ଜିଲ୍ଲା ବଣିକ ସଂଘ ସଂପାଦକଙ୍କ ମାତୃବିୟୋଗ
ସୁବର୍ଣ୍ଣପୁର,୫/୨- ଗତକାଲି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ବଣିକ ସଂଘ ର ସଂପାଦକ ବି.ସତ୍ୟନାରାୟଣ ରାଓଙ୍କ ମାଁ ଶ୍ରୀମତୀ ବି.ଲକ୍ଷ୍ମୀଦେବୀଙ୍କ ୭୬ବର୍ଷ ବୟସରେ ବିୟୋଗ ଘଟିଛି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ କିଛିଦିନ ଆଗରୁ ଶଯ୍ୟାଶାୟୀ ଥିଲେ । ସେ ଜଣେ ଧର୍ମପରାୟଣା ମହିଳା ଭାବରେ ବେଶ!-->…
Read More...
Read More...