Yearly Archives

2022

ସୁମିତଙ୍କ ଓକିଲ କାଢିଲେ କେଁ ; କହିଲେ, ତପସ୍ୱିନୀଙ୍କ ଗୃହ ପ୍ରବେଶ ପାଇଁ ରାୟରେ ନାହିଁ ସ୍ପଷ୍ଟ ନିର୍ଦ୍ଦେଶ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଜଜ୍‌ କୋର୍ଟଙ୍କ ଗତ ୪ ତାରିଖର ରାୟ ପରେ ଅନେକଙ୍କର ବିଶ୍ୱାସ ଜାତ ହୋଇଥିଲା ଯେ ଏଣିକି ଆଉ ସମସ୍ୟା ରହିବ ନାହିଁ ଏବଂ ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତ ସ୍ୱାଭାବିକଭାବେ ଜୀବନ ବିତାଇବେ । କିନ୍ତୁ ଏବେ ସେଭଳି କିଛି ଅନୁଭୂତ ହେଉ ନାହିଁ,