Yearly Archives

2022

କରୋନା ଟିକାନେଲେ ୪୪୦ କିଶୋର କିଶୋରୀ

ଜହ୍ନାପଙ୍କ,୮/୧: ବୌଦ୍ଧ ବ୍ଳକ ଜହ୍ନାପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ୧୫ ରୁ ୧୮ ବର୍ଷ ବର୍ଗର କିଶୋର କିଶୋରୀଙ୍କୁ କରୋନା ଟିକା ଦିଆଯାଇଛି । ୫୦୦ ଡୋଜ ଟିକା ଆସିଥିବା ବେଳେ ଏଥିରୁ ୧୮୦ ଜଣ କିଶୋର ଓ ୨୬୦ ଜଣ କିଶୋରୀ ସମୁଦାୟ ୪୪୦ ଜଣ ଟିକା ନେଇଥିଲେ । ୬୦ ଡୋଜ ବଳିଥିଲା । ଏହି
Read More...

ବୌଦ୍ଧ ତହସିଲ ସେବା ପକ୍ଷରୁ ଗରିବ ଶିଶୁଙ୍କୁ ଶୀତବସ୍ତ୍ର ପ୍ରଦାନ

ଜହ୍ନାପଙ୍କ :ବୌଦ୍ଧ ତହସିଲ ପକ୍ଷରୁ ଗଠନ କରାଯାଇଥିବା ସେବା ପକ୍ଷରୁ ଆଜି ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଂଚାୟତର କୋଡା ସାହିରେ ଗରିବ ୨୬ ଶିଶୁଙ୍କୁ ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆଙ୍କ ନେତୃତ୍ୱରେ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି । ଏହାପରେ ତେଲିବନ୍ଧ ପଂଚାୟତ ଗୌତମପାଲିରେ ୨୬ ଶିଶୁଙ୍କୁ
Read More...

ଦିବଙ୍ଗତ ଅତିରିକ୍ତ ଜିଲ୍ଲାପାଳଙ୍କ ପରିବାରକୁ ସମବେଦନା ରାଶି ପ୍ରଦାନ

ଗଞ୍ଜାମ : ଗତ କୋଭିଡ ସମୟରେ ପ୍ରାଣ ହରାଇଥିବା ଗଜପତିର ଅତିରିକ୍ତ ଜିଲ୍ଲାପାଳ ସ୍ୱର୍ଗତ କରୁଣାକର ରାଇକାଙ୍କ ପରିବାର ବର୍ଗକୁ ଓଡ଼ିଶା ପ୍ରାଶାସନିକ ସେବା ସଙ୍ଘ ପକ୍ଷରୁ ପଚାଶ ହଜାର ଟଙ୍କାର ସମବେଦନା ସହାୟତା ରାଶି ପ୍ରଦାନ କରାଯାଇଛି । ଏଥିପାଇଁ ସଙ୍ଘର ସଭାପତି ସରୋଜ କୁମାର ସାମଲ, ସମ୍ପାଦକ
Read More...

ଦଶପଲ୍ଲାରେ ଉପସ୍ଥିତି ଜାହିର୍‌ କଲା ଓମିକ୍ରନ

ଦଶପଲ୍ଲା : ଗତକାଲି ଦଶପଲ୍ଲାରେ ପ୍ରଥମ କରି ୭ ଜଣ ଓମିକ୍ରନ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଦଶପଲ୍ଲା ବ୍ଲକ ଅଞ୍ଚଳରେ ୨ ଜଣ ରୋଗୀ ଚିହ୍ନଟ ହୋଇଥୁବା ବେଳେ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୫ ଜଣ ରୋଗୀ ଚିହ୍ନଟ ହୋଇଥିବା ଜଣଯାଇଛି । ସମସ୍ତେ ମାସ୍କ ବ୍ୟବହାର କରିବା ସହିତ ସଚେତନ
Read More...

ତୃତୀୟ ଲହର ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି

ଫୁଲବାଣୀ : ରାଜ୍ୟ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସାଧାରଣ ଜନତାଙ୍କ ସ୍ୱାର୍ଥରେ ଏବଂ କୋଭିଡ-୧୯ କୁ ନିୟନ୍ତ୍ରଣ କରିବା ପାଇଁ ସର୍ତ୍ତାବଳୀ/ନିର୍ଦ୍ଦେଶାବଳୀ ଜାରି କରିଛି । କୋଭିତ-୧୯ ପଜିଟିଭ୍‌ କେସର ପୁନରୁଥାନ ଏବଂ ଦେଶ/ରାଜ୍ୟ ତଥା ଜିଲ୍ଲା ଗୁଡ଼ିକର ବିଭିନ୍ନ ଭାଗରେ ଓମିକ୍ରନ୍‌ କେସ୍‌
Read More...

