ଟ୍ୟୁସନ୍ ଯିବ କହି ଘରକୁ ଫେରିଲାନି ପୁଅ; ପରିବାର ପକ୍ଷରୁ ଥାନାରେ ଏତଲା,ପୋଲିସର ତଦନ୍ତ ଆରମ୍ଭ
ବାଲିଗୁଡ଼ା: ଟ୍ୟୁସନ୍ ଯାଉଛି କହି ଘରକୁ ଆଉ ଫେରିଲାନି ପୁଅ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ । ସୂଚନା ପ୍ରକାରେ ଗତକାଲି ସକାଳ ୭ଟା ସମୟରେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ!-->…
Read More...
Read More...