Yearly Archives

2022

ନର୍ଦ୍ଦମା ପାଲଟିଛି ହବାକ ହାଇସ୍କୁଲ ଖେଳ ପଡିଆ, କର୍ତ୍ତୃପକ୍ଷଙ୍କ ନିଘାନାହିଁ

ଜି ଉଦୟଗିରି : ବ୍ରିଟିଶ ଅମଳର ହବାକ ହାଇସ୍କୁଲ ଖେଳ ପଡିଆ ସାରା ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିଲା, ତାହା ଏବେ ଲିଭିବାକୁ ବସିଲାଣି । ବ୍ରିଟିଶ ଅମଳରେ ପ୍ରଥମ ରାଜ୍ୟପାଳ ସାର ଜହନ ହଷ୍ଠୀନ ହବାକଙ୍କ ନାମରେ ନାମିତ ହୋଇଥିବା ସ୍ଥାନୀୟ ଅଞ୍ଚଳର ଏକ ସୁନାମଧନ୍ୟ ହାଇସ୍କୁଲ । ପାଠପଢା ଯେମିତି
Read More...

ବୌଦ୍ଧ ବିଜେପିର ମୌନ ଧାରଣା

ବୌଦ୍ଧ,୯/୧- ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ହୋଇଥିବା ଜାଣିଶୁଣି ଅଘଟଣ ଓ ମୋଦିଜୀଙ୍କୁ ଜୀବନରେ ମାରିଦେବାର କୁଚକ୍ରାନ୍ତକୁ ବିରୋଧକରି ବିଜେପି ବୌଦ୍ଧଜିଲ୍ଲା ତରଫରୁ ବିଭିନ୍ନ ସ୍ଥାନରେ ମୌନ ଧାରଣା ଏକ ଘଣ୍ଟା ପାଇଁ ଦିଆଯାଇଛି । ଆଜିର ଏହି
Read More...

ଡୁମାଳ ବିକାଶ ପରିଷଦ ତରଫରୁ କିଶୋର ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା

ବୌଦ୍ଧ,୯/୧- ବୌଦ୍ଧସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଜିଲ୍ଲା ଯୁବ ଡୁମାଳ ବିକାଶ ପରିଷଦ ଆନୁକୂଲ୍ୟରେ କିଶୋର ମହାନ୍ତିଙ୍କ ଏକାଦଶାହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପରିଷଦର ସଭାପତି ଶମ୍ଭୁ ଗିରି ସଭାପତିତ୍ୱ କରିଥିଲେ । ସମ୍ପାଦକ କୃତ୍ତିବାସ ପଲିଆ,
Read More...

ଜାଣନ୍ତୁ, କେଉଁ ଅଭିନେତ୍ରୀଙ୍କ ସଂପତ୍ତି କେତେ

ନୂଆଦିଲ୍ଲୀ : ଆଜିକାଲି ବଲିଉଡ ଅଭିନେତ୍ରୀମାନେ ରୋଜଗାର କ୍ଷେତ୍ରରେ ଇଣ୍ଡୀର ଅନେକ ଏ-ଲିଷ୍ଟର ଅଭିନେତାଙ୍କ ସହ ପ୍ରତିଯୋଗିତା ଆରମ୍ଭ କରିଛନ୍ତି । ପୂର୍ବରୁ ଅଭିନେତା ଏବଂ ଅଭିନେତ୍ରୀଙ୍କ ଫି ମଧ୍ୟରେ ଏକ ବଡ଼ ବ୍ୟବଧାନ ରହୁଥିଲା । ତେବେ ବର୍ତ୍ତମାନ ଏହି ବ୍ୟବଧାନ ହ୍ରାସ ପାଇବାରେ ଲାଗିଛି ।
Read More...

ପାତାଳୀ ଶ୍ରୀକ୍ଷେତ୍ରରେ ସମର୍ପଣ ହେଲା ଭାଗ୍ୟଜ୍ୟୋତି ପରମେଶ୍ୱରୀ ପଞ୍ଜିକା

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ କୋଭିଡ କଟକଣା ସହିତ ସମର୍ପଣ ହୋଇଛି ୨୦୨୨-୨୩ର ଭାଗ୍ୟଜ୍ୟୋତି ପରମେଶ୍ୱରୀ ପଞ୍ଜିକା । ଏହି ପଞ୍ଜିକାରେ ସାରା ଓଡ଼ିଶାର ପର୍ବ ପର୍ବାଣୀର ତିଥି ଓ ନୂତନ ସର୍ବୋତ୍ତମ ତଥ୍ୟ
Read More...

