ଭୋଟ ଦିନ ସରକାରୀ କର୍ମଚାରୀଙ୍କୁ ଛୁଟି
ଭୁବନେଶ୍ୱର: ଆସନ୍ତା ୧୬ ତାରିଖଠାରୁ ରାଜ୍ୟରେ ପାଞ୍ଚ ପର୍ଯ୍ୟାୟ ବିଶିଷ୍ଟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ । ଏହି ମତଦାନରେ ସାମିଲ ହେବା ପାଇଁ ବାହାରେ ଚାକିରି କରୁଥିବା ସରକାରୀ ଚାକିରିଆଙ୍କ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ପଞ୍ଚାୟତ ନିର୍ବାଚନରେ ମତ ଦାନ ପାଇଁ!-->…
Read More...
Read More...