Yearly Archives

2022

ଆଇସିସି ଟେଷ୍ଟ ମାନ୍ୟତା : କୋହଲିଙ୍କୁ ଜବରଦସ୍ତ ଫାଇଦା

ନୂଆଦିଲ୍ଲୀ : ବୁଧବାର ପ୍ରକାଶ ପାଇଥିବା ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ପୂର୍ବତନ ଟେଷ୍ଟ ଅଧିନାୟକ ବିରାଟ କୋହଲି ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ହୋଇଥିବା ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ ପରେ କୋହଲି ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ୨ ସ୍ଥାନ ଲମ୍ଫ
Read More...

ନିୟମ ଆଢୁଆଳରେ ସଂକୀର୍ଣ୍ଣ ରାଜନୀତି! ଏବର୍ଷ ବି ଦିଲ୍ଲୀରେ ଦେଖିବାକୁ ମିଳିବନି ଓଡ଼ିଶାର ପ୍ରଜ୍ଞାପନ ମେଢ

ଭୁବନେଶ୍ୱର: ଗତବର୍ଷ ଭଳି ଏଥର ମଧ୍ୟ ଦିଲ୍ଲୀରେ କଡ଼ା କଟକଣା ମଧ୍ୟରେ ପାଳିତ ହେବ ଗଣତନ୍ତ୍ର ଦିବସ । ଅତିଥି ସଂଖ୍ୟାକୁ ବହୁ ମାତ୍ରାରେ କମାଇଦେବା ଲାଗି ନିଷ୍ପତ୍ତି ହୋଇଛି । ଗଣତନ୍ତ୍ର ଦିବସ ଉତ୍ସବର ଏକ ସବୁଠୁ ବଡ଼ ଆକର୍ଷଣ ହେଉଛି ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ । କାରଣ,ଏଥିରେ
Read More...

କମିଲା,ପୁଣି ବଢିଲା : ଦିନକରେ ୨.୮୨ ଲକ୍ଷ ପଜିଟିଭ

ନୂଆଦିଲ୍ଲୀ : କିଛି ଦିନ କ୍ରମାଗତଭାବେ କରୋନା ସଂକ୍ରମଣ ବଢିବା ପରେ ପୁଣି ବୃଦ୍ଧି ଧାରାକୁ ଫେରିଛି । ଏବେ ସଂକ୍ରମଣ ୩ ଲକ୍ଷ ମୁହାଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୧ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ
Read More...

କରୋନା ସଂକ୍ରମିତ ହେଲେ ଆଉ ୧୦ ବିଚାରପତି

ନୂଆଦିଲ୍ଲୀ: ଦେଶରେ କରୋନା ମାଡ଼ିଚାଲିଛି । ଥମିବାର ନାଁ ଧରୁନି । ସରକାରୀ,ବେସରକରୀ ଅଫିସରେ ପ୍ରବେଶ କରିସାରିଲାଣି । ଏପରିକି ସୁପ୍ରିମକୋର୍ଟରେ ମଧ୍ୟ ଆତଙ୍କ ଖେଳାଇବା ଆରମ୍ଭ କରିଦେଇଛି । ବର୍ତ୍ତମାନ ସୁଦ୍ଧା ଚାରି ଶହରୁ ଅଧିକ କର୍ମଚାରୀ ସଂକ୍ରମିତ ହୋଇସାରିଲେଣି । କେତେକ ବିଚାରପତି
Read More...

ବରିଷ୍ଠ ରାଜସ୍ୱ ସହାୟକଙ୍କ ବିୟୋଗରେ ଜିଲ୍ଲା ପ୍ରଶାସନର ଶୋକବ୍ୟକ୍ତ

ପୁରୀ: ବରିଷ୍ଠ ରାଜସ୍ୱ ସହାୟକ ଦୀନବନ୍ଧୁ ଜେନାଙ୍କ ଅକାଳ ବିୟୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଶପ୍ରଦୀପ କୁମାର ସାହୁ, ଡେପୁଟି କଲେକ୍ଟର ସୁମନ୍ତ କର, ଜିତେନ୍ଦ୍ର କୁମାର ପାତ୍ର, ନିଜାରତ ଅଧିକାରୀ ପ୍ରଭାକର
Read More...

ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ, ଇଣ୍ଡିଆନ ମହାରାଜା ଦଳର ନେତୃତ୍ୱ ନେବେ ସେହ୍ୱାଗ

ନୂଆଦିଲ୍ଲୀ : ପୂର୍ବତନ ଓପନର ବିରେନ୍ଦ୍ର ସେହ୍ୱାଗ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଲିଜେଣ୍ଡ ଲିଗ୍‌ କ୍ରିକେଟ(ଏଲଏଲସି) ଟି-୨୦ ଟୁର୍ଣ୍ଣାମେଣ୍ଟରେ ଭାରତର ପୂର୍ବତନ ଖେଳାଳିଙ୍କ ଟିମ୍‌ ଇଣ୍ଡିଆନ ମହାରାଜ ଦଳର ନେତୃତ୍ୱ ନେବେ । ସେହ୍ୱାଗ ଭାରତୀୟ ଦଳର ନେତୃତ୍ୱ ନେବା ସହ ଆଇପିଏଲ
Read More...

ସପାକୁ ବିଜେପିର ବଡ ଝଟକା, ପଦ୍ମ ଧରିଲେ ଅଖିଳେଶଙ୍କ ଭାଇ ବୋହୂ

ଉତ୍ତରପ୍ରଦେଶ: ବିଜେପିରେ ସାମିଲ ହେଲେ ଅଖିଳେଶଙ୍କ ଭାଇ ବୋହୂ ଅପର୍ଣ୍ଣା ଯାଦବ । ବିଧାନସଭା ନିର୍ବାଚନକୁ ନେଇ ଉତ୍ତରପ୍ରଦେଶ ରାଜନୀତି ଚର୍ଚ୍ଚାରେ ଥିବାବେଳେ ଅଖିଳେଶଙ୍କୁ ବଡ ଝଟକା ଦେଇଛନ୍ତି ଭାଇ ବୋହୂ ଅପର୍ଣ୍ଣା ଯାଦବ । ମୁଲାୟମ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଆଜି ସାଇକେଲକୁ ଛାଡି
Read More...

ବେଘର ହେବେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା

ଲଣ୍ଡନ: ଅଡୁଆରେ ଫସି ଫସି ଯାଉଛନ୍ତି ବିଜୟ ମାଲ୍ୟା । ଲଣ୍ଡନସ୍ଥିତ ନିଜ ବିଳାସପୂର୍ଣ୍ଣ ବଙ୍ଗଳାରୁ ବେଘର ହେବେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା । ଏ ନେଇ ମାଲ୍ୟାଙ୍କୁ ଲଣ୍ଡନ ହାଇକୋର୍ଟ ପୂର୍ବରୁ ଦେବାଳିଆ ଘୋଷଣା କରିଥିବାବେଳେ ଏବେ ବେଘର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁଇସ୍‌
Read More...

ଏହି ୪ ସହରରେ ବ୍ୟବହାର ହେବେ ଓମିସିୟୋର କିଟ୍‌, ସଙ୍ଗେ ସଙ୍ଗେ ଚିହ୍ନଟ ହେବ ଓମିକ୍ରନ

ଭୁବନେଶ୍ୱର: ଓମିକ୍ରନ ଟେଷ୍ଟିଂ ପାଇଁ ଓଡିଶାରେ ପହଞ୍ଚିଲା ଓମିସିୟୋର କିଟ୍‌ । ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣର କିଟ୍‌ ରାଜ୍ୟକୁ ଆସିଛି । ମେଡିକାଲ ଆଣ୍ଡ ଡାଇଗ୍‌ନୋଷ୍ଟିକ୍‌ ଲିମିଟେଡ ଟାଟା ଏମ୍‌ଡି ପକ୍ଷରୁ ଓଡିଶାକୁ ଏହି କିଟ୍‌ ପଠାଯାଇଛି । ଓଡିଶରେ ୩୦,୦୦୦ ଓମିସିୟୋର କିଟ୍‌
Read More...

ବେଆଇନ ଧାନ ଚାଲାଣ କରୁଥିବା ଟ୍ରକକୁ ଜବତ କଲା ଜିଲ୍ଲା ପ୍ରଶାସନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଧାନ କଳାବଜାରୀ ଏବଂ ବେଆଇନ ଚାଲାଣ କୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ସମୁଚିତ ପଦକ୍ଷେପ ନେଉଛି । ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ବ୍ଲକ ଏବଂ ତହସିଲ ଅଂଚଳରେ ସ୍ୱତନ୍ତ୍ର ସ୍କ୍ୱାଡମାନ ଗଠିତ ହୋଇଛି । ଏହି କ୍ରମରେ
Read More...