Yearly Archives

2022

ଭୟଙ୍କର ତୁଷାରପାତରେ ହସ୍ପିଟାଲ ଯାଇ ଶିଶୁପୁତ୍ରକୁ ଜନ୍ମଦେଲେ ମହିଳା

ଶୋପିଆନ : କାଶ୍ମୀରର ଶୋପିଆନ ଅନ୍ତର୍ଗତ ରାମନଗରୀ ଅଞ୍ଚଳ । ଏବେ ଭୟଙ୍କର ତୁଷାରପାତ । ଘର,ରାସ୍ତା,ଗଛପତ୍ର ବରଫରେ ଢାଙ୍କିହୋଇ ରହିଛି । ବାହାରକୁ ବାହାରିବା ମୁସ୍କିଲ । କିନ୍ତୁ ଏଭଳି ଅବସ୍ଥାରେ ଜଣେ ଗର୍ଭବତୀ ମହିଳା ଜଙ୍ଗଲ ଅଞ୍ଚଳ ମଧ୍ୟଦେଇ ହସପିଟାଲକୁ ଯାଇ ଏକ ଶିଶୁପୁତ୍ରକୁ ଦେଇଛନ୍ତି ।
Read More...

୧୨ରୁ ନିଟ୍‌ ପିଜି କାଉନସେଲିଂ

ନୂଆଦିଲ୍ଲୀ:ଚଳିତ ମାସରେ ଆରମ୍ଭ ହେବ ନିଟ୍‌ ପିଜି କାଉନସେଲିଂ । ଆସନ୍ତା ୧୨ ତାରିଖରୁ ନିଟ୍‌ ପିଜି କାଉନସେଲିଂ ଆରମ୍ଭ ହେବ ବୋଲି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ । ୭ ତାରିଖରେ ଓବିସି ଏବଂ ଇଡବ୍ଲ୍ୟୁଏସ କୋଟା ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ
Read More...

୬ କୋଟି ୩୪ ଲକ୍ଷର ପ୍ରକଳ୍ପ ଉଦଘାଟନ କଲେ ମନ୍ତ୍ରୀ ଟୁକୁନି ସାହୁ

କଣ୍ଟାବାଞ୍ଜି : କ୍ରୀଡାବିତଙ୍କ ବହୁମୁଖୀ ବିକାଶ ଓ ମହାବାତ୍ୟା ନିରୋଧୀ ଇଣ୍ଡୋର ଷ୍ଟାଡ଼ିଉମ ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ବାଳିକା ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାଧରଣ ସମ୍ପାଦକ ଫିରୋଜ ଖାନଙ୍କ ନେତୃତ୍ୱ ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ
Read More...

ଗଣିଆ ପଞ୍ଚାୟତର ନୂତନ ଗୃହକୁ ଉଦଘାଟନ କଲେ ବିଧାୟକ

ନୟାଗଡ଼ : ନୟାଗଡ଼ ଜିଲା ଗଣିଆ ବ୍ଲକ୍‌ ଅନ୍ତର୍ଗତ ଗଣିଆ ଗ୍ରାମପଞ୍ଚାୟତର ନବନିର୍ମିତ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ଏଥିରେ ସମ୍ମାନିତ ଅତିଥି ଭାବେ
Read More...

ହାରୁ ହାରୁ ବର୍ତ୍ତିଗଲା ଇଂଲଣ୍ଡ, ଚତୁର୍ଥ ଆଶେସ୍‌ ଟେଷ୍ଟ ଡ୍ର

ସିଡନୀ : ଜ୍ୟାକ୍‌ କ୍ରାଉଲି (୭୭) ଏବଂ ବେନ୍‌ ଷ୍ଟୋକ୍ସ (୬୦)ଙ୍କ ଦାୟିତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ଏବଂ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନ୍‌ଙ୍କ ସାହସିକ ପ୍ରଦର୍ଶନ ବଳରେ ଆଶେସର ଚତୁର୍ଥ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳ ହାରୁ ହାରୁ ବର୍ତ୍ତି ଯାଇଛି । ଇଂଲଣ୍ଡ ଦଳ ପଞ୍ଚମ ଦିନ ଖେଳ ଶେଷ ବେଳକୁ ୯ ଉଇକେଟ
Read More...

