Yearly Archives

2022

ବୁମରାହଙ୍କ ୫ ୱିକେଟ, ଦ.ଆଫ୍ରିକା ୨୦୯ରେ ଅଲଆଉଟ୍‌

କେପଟାଉନ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୧୩ରନର ଅଗ୍ରଣୀ ହାସଲ କରିଛି । ଭାରତ ପରି ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରଥମ ଇନିଂସରେ ବଡ ସ୍କୋର କରିବାରେ ବିଫଳ ହୋଇଛି । ଭାରତୀୟ ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଦଳ
Read More...

କୋଭିଡ ପର୍ଯ୍ୟବେକ୍ଷକଙ୍କ ବୌଦ୍ଧ ଗସ୍ତ

ବୌଦ୍ଧ,୧୨ା୧: ତଫସିଲଭୁକ୍ତ ଜାତି ଓ ଜନଜାତି ବିଭାଗର ସ୍ୱତନ୍ତ୍ର ସଚିବ ବିଶ୍ୱ ରଞ୍ଜନ ସାସମଲ କୋଭିଡ ପର୍ଯ୍ୟବେକ୍ଷକ ଭାବରେ ବୌଦ୍ଧଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କୋଭିଡ ଓ ଓମିକ୍ରନର ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି । ସେ ଭୁବନେଶ୍ୱରରୁ ବୌଦ୍ଧ ଆସିବା ରାସ୍ତାରେ ହରଭଙ୍ଗା ବ୍ଲକ
Read More...

ପୁରୀ ପୋଲିସକୁ ପୁଣି ବଡ଼ ସଫଳତା,୧୨୦ଗ୍ରାମ ବ୍ରାଉନସୁଗାର ଜବତ

ପୁରୀ : ପୁରୀ ପୋଲିସକୁ ପୁଣିଥରେ ବଡ଼ ସଫଳତା । ଏସଟିଏଫ ଓ ବାସେଳୀ ସାହି ଥାନା ପୋଲିସ ଦ୍ୱାରା ୧୨୦ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଲୋକନାଥ ରୋଡ଼ ଜଙ୍ଗଲ ନିକଟରୁ ୫ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି । ଏଥିସହ ୪୦୦୦ ଟଙ୍କା, ୪ଟି ମୋବାଇଲ,ଦୁଇଟି ବାଇକ ଜବତ କରାଯାଇଛି ।
Read More...

କରୋନର ତୃତୀୟ ଲହର ମୁକାବିଲା କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତତ୍ପର

ସୁବର୍ଣ୍ଣପୁର: କରୋନର ତୃତୀୟ ଲହରକୁ ପ୍ରତିହତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସମୁଚିତ ପଦକ୍ଷେପ ଗ୍ରହଣ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ୩୫୩ ଟି ଆକ୍ଟିଭ କେସ ଚିହ୍ନଟ ହେଇଥିବା ବେଳେ ୩୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତକାଲି ୧୮୫୦ଟି ସାମ୍ପଲ ଟେଷ୍ଟ କରାଯାଇଥିବା
Read More...

ସଂରକ୍ଷଣରୁ ବାଦ୍‌ ପ୍ରତିବାଦରେ ସୁନାମୁଦି ପଞ୍ଚାୟତରେ ତାଲା

ପାଟଣାଗଡ଼ : ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସରଂକ୍ଷଣରୁ ବାଦ ଦେଇଥିବା ପ୍ରତିବାଦରେ ଆଜି ପାଟଣାଗଡ଼ ବ୍ଲକର ସୁନାମୁଦି ପଞ୍ଚାୟତରେ ତାଲା ପକାଇଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ସରକାର ଆଦିବାସୀଙ୍କ ରାଜନୈତିକ ସରଂକ୍ଷଣ ପଦବୀ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କୁ
Read More...

ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଆସିଲା ଗାଇଡଲାଇନ

ଭୁବନେଶ୍ୱର: ନିର୍ବାଚନ ପ୍ରଚାର ପାଇଁ ଏସଆରସି ଜାରି କଲେ ଗାଇଡଲାଇନ । ଜାନୁଆରୀ ୫ରେ ଜାରି ହୋଇଥିବା ଗାଇଡଲାଇନର ପରିବର୍ତ୍ତନ କରିଛନ୍ତି । ବଡଧରଣର ସମାବେଶ ଉପରେ ଲଗାଇଛନ୍ତି କଟକଣା । ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରିବା ଉପରେ ପ୍ରାଧାନ୍ୟ । ସର୍ବାଧିକ ୫ ଜଣଙ୍କୁ ନେଇ ହୋଇ
Read More...

ରାଜ୍ୟର ବିଭିନ୍ନ ମହାନଗର ନିଗମ ପାଇଁ ପ୍ରକାଶ ପାଇଲା ମେୟର ସଂରକ୍ଷଣ ଲିଷ୍ଟ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମହାନଗର ନିଗମ ପାଇଁ ପ୍ରକାଶ ପାଇଛି ମେୟର ସଂରକ୍ଷଣ ଲିଷ୍ଟ । ଏନେଇ ନଗର ଉନ୍ନୟନ ବିଭାଗ ବଜ୍ଞପ୍ତି ପ୍ରକାଶ କରିଛି । ରାଜଧାନୀ ଭୁବନେଶ୍ୱରର ମହାନଗର ନିଗମ ବା ବିଏମ୍‌ସି ପାଇଁ ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷଣ ରଖାଯାଇଛି । ସେହିପରି କଟକ ମହାନଗର ନିଗର
Read More...

ଏହି କୁଅଭ୍ୟାସ ପାଇଁ ଗାଳି ଶୁଣିଥିଲେ ରଙ୍ଗୀନ ପରଦାର ଭଗବାନ ଅରୁଣ

ମୁମ୍ବାଇ : ପୌରାଣିକ ସିରିଏଲ କିମ୍ବା ଫିଲ୍ମରେ ରାମଚନ୍ଦ୍ର,ଶ୍ରୀକୃଷ୍ଣ,ଲକ୍ଷ୍ମଣ,ଭରତ,ପିତାମହ ଭୀଷ୍ମ,କର୍ଣ୍ଣ ଭଳି ଚରିତ୍ରରେ ଅଭିନୟ କରୁଥିବା କଳାକାରମାନଙ୍କୁ ବହୁ ସଂଯମ ଓ ସାବଧାନତା ଅବଳମ୍ବନ କରିବାକୁ ପଡ଼ିଥାଏ । ସୁଟିଂ ସ୍ଥଳରେ କିମ୍ବା ଯେକୌଣସି ସର୍ବସାଧାରଣ ସ୍ଥଳରେ ଅର୍ଥାତ ବାସ୍ତବ
Read More...

୨ କୋଟି ଟପିଲା କିଶୋର ଟିକାକରଣ

ନୂଆଦିଲ୍ଲୀ : ଦେଶରେ କିଶୋର(୧୫ରୁ ୧୮ ବର୍ଷ) ଟିକାକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆଜି ସୁଦ୍ଧା ୨କୋଟିରୁ ଅଧିକ କିଶୋରଙ୍କୁ ଟିକା ଦିଆଯାଇସାରିଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସକ୍ରିୟ ମାମଲା ୯.୫ ଲକ୍ଷ ଅତିକ୍ରମ
Read More...

ମିହିର ଦାସଙ୍କ ବିୟୋଗରେ ପାରଳାଖେମୁଣ୍ଡିରେ ଶୋକସଭା

ପାରଳାଖେମୁଣ୍ଡି : ଓଡ଼ିଆ ଚଳଚ୍ଚିତ୍ର ବରିଷ୍ଠ ଅଭିନେତା ମିହିର ଦାସଙ୍କ ବିୟୋଗରେ ପାରଳାଖେମୁଣ୍ଡିରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ରାଜାଙ୍କ ମହଲ ଠାରେ ତାଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଆୟୋଜିତ ହୋଇଥିଲା । ତାଙ୍କ ଆତ୍ମାର ସତଗତି
Read More...