Yearly Archives

2022

କୋଠଘର ପାଇଁ ଶୁଭଦେଲେ ବିଧାୟକ

ଦଶପଲ୍ଲା,୭/୧: - ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗା ପ୍ରସାଦ ଗ୍ରାମ ଠାରେ ନୂତନ କୋଠ ନିମନ୍ତେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା । ଦୁର୍ଗାପ୍ରସାଦ ଗ୍ରାମରେ ଏକ କୋଠଘରର
Read More...

ପରିମଳ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ବାଲିଗୁଡ଼ା,୭/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସି ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ପରିମଳ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା ଉପଜିଲ୍ଲାପାଳ ତଥା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼.ଶୁଭଙ୍କର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଏହି
Read More...

କନ୍ଧମାଳ ବାସୀଙ୍କ ସ୍ୱାର୍ଥ ପାଇଁ ପୁଣି ଆରମ୍ଭ ହେବ ଲଢେଇ

ଫୁଲବାଣୀ : ପୁଣି ରାଜ ରାସ୍ତାରେ କନ୍ଧମାଳ ପିପୁଲସ ଫୋରମ । କନ୍ଧମାଳ ବାସୀଙ୍କ ସ୍ୱାର୍ଥ ପାଇଁ ପୁଣି ଆରମ୍ଭ ହେବ ଲଢେଇ । ଏଥର ଲଢେଇ ହେବ ମୋବାଇଲ ଟାୱାର ପାଇଁ । ସ୍ୱାଧିନତାର ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ କନ୍ଧମାଳ ଜିଲ୍ଲାର ଅନେକ ଲୋକଙ୍କ ପାଇଁ ମୋବାଇଲ୍‌ ସେବା ସାତ ସପନ । ଗୋଟେ ପଟେ
Read More...

ପୁରୀଜିଲ୍ଲାର ଓମିକ୍ରନ ଆକ୍ରାନ୍ତ ବୃଦ୍ଧି ଯୋଗୁଁ ପ୍ରଶାସନ ଚିନ୍ତାରେ

ପୁରୀ,୭/୧- ଜିଲ୍ଲାରେ ଓମିକ୍ରନ ଆକ୍ରାନ୍ତଙ୍କ ଚିହ୍ନଟ ପରେ ପ୍ରଶାସନର ଚିନ୍ତା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଜି ପୁରୀ ଜିଲ୍ଲାରୁ ପୁଣି ୩୦ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟସରକାରଙ୍କ ନୂଆ ଏସଓପି ଅନୁଯାୟୀ ନୂଆ କଟକଣା ଜାରିକରାଯାଇଛି । ଶ୍ରୀମନ୍ଦିରରେ
Read More...

ପ୍ଲମ୍ୱର ଆସୋସିଏନ ବୁଗୁଡ଼ାର ଶାଖା କାର୍ଯ୍ୟାଳୟ ଭୂମିପୂଜନ ଉତ୍ସବ

ଗଞ୍ଜାମ,୭/୧: ଗଞ୍ଜାମ ଜିଲ୍ଲାର ଡିଷ୍ଟ୍ରିକ୍ଟ ପ୍ଲମ୍ୱର ୱାର୍କମେନ୍ସ ଏସୋସିଏସନ ବୁଗୁଡ଼ା ଶାଖାର ସ୍ଥାୟୀ କାର୍ଯ୍ୟାଳୟ ନିମନ୍ତେ ଭିତ୍ତିପ୍ରସ୍ତର କୋଭିଡ ଗାଇଡ ଲାଇନ ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି
Read More...

ଲୁଟ୍‌ ହେଉଛି ବନ୍ୟଜନ୍ତୁ ଓ ବନଜାତ ଦ୍ରବ୍ୟ, କୁମ୍ଭକର୍ଣ୍ଣ ନିଦ୍ରାରେ ବନବିଭାଗ

ଦଶପଲ୍ଲା,୭/୧: - ଦଶପଲ୍ଲାର ଘୋର ଅରଣ୍ୟ ମଧ୍ୟରୁ ହରିଡା, ବାହାଡା,ଅଁଳା, ଭୂଇଁ କଖାରୁ, ସୁଗନ୍ଧୀ,ଅର୍ଘା ଶଶା, ଚେମେଡି ଲଇ ,ଝୁଣା, ମହୁ , ଲାଖ, ଚିରେଇତା, କତକ, ନିର୍ଗୁଣ୍ଡି, ପଥର ଝୁଣା, ଅର୍ଜୁନ ଛାଲି,କଫ କସ୍ତୁରୀ, ଚିତ୍ରା କଂକଡା, ବଜ୍ରକାପ୍ତା, ନେପାଳୀ ମୂଷା, ମୟୂର, ବାର୍‌ହାଛୁଆ,
Read More...

ରାଜ୍ୟରେ ୩ ହଜାର ମୁହାଁ ଦୈନିକ ସଂକ୍ରମଣ

ଭୁବନେଶ୍ୱର ୦୭।୦୧ : ଗତ ୨୪ ଘଣ୍ଟା ମଧ୍ୟରେ ୨୭୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୨୪୭୬ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା
Read More...

ବଢିଲା ସଂସଦୀୟ ଓ ବିଧାନସଭା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା

ନୂଆଦିଲ୍ଲୀ : କିଛି ମାସ ପରେ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଆୟୋଗ ସଂସଦୀୟ ଏବଂ ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ବଢାଇ ଦେଇଛନ୍ତି । ୨୦୧୪ ପରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ବୃଦ୍ଧି ନିଷ୍ପତ୍ତି
Read More...

ଦ୍ୱିତୀୟ ଟେଷ୍ଟ:ଭାରତକୁ ୭ ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

ଜୋହାନ୍ସବର୍ଗ: ରୋମାଞ୍ଚ,ସସ୍‌ପେନ୍ସ ଓ ଦ୍ୱନ୍ଦ୍ୱଭରା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ଆଜି ଚତୁର୍ଥ ଦିବସରେ ଶେଷ ହୋଇଛି ଏବଂ ଘରୋଇ ଦଳ ବାଜି ମାରିନେଇଛି । ଭାରତର ଚରମ ବୋଲିଂ ବିଫଳତା ଦକ୍ଷିଣ ଆଫ୍ରିକାକୁ ବିଜୟୀ କରାଇବାରେ ସହାୟକ ହୋଇଛି । ଘରୋଇ ଦଳ ଭାରତକୁ ୭ ୱିକେଟ ପରାସ୍ତକରି
Read More...

ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା କୋଭିଡ୍ ମୁକାବିଲା ପ୍ରସ୍ତୁତି ସମୀକ୍ଷା,ପୂର୍ଣ୍ଣ ନିଷ୍ଠା ଓ ସହୃଦୟତାର ସହ ଚିକିତ୍ସା…

ଭୁବନେଶ୍ୱର:ସମ୍ଭାବ୍ୟ କୋଭିଡ୍ ଲହରର ମୁକାବିଲା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଜିଲ୍ଲା, ପୌରାଞ୍ଚଳ ଏବଂ ହସ୍ପିଟାଲ୍ସ୍ତରୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ବିଭିନ୍ନ ଜିଲ୍ଲାପାଳ, ପୌର କମିଶନର, ସରକାରୀ ଏବଂ
Read More...