ପାକିସ୍ତାନ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ହେବେ ଆୟେଶା ମଲିକ, ଜାଣନ୍ତୁ ତାଙ୍କ ବିଷୟରେ କିଛି..

କରାଚୀ : ପାକିସ୍ତାନର ନ୍ୟାୟିକ ଇତିହାସରେ ଏହା ପ୍ରଥମ ଥର ହେବ ଯେ ଜଣେ ମହିଳା ପାକିସ୍ତାନର ସୁପ୍ରିମକୋର୍ଟରେ ବିଚାରପତି ହେବେ । ପାକିସ୍ତାନର ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଭାବେ ଆୟେଶା ମଲିକଙ୍କ ନିଯୁକ୍ତି ପାଇଁ ରାସ୍ତା ସଫା ହୋଇଯାଇଛି । ଲାହୋର ହାଇକୋର୍ଟର ଜଷ୍ଟିସ ଆୟେଶା
Read More...

ରାମ ଲିଙ୍ଗେଶ୍ୱର ସମବାୟ ସମିତିରେ କିଣା ହୋଇପାରୁନି ଧାନ, ଚାଷୀ ନିରାଶ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡି ଠାରେ ଥିବା ରାମଲିଙ୍ଗେଶ୍ୱର ସମବାୟ ସମିତି ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ ବୃନ୍ଦାବତୀ ମିଶନ ଶକ୍ତିକୁ ପ୍ରଦାନ କରାଯାଇଛି । ଗତକାଲି ଚାଷୀଙ୍କ ଠାରୁ ଧାନ କ୍ରୟ ସକାଶେ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରସ୍ତୁତ
Read More...

ଗଜପତି ଜିଲ୍ଲାରେ କିଶୋରକିଶୋରୀଙ୍କୁ ଟିକା ପ୍ରଦାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୫ ବର୍ଷରୁ ୧୮ ବର୍ଷ ବୟସର ଛାତ୍ର ଛାତ୍ରୀ ଏବଂ ଯୁବକଯୁବତୀଙ୍କୁ କୋଭିଡ ଟିକା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀ ମାନେ ପ୍ରଦାନ କରାଯାଇଛି । ସେହିପରି ପାରଳାଖେମୁଣ୍ଡିର ଶିଶୁ ମନ୍ଦିର, ସହରର ରାଟୋରି କ୍ଳବ, ମୋହନା
Read More...

ମାଓବାଦୀଙ୍କ ବର୍ବରତା, ପୁଲିସ ଇନଫର୍ମର ସନ୍ଦେହରେ ୨ଜଣଙ୍କୁ ହତ୍ୟା

ମାଲକାନଗିରି : ବିଜାପୁରରେ ମାଓବାଦୀଙ୍କ ବର୍ବରତା କାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ଦୁଇଜଣଙ୍କୁ ହତ୍ୟା କରିଥିବା ଜଣାପଡିଛି । ଏହି ଦୁଇ ଗ୍ରାମବାସୀଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯାଇଥିବା ସୂଚନା ମିଳିଛି । ଏମିତି ଏକ ଘଟଣା ଘଟିଛି ଜାଙ୍ଗଲା ଥାନା ବେଲଚାର ଗ୍ରାମରେ ।
Read More...

ବୁର୍ଲା ପାୱାର ଚାନେଲରେ ଭାସିଗଲେ ନାବାଳକ

ସମ୍ବଲପୁର : ମା’ ସହିତ ଗାଧୋଉଥିବା ବେଳେ ଭାସିଗଲେ ୮ ବର୍ଷର ବାଳକ। ଏଭଳି ଏକ ଘଟଣା ଘଟିଛି ବୁର୍ଲା ସ୍ଥିତ ପାୱାର ଚାନେଲରେ। ଭାସି ଯାଇଥିବା ବାଳକର ନାଁ ରୋନକ ପଞ୍ଚବିହାର। ତା’ ଘର ବୁର୍ଲା ସ୍ଥିତ ୱାନ୍-ଆର୍ କଲୋନୀରେ। ଆଜି ସକାଳେ ସେ ପାୱାର ଚାନେଲର ଶିବ ମନ୍ଦିର ଘାଟ ନିକଟରେ ଗାଧୋଉଥିବା
Read More...