ଶଙ୍କରାଖୋଲ ସମବାୟ ସମିତିରେ ଧାନମଣ୍ଡି ଖୋଲିଲା

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଶଙ୍କରାଖୋଲ ସମବାୟ ସମିତିରେ ଧାନମଣ୍ଡି ଖୋଲିଲା । ଖରିଫ ଧାନ ସଂଗ୍ରହ କରିବା ପାଇଁ ଶଙ୍କରାଖୋଲ ଗ୍ରାମକୁ ସରକାରଙ୍କ ଟାର୍ଗେଟ ୪୫୦୦ କ୍ୱିଣ୍ଟାଲ ଦିଆଯାଇଥିବା ବେଳେ ଆଶାନୁରୂପେ ପୂରଣ ହେଲାପରି ଦେଖାଯାଉନାହିଁ । କାରଣ ୨୦୨୧ ବର୍ଷର ବର୍ଷାର ଅଭାବ ସହ ଚାଷୀ
Read More...

ତେଲ ନଦୀ ପୋଲ ଉପରେ ଝୁଲି ରହିଲା ଟ୍ରକ, ଅଳ୍ପକେ ବଞ୍ଚିଗଲେ ଡ୍ରାଇଭର ଓ ହେଲପର

ସୁବର୍ଣ୍ଣପୁର: ୫୭ ନଂ ଜାତୀୟ ରାଜପଥ ନମ୍ୱର ସୁବର୍ଣ୍ଣପୁର ସଦର ଓ ମନ ମୁଣ୍ଡା ସହର ମଧ୍ୟରେ ଯାଇଥିବା ତେଲ ନଦୀ ପୋଲ ଉପରେ ଭାରସାମ୍ୟ ହରାଇ ପୋଲ ବାଡ଼ାକୁ ଧକ୍କା ଦେଇ ଏକ ଟମାଟୋ ବୋଝେଇ ଟ୍ରକ୍‌ ଗତ ରାତିରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ବାଡ଼ାକୁ ଧକ୍କା ଦେଇ ଟ୍ରକ୍‌ଟି ବ୍ରିଜ ତଳକୁ ଝୁଲି
Read More...

୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ

ଭୁବନେଶ୍ୱର: ମିଶନ ଶକ୍ତି ଆନ୍ଦୋଳନ ଆଜି ଓଡିଶାର ୭୦ ଲକ୍ଷ ମା ମାନଙ୍କ ଜୀବନରେ ଏକ ବଡ ଧରଣର ପରିବର୍ତ୍ତନ ଆଣିଛି । ଚଳିତ ବର୍ଷ ମିଶନ ଶକ୍ତି ମା ମାନଙ୍କୁ ରେକର୍ଡ ୬୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି। ତା ସହିତ ସୁଧ ରିହାତି ବାବଦରେ ମଧ୍ୟ ୨୦୦ କୋଟି ଟଙ୍କା ମା ମାନଙ୍କ
Read More...

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଘୋଷଣା, ଆର୍ଥିକ ପ୍ରୋତ୍ସାହନ ରାଶି ବୃଦ୍ଧି କଲେ ସରକାର

ଭୁବନେଶ୍ୱର:ଗ୍ରାମାଞ୍ଚଳରେ ପିଲାମାନଙ୍କ ସ୍ବାସ୍ଥ୍ୟ, ପୁଷ୍ଟିସାଧନ ଓ ଶିକ୍ଷା ତଥା ମହିଳା ମାନଙ୍କ ସଚେତନତା କ୍ଷେତ୍ରରେ ଅଙ୍ଗନବାଡ଼ି କର୍ମୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଅଙ୍ଗନବାଡ଼ି ସେବା ଯୋଜନାରେ ରାଜ୍ୟରେ ନିଯୁକ୍ତ ଅଙ୍ଗନବାଡୀ କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ
Read More...

ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ୫ ଘଣ୍ଟା ପରେ ହଟିଲା ରାସ୍ତାରୋକ

ବାଲିଗୁଡ଼ା,୮/୧: କନ୍ଧମାଳ ଦାରିଙ୍ଗବାଡି ଥାନା ୫୯ନଂ ଜାତୀୟ ରାଜପଥ ସିମନବାଡ଼ିରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ । ସୂଚନା ପ୍ରକାରେ ଗତକାଲି ରାତିରେ ଦାରିଙ୍ଗବାଡି ଥାନା ସାରିଙ୍ଗିର୍ପି ଗ୍ରାମ ନିକଟରେ
Read More...