଳନ କରାଯାଉଥିଲା । ମାତ୍ର ଇଣ୍ଡୋନେସିଆ ସରକାରଙ୍କ ଏକ ପଦକ୍ଷେପ ଯୋଗୁଁ ଏଥିରେ ଝଟକା ଲାଗିଛି । ନିର୍ବାଚନରେ ମହଙ୍ଗାମାଡା ବା ଅତ୍ୟାବଶକିୟ ଚିଜର ଦରଦାମ ବୃଦ୍ଧି ଏକ ମୁଖ୍ୟ ପ୍ରସଙ୍ଗ । ଏଥିଯୋଗୁଁ ବିଭିନ୍ନ ସମୟରେ ସରକାର
Read More...

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨ ବର୍ଷ ଜେଲ, ୧୫ ହଜାର ଜରିମାନା

ଫୁଲବାଣୀ : ଫୁଲବାଣୀ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ତଥା ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍‌ ଭାସ୍କରଚନ୍ଦ୍ର ସାହୁ ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୯ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ହରିବନ୍ଧୁ ପାତ୍ରକୁ
Read More...

ଆସନ୍ତା ୨୦ ରେ ତୃତୀୟଥର ପାଇଁ ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ,୯/୨- ପୁରୀ ବଡ଼ଦାଣ୍ଡ ସ୍ଥିତ ଚୈତନ୍ୟ ଗଉଡିଆ ମଠର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଆବିର୍ଭାବ ମହୋତ୍ସବର ଶୁଭ ଉଦଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି । ଏହାକୁ ନେଇ ମଠ ପକ୍ଷରୁ ଜୋରସୋରରେ ଚାଲିଛି ସମସ୍ତ ପ୍ରସ୍ତୁତି । ମଠର
Read More...