Yearly Archives

2022

ନେହେରୁ ଯୁବକେନ୍ଦ୍ର ପକ୍ଷରୁ ରକ୍ତଦାନ ଶିବିର

ଫୁଲବାଣୀ,୧୫/୧- ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ ପାଳନ ଅବସରରେ ଦେଶରେ ଜାତୀୟ ଯୁବ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଫୁଲବାଣୀ ନେହେରୁ ଯୁବକେନ୍ଦ୍ର୍ର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି । ଏହି ଅବସରରେ ନେହେରୁ ଯୁବକେନ୍ଦ୍ରର କର୍ମଚାରୀ ସତ୍ୟବାନ ଦଳବେହେରାଙ୍କ
Read More...

କାୟା ମେଲାଇଲା କରୋନା : ନୟାଗଡ ଜିଲ୍ଲାରୁ ୧୨୧

ଦଶପଲ୍ଲା,୧୫/୧: ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା କାୟା ବିସ୍ତାର କରିଚାଲିଛି । ଶୁକ୍ରବାର ଜିଲ୍ଲାରୁ ୧୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପରିସ୍ଥିତି ଉଦ୍‌ବେଗଜନକ ହୋଇଛି । ଫଳରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୪୨୦ରେ ପହଞ୍ଚିଥିବା
Read More...

ଏକ ଅନନ୍ୟ ଦୃଶ୍ୟ, ଗାଈ ଜନ୍ମକଲା ଯାଆଁଳା ବାଛୁରୀ

ପାଟଣାଗଡ଼,୧୫/୧- ପାଟଣାଗଡ଼ ବ୍ଲକ ଦେଉଳ ଗାଁ ପଞ୍ଚାୟତ ଅନ୍ତର୍ଗତ ବରପିଟା ଗ୍ରାମରେ ଗତରାତିରେ ଗୋଟିଏ ଗାଈ ଏକାସାଙ୍ଗେ ଦୁଇଟି ବାଛୁରୀ ଜନ୍ମ କରିଥିବା ଜଣାପଡିଛି । ଏକା ସଙ୍ଗେ ଗୋଟିଏ ମାଈ ବାଛୁରୀ ଓ ଅଣ୍ଡିରା ବାଛୁରୀ ଜନ୍ମ କରିଥିବା ସ୍ଥାନୀୟ ଅଞ୍ଚଳରେ ପ୍ରଥମ ଘଟଣା ହୋଇଥିବାରୁ ଗାଈ ଓ
Read More...

ଟେଷ୍ଟ ଅଧିନାୟକ ପଦ ଛାଡିଲେ ବିରାଟ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ୧-୨ରେ ହାରିବା ପରେ ବିରାଟ କୋହଲି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଶନିବାର ଅପରାହ୍ନରେ ବିରାଟ କୋହଲି ଟେଷ୍ଟ ଟିମର ଅଧିନାୟକ ପଦ ଛାଡି ଦେଇଛନ୍ତି । ବିରାଟ କୋହଲି ଏ ସଂପର୍କରେ ଏକ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ବିରାଟ କୋହଲି ଟ୍ୱିଟ୍‌
Read More...

ପ୍ରଗତି ମହିଳା ସଙ୍ଗଠନର ମକର ଉତ୍ସବ ପାଳନ

ପାରଳାଖେମୁଣ୍ଡି,୧୫/୧- ମକର ଉତ୍ସବରେ ଉତ୍କଳୀୟ ନାରୀଙ୍କ ଭୂମିକା ଶୀର୍ଷକ ଆଲୋଚାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଗତି ମହିଳା ଅନୁଷ୍ଠାନର ସମ୍ପାଦିକା ତନୁଜା ଶତପଥିଙ୍କ ଅଧ୍ୟକ୍ଷତାରେ ଏହି ଆଭାଷୀ ଆଲୋଚନାରେ ଆଧୁନିକତା ଗ୍ରହଣ କରିଥିଲେ ସୁଦ୍ଧା ପରମ୍ପରା ଓ ସଂସ୍କୃତିକୁ ଆପଣେଇ ବସୁଦେବ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ରାଜନୈତିକ ପରିବେଶ ସରଗରମ: ବିଜେଡି ରଖିବ ବିକାଶ ପ୍ରସଙ୍ଗ, ଦୁର୍ନୀତିକୁ ପ୍ରସଙ୍ଗ କରିବେ…

