Yearly Archives

2022

ପୁଣି ରାଜ୍ୟରେ ୧୦୩୬୮ କରୋନା ପଜିଟିଭ ଚିହ୍ନଟ, ୭ ମୃତ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୬୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୭୭୪୬୨ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା
Read More...

ନୟାଗଡ଼ ବାଇପାସ୍‌ ପାଇଁ ୩୦୦.୩୩ କୋଟିର ବଜେଟ

ଦଶପଲ୍ଲା : ନୟାଗଡ଼ ସହରର ବର୍ଦ୍ଧିତ ଜନସଂଖ୍ୟା ଓ ଟ୍ରାଫିକ ସମସ୍ୟା ସୁପରିଚାଳନା ନିମନ୍ତେ ନୟାଗଡ଼ ସହରକୁ ବାଇପାସ୍‌ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଛନ୍ତି ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ବୁଧବାର ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ
Read More...

ପ୍ରଥମ ଦିନିକିଆରେ ହାରିଲା ଭାରତ

ପାର୍ଲ: ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ଆଜିଠୁ ଆରମ୍ଭ ହୋଇଛି ଏବଂ ଆରମ୍ଭରୁ ହିଁ ପ୍ରଶଂସକଙ୍କୁ ନିରାଶ କରିଛି ଟିମ୍‌ ଇଣ୍ଡିଆ । ବୋଲରଙ୍କ ଦମରେ ଦକ୍ଷିଣ ଆଫ୍ରିକା ଏଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତକୁ ୩୧ ରନରେ ପରାସ୍ତ କରିଛି । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନି
Read More...

ଆଇସୋଲେସନରେ ଅଣ୍ଡର-୧୯ କ୍ୟାପଟେନଙ୍କ ସମେତ ୬ ଖେଳାଳି

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜରେ ୧୯ ବର୍ଷରୁ କମ ବିଶ୍ୱ କପ ଖେଳୁଥିବା ଭାରତୀୟ ଦଳ ଅଧିନାୟକ ୟଶ ଢୁଲ ଏବଂ ଉପ ଅଧିନାୟକ ଏସକେ ରଶିଦଙ୍କ ସହିତ ଛଅ ଖେଳାଳି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସମସ୍ତ ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି । ଅଧିନାୟକ ଢୁଲ କରୋନା ସଂକ୍ରମିତ ହେବାରୁ ଭାରତୀୟ
Read More...

କରୋନା ସହାୟତା ମାମଲାରେ ରାଜ୍ୟମାନଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ସଂପର୍କିତ ଏକ ମାମଲାର ଶୁଣାଣି ସମୟରେ ଆଜି ସୁପ୍ରିମକୋର୍ଟ ରାଜ୍ୟମାନଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ,ତାଗିଦ ଓ ଗାଇଡଲାଇନକୁ ରାଜ୍ୟମାନେ ଉଲ୍ଲଂଘନ କରୁଛନ୍ତି । ଗାଇଡଲାଇନ ଓ ନିର୍ଦ୍ଦେଶ ଥିଲେ ମଧ୍ୟ କରୋନାରେ ପ୍ରାଣ ହରାଉଥିବା ବ୍ୟକ୍ତିମାନଙ୍କ
Read More...

ଜାଣନ୍ତୁ, ଟେଲିପ୍ରମ୍ପଟର କ’ଣ ଓ ଏହାର ମୂଲ୍ୟ କେତେ : ଏହା ସାହାଯ୍ୟରେ ମୋଦି ଭାଷଣ ଦେଇଥାନ୍ତି

ନୂଆଦିଲ୍ଲୀ : ଆପଣ ପ୍ରାୟତଃ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି କିମ୍ବା ବିଶିଷ୍ଟ ନେତାଙ୍କ ଚାରିପାଖରେ ଏକ ଗ୍ଲାସ୍‌ ସର୍କଲ୍‌ ଦେଖିଥିବେ । ଏହି ସର୍କଲ୍‌ ବା ଘେରା ଦେଖି ଆପଣ ଭାବିବେ ଯେ ଏହା ସେମାନଙ୍କ ସୁରକ୍ଷା ପାଇଁ, କିନ୍ତୁ ତାହା ନୁହେଁ । ବାସ୍ତବରେ ଏହି ଗ୍ଲାସ୍‌ ସର୍କଲ୍‌ ହେଉଛି ଏକ
Read More...

ଭୋଟ ପାଇଁ ଏହି ଦଳ ଦେଲା ଏଭଳି ପ୍ରତିଶ୍ରୁତି : ଜିତିଲେ ପ୍ରତି ପରିବାରକୁ ବର୍ଷକୁ ୧୮ ହଜାରର ପେନସନ

ଆଜମଗଡ଼ : ଏବେ ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟରେ ନିର୍ବାଚନ ଋତୁ ଚାଲିଛି । ଭୋଟରମାନଙ୍କୁ ହାତେଇବା ପାଇଁ ଦଳଗୁଡ଼ିକ ଆପ୍ରାଣ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ସେମାନଙ୍କ ଆଗରେ ଅତି ଲୋଭନୀୟ ଅଫର ତଥା ପ୍ରତିଶ୍ରୁତି ରଖୁଛନ୍ତି । ଆମକୁ କ୍ଷମତାକୁ ପଠାଇଲେ ଅମୁକ ଦେବୁ,ସମୁକ ଦେବୁ ବୋଲି
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇଅଙ୍କକୁ ଖସିଲା ସଂକ୍ରମଣ, କୋଭିଡ କଟକଣାକୁ ମାନିବାକୁ ପ୍ରଶାସନର ଗୁରୁତ୍ୱାରୋପ

ସୁବର୍ଣ୍ଣପୁର: କରୋନାର ତୃତୀୟ ଲହର ଓମିକ୍ରନର ସଫଳ ମୁକାବିଲା କରିବା ପାଇଁଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ବହୁବିଧ ବ୍ୟବସ୍ଥା ସହ ସମ୍ପୂର୍ଣ ପ୍ରସ୍ତୁତ ହୋଇ ରହିଛି । ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଜିଲ୍ଲାର ବିଭିନ୍ନ ବ୍ଲକ
Read More...

ତୃତୀୟ ଦିନରେ କଂଗ୍ରେସର ନାମାଙ୍କନ ପତ୍ର ଦାଖଲ

ନବରଙ୍ଗପୁର : ରାଜ୍ୟରେ ହେବାକୁ ଥିବା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ନିମନ୍ତେ ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିନରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଭବନ ଚଳଚଞ୍ଚଳ ଥିବା ଦେଖିବାକୁ ମିଳିଥିଲା । ଦ୍ୱିତୀୟ ଦିନ ସୁଦ୍ଧା ମୋଟ ୨ଜଣ
Read More...

ସାଧାରଣତନ୍ତ୍ର ଦିବସ ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ବୌଦ୍ଧ,୧୯/୧- ୭୩ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଗତ ବର୍ଷ ପରି ଚଳିତବର୍ଷ ମଧ୍ୟ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ
Read More...