Yearly Archives

2022

ଶନି ମନ୍ଦିରରୁ ଚୋରି

ଫୁଲବାଣୀ: ଫୁଲବାଣୀରେ ଦିନକୁ ଦିନ ଚୋରି ବୃଦ୍ଧି ପାଇବାକୁ ଲାଗିଛି । ଫୁଲବାଣୀର ମାଷ୍ଟ୍ରପଡ଼ା ନିକଟରେ ଥିବା ଶନି ମନ୍ଦିରରେ ହୁଣ୍ଡି ବାକ୍ସ ଚୋରି ହୋଇଥିବା ଅଭିଯୋଗ ଆସିଛି । ଯାହା ସୂଚନା ରହିଛି ଗତ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଫୁଲବାଣୀ ସଦର ମହକୁମା ମାଷ୍ଟ୍ରପଡ଼ା ନିକଟରେ ଥିବା
Read More...

ପେଟ୍ରୋଲ ଲିଟର ୧୫୦ ଟଙ୍କା!

ଇସଲାମାବାଦ : ପାକିସ୍ତାନର ଅବସ୍ଥା ଏବେ ଅତି ସାଂଘାତିକ । ଦେଶର ଆର୍ଥିକ ସ୍ଥିତି ଦେବାଳିଆ ଭଳି । ରାଜନୈତିକ ଅସ୍ଥିରତା ସାଙ୍ଗକୁ ଦରଦାମ ବୃଦ୍ଧିନେଇ ଲୋକେ ତାତିଗଲେଣି । ଏସବୁ କାରଣରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଲୋକପ୍ରିୟତା ଯଥେଷ୍ଟ କମିଛି । ୧୭ ଅଗଷ୍ଟ ୨୦୧୮ ରେ ଇମ୍ରାନ ଖାନ
Read More...

ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନ ପରିଚାଳନା କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର : କଂଗ୍ରେସ ଦଳ ଆଗାମୀ ପୌର ପରିଷଦ ଓ ପଂଚାୟତ ନିର୍ବାଚନର ସୁପରିଚାଳନା ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ ପୌର ପରିଷଦ ଓ ପଂଚାୟତ ନିର୍ବାଚନ ପରିଚାଳନା କମିଟି କରିଛନ୍ତି । ଏହି କମିଟି ନିର୍ବାଚନର ପରିଚାଳନା କରିବା ସହ
Read More...

ଅଭିଷେକଙ୍କ ପତ୍ନୀ ମୌସୁମୀଙ୍କ ମହାନତା,ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଫେରାଇ ଦେଲେ ବଳକା ୩୦ ଲକ୍ଷ

ଭୁବନେଶ୍ୱର: ମହାମାରୀ କରୋନାରେ ସ୍ୱାମୀକୁ ହରାଇଥିବା ମୌସୁମୀ ମହାନ୍ତି ଆଜି ମହାନତା ଦେଖାଇଛନ୍ତି । କରୋନାର ଦୀର୍ଘ ୪ ମାସର ଲଢେଇ ପରେ ମୌସୁମୀ ତାଙ୍କ ଇଂ. ସ୍ୱାମୀ ଅଭିଷେକ ମହାପାତ୍ରଙ୍କୁ ଗତବର୍ଷ ହରାଇଥିଲେ । ପାଠକଙ୍କ ମନେ ଥାଇପାରେ ବାହାଘରର ୮ ଦିନ ପରେ ଅଭିଷେକ କୋଭିଡ ପଜିଟିଭ ଚିହ୍ନଟ
Read More...

ବୌଦ୍ଧଜିଲ୍ଲା: ଆରମ୍ଭହେଲା ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା, ପ୍ରଥମ ଦିନରେ ୬୩ ଜଣ ୱାର୍ଡମେମ୍ବରଙ୍କ ପ୍ରାର୍ଥୀପତ୍ର…

ବୌଦ୍ଧ,୧୭/୧ - ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପ୍ରକ୍ରିୟା ପାଇଁ ଆଜି ବୌଦ୍ଧ ଜିଲ୍ଲାରେ ମଧ୍ୟ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଯାଇଛି । ୧୭ ତାରିଖରୁ ୨୧ ତାରିଖ ଯାଏଁ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବାକୁଥିବାବେଳେ ଓ
Read More...