ସୁବର୍ଣ୍ଣପୁର,୧୫/୧: - ରାଜ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବା ପରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ରାଜନୈତିକ ପରିବେଶ ସରଗରମ ହୋଇଉଠିଛି । ଏହି ନିର୍ବାଚନ ଜରିଆରେ ଜିଲ୍ଲାର ଭୋଟର ତୃଣମୂଳ ସ୍ତରରେ ସେମାନଙ୍କର ନେତା ବାଛିବେ । ବିଜେଡିକୁ ଟକ୍କର ଦେବା ସ୍ଥିତିରେ
Read More...

ଆକ୍ସନ୍‌ ମୋଡ୍‌ରେ ପ୍ରଶାସନ, ଆଚରଣ ବିଧି ଲାଗୁ ପରେ ହଟିଲା ଦଳୀୟ ହୋଡିଂ ଓ ପୋଷ୍ଟର

ଦଶପଲ୍ଲା/ ଗଣିଆ ,୧୫/୧: - ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବାପରେ ଲାଗୁ ହୋଇଛି ଆଚରଣସଂହିତା । ଆଉ ଆଚରଣ ସଂହିତା ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲାଗିଥିବା ଦଳୀୟ ପୋଷ୍ଟର ଓ ହୋଡିଂକୁ ହଟାଇ ଦିଆଯାଇଛି । ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ଏବଂ ପ୍ରସାର ପାଇଁ
Read More...

୧୦୭ ପୌର ପରିଷଦ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ଚିଠା ତାଲିକା

ଭୁବନେଶ୍ୱର : ପଂଚାୟତ ନିର୍ବାଜନ ପରେ ପୌର ନିର୍ବାଚନ ହେବା ନେଇ ପ୍ରକ୍ରିୟା ଆରମ୍ଭ । ପ୍ରକାଶ ପାଇଲା ପୌର ପରିଷଦ ଅଧ୍ୟକ୍ଷ ପଦଲାଗି ସଂରକ୍ଷଣ ତାଲିକା । ୧୦୭ ପୌର ପରିଷଦ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଏହି
Read More...

ବଡ଼ ନିଷ୍ପତ୍ତି : ରେଲୱେ ଗାର୍ଡଏବେ “ଟ୍ରେନ ମ୍ୟାନେଜର’

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଆଜି ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛି । ଏହି ନିଷ୍ପତ୍ତି ଅନୁଯାୟୀ,ରେଳବାଇ ଗାଡର଼୍ଙ୍କୁ ଏବେ ଆଉ ଗାର୍ଡ କୁହାଯିବନି । ସେମାନେ ଏଣିକି ଟ୍ରେନ ମ୍ୟାନେଜରଭାବେ ପରିଚିତ ହେବେ । ସେମାନଙ୍କ ପଦବୀ ନାଁରେ ଏଭଳି ପରିବର୍ତ୍ତନ ଆଣିଛି ରେଳବାଇ । ରେଳବାଇ କହିଛି ଯେ
Read More...

ମଲ୍‌ମାନଙ୍କୁ ନେଇ ଏଭଳି ରାୟ ଶୁଣାଇଲେ ହାଇକୋର୍ଟ

କୋଚି : ସହରଗୁଡ଼ିକରେ ଥିବା ଶପିଂ ମଲ୍‌ମାନେ ପାର୍କିଂ ପାଇଁ ସ୍ୱତନ୍ତ୍ର ସ୍ଥାନ ରଖିବାକୁ ବାଧ୍ୟ । ନିଜ ମଲ୍‌ ପରିସରରେ ସେମାନେ ଏହି ବ୍ୟବସ୍ଥା କରିବେ । ବିଲଡିଂ ରୁଲ୍ସରେ ଏହି ନିୟମ ରହିଛି । କନ୍ତୁ ବହୁ ମଲ୍‌ ମାଲିକ ଏହାକୁ ମାନୁ ନାହାନ୍ତି । ସେହିପରି,ଯେଉଁମାନେ ପାର୍କିଂ ବ୍ୟବସ୍ଥା
Read More...