କୁହୁକ ହେଲମେଟ : ଚୁଟକିରେ ଜଣାଇଦେବ ଆପଣଙ୍କ ମସ୍ତିଷ୍କର ସ୍ଥିତି

ନୂଆଦିଲ୍ଲୀ : ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ମଣିଷ ସଦାସର୍ବଦା ଚେଷ୍ଟାରତ । ବର୍ତ୍ତମାନର ଟେକ୍ନୋଲୋଜିର ଯୁଗରେ ବୈଜ୍ଞାନିକମାନେ ଏମିତି ସବୁ ଡିଭାଇସ ବା ଯାନ୍ତ୍ରିକ ଉପକରଣ ତିଆରି କରୁଛନ୍ତି,ଯାହାକୁ ଦେଖି ଆମେ ବିସ୍ମିତ ହେବା ହିଁ ହେବା । ସେଗୁଡ଼ିକ ଏଭଳିଭାବେ ତିଆରି ହେଉଛି,ଯାହା ସାହାଯ୍ୟରେ
Read More...

ବାରିଝୋଲାରେ ପାନୀୟ ଜଳ ସଙ୍କଟ ଦୂର, ଓଭରହେଡ୍‌ ପାଣି ଟ୍ୟାଙ୍କର ଉଦଘାଟନ କଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ

ରାୟଗଡା : ରାତି ପାହିଲେ ପାନୀୟ ଜଳ ଚିନ୍ତା ଘାରୁଥିଲା । ଏକମାତ୍ର ଭରସା ଥିଲା ଶିରିଗୁଡା ନିକଟସ୍ଥ ନଦୀ ତଥା ଗାଁ ପାଖ ପାହାଡିଆ ନାଳ । ଯେଉଁଠିକୁ ଭୋର ସକାଳୁ ୨କିଲୋମିଟରୁ ଉଦ୍ଧ୍ୱର୍ ରାସ୍ତା ଗରା ଧରି ଚାଲି ଯାଉଥିଲେ ଗାଁର ମହିଳାମାନେ । ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥ ଜିଲ୍ଳା
Read More...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିଲା ପ୍ରଥମ ସରସ୍ବତୀ ଜୀବନ ଜ୍ଞାନ ଗୌରବ ସମ୍ମାନ

ଭୁବନେଶ୍ଵର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମହାରାଷ୍ଟ୍ରର ପୁନେସ୍ଥିତ MIT ବିଶ୍ଵବିଦ୍ୟାଳୟ ତରଫରୁ ସମ୍ମାନଜନକ ଡିଲିଟ ଉପାଧି ଓ ଶ୍ରୀ ସରସ୍ଵତୀ ଦେବୀ ଜ୍ଞାନ ଜୀବନ ଗୌରବ ସମ୍ମାନ ମିଳିଛି I ଆଜି ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଭୁବନେଶ୍ୱରର ଲୋକପ୍ରିୟ ସାଂସଦ ତଥା ଭାରତୀୟ ଜନତା
Read More...

ମହଙ୍ଗା ହେବ ରେଳ ଯାତ୍ରା, ୫୦ ଟଙ୍କା ଯାଏ ଅଧିକ ବ୍ୟୟ କରିବେ ଯାତ୍ରୀ

ନୂଆଦିଲ୍ଲୀ ୦୯।୦୧: ଏଣିକି ଟ୍ରେନରେ ଟିକେଟ୍ ବୁକ୍ କରିବାକୁ ହେଲେ ଆପଣଙ୍କୁ ୫୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଅର୍ଥ ଦେବାକୁ ପଡିବ। କାରଣ ଦେଶରେ ନୂତନ ଭାବେ ବିକଶିତ ରେଳ ଷ୍ଟେସନରେ ରେଳ ମନ୍ତ୍ରାଳୟ ଷ୍ଟେସନଗୁଡିକରୁ ଡେଭଲପମେଣ୍ଟ ଫି (ଏସ୍‌ଡିଏଫ୍‌) ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ରେଳବାଇର
Read More...

ପ୍ରକୃତି ଉପଭୋଗରୁ ଅନ୍ତିମ ଯାତ୍ରା :କାର ଭିତରେ ଶ୍ୱାସରୁଦ୍ଧ ହୋଇ ଚାଳିଗଲେ ୬ ଜଣ

ଇସଲାମାବାଦ : ମୃତ୍ୟୁ କାହା ପାଖକୁ କେମିିତି ଆସେ । କାହାର ଅନ୍ତିମ ଯାତ୍ରା କେମିତି ହେବ ତାହା କହିବା ମୁସ୍କିଲ । କିଏ କିଛି ନଥାଇ ବସିଥିବା କିମ୍ବା ପୂଜା କରୁଥିବା ବେଳେ ମୃତ୍ୟୁବରଣ କରିଥାନ୍ତି ତ ଆଉ କିଏ ବୁଲୁଥିବାବେଳେ ମୃତ୍ୟୁ ଜାଲରେ ଫସିଯାଇଥାନ୍ତି । ଏମିତି ଏକ ଘଟଣା ଘଟିଛି
Read More...