ହାର୍ଟ ସର୍ଜରୀ କଲେ ବଲିଉଡର କମେଡି କିଙ୍ଗ୍ ସୁନୀଲ ଗ୍ରୋଭର
ବଲିଉଡର କମେଡି କିଙ୍ଗ ତଥା ଅଭିନେତା ସୁନୀଲ ଗ୍ରୋଭରଙ୍କ ସ୍ୱାସ୍ଥ୍ୟ ସହ ଜଡିତ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ହୃଦୟ ସମ୍ବନ୍ଧୀୟ ସମସ୍ୟା ହେତୁ ଅଭିନେତାଙ୍କୁ ହାର୍ଟ ସର୍ଜରୀ କରିବାକୁ ପଡିଛି । ସେ ମୁମ୍ବାଇର ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟରେ ଅସ୍ତ୍ରୋପଚାର!-->…
Read More...
Read More...