ଇଣ୍ଡିଜକୁ ୬ ୱିକେଟରେ ହରାଇଲା ଭାରତ
ଅହମ୍ମଦାବାଦ,୬/୨: ଆଜିଠୁ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ । ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଆଜି ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଭାରତ ୬ ୱିକେଟରେ ଅତଥି ଦଳକୁ ପରାସ୍ତ କରି ୧-୦ର ଅଗ୍ରଣୀ ହାସଲ କରିଛି । ଆଜି ଥିଲା ଭାରତର ୧୦୦୦ତମ ଦିନିକିଆ । ଏଠାରେ!-->…
Read More...
Read More...