କାନ ଭିତରେ ତିନି ଦିନ ଧରି ଅସରପାର ରାଜୁତି

ନୂଆଦିଲ୍ଲୀ : ଆମର ଆଖି,କାନ କି ନାକ ଭିତରେ ପିମ୍ପୁଡ଼ିଟିଏ ପଶିଗଲେ କି ଧୂଳି ପଶିଗଲେ ଆମେ ଅସ୍ତବ୍ୟସ୍ତ ହୋଇପଡ଼ୁଛେ । ଛୋଟଠୁ ଆହୁରି ଛୋଟ ପୋକ ଅଖିରେ ପଶିଗଲେ ମଣିଷ ଛଟପଟ ହୋଇଯାଉଛି । ସେହି ଯନ୍ତ୍ରଣାର ତୀବ୍ରତା କେବଳ ଭୁକ୍ତଭୋଗୀ ହିଁ ଜାଣିପାରିବ । ତେଣୁ ଅସରପାଟିଏ ଯଦି କାନ ଭିତରକୁ
Read More...

ପଞ୍ଚାୟତ ନିର୍ବାଚନ : ପ୍ରଥମ ଦିନରେ ୮୭୭୨ ପ୍ରାର୍ଥୀ ନାମାଙ୍କନପତ୍ର କଲେ ଦାଖଲ

ଭୁବନେଶ୍ୱର:ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇଛି । ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ପଦପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ନାମାଙ୍କନପତ୍ର ଦାଖଲର ଆଜି ପ୍ରଥମ ଦିନ ହୋଇଥିବା ବେଳେ ଗୋଟିଏ ଦିନରେ ୮୭୭୨ ଜଣ ପ୍ରାର୍ଥୀ ନାମାଙ୍କନପତ୍ର
Read More...

ଲୋପ ପାଉଥିବା ପରମ୍ପରାକୁ ଜୀବିତ ରଖିଛନ୍ତି କଳାକାର

ବୌଦ୍ଧ,୧୭/୧: - ଦିନକୁ ଦିନ ହଜିଯାଉଛି ଓଡ଼ିଶାର ଲୋକକଳା ଲୋକ ସଂସ୍କୃତି ଓ ପରମ୍ପରା । ଆଜିକାଲି ବାହାଘର ମାନଙ୍କରେ ଦେଖିବାକୁ ମିଳୁନାହିଁ ପୀଠଖିଆ ନାଚ ଆଉ ପୌଷ ପୂର୍ଣ୍ଣିମାରେ ଶୁଣିବାକୁ ମିଳୁନାହିଁ ଛେରଛେରା । କିନ୍ତୁ ଆଜିବି ଏହି କଳା ଓ ପରମ୍ପରାକୁ ଓଡ଼ିଶାର ଗ୍ରାମାଞ୍ଚଳରେ କିଛି କିଛି
Read More...

ଟେଷ୍ଟ ଅଧିନାୟକ ଦୌଡ଼ରେ ଏହି କ୍ରିକେଟର

ନୂଆଦିଲ୍ଲୀ : ବିରାଟ କୋହଲି ଟେଷ୍ଟ ଫର୍ମାଟର ଅଧିନାୟକ ପଦ ଛାଡ଼ିବା ପରେ ଏହି ଦାୟିତ୍ୱ କାହାକୁ ଦିଆଯିବ,ତାହାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି । ସମସ୍ତଙ୍କର ଦୃଢ ଧାରଣା ଓ ବିଶ୍ୱାସ ହୋଇଗଲାଣି ଯେ ରୋହିତ ଶର୍ମାଙ୍କୁ ହିଁ ଏହି ଦାୟିତ୍ୱ ମିଳିବ । ଏବେ ଟ-୨୦ ଓ ଦିନିକିଆର ସେ କ୍ୟାପଟେନ
Read More...

ଆରମ୍ଭହେଲା ନାମାଙ୍କନ ଦାଖଲ ପ୍ରକ୍ରିୟା

ପୁରୀ,୧୭/୧- ପଂଚାୟତ ନିର୍ବାଚନ ପାଇଁ ବିଗୁଲ ବାଜି ସରିଛି । ଆଜିଠାରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ପୁରୀ ଜିଲ୍ଲାର ମୋଟ ୨୬୮ ଟି ପଂଚାୟତ , ୩୩ ଟି
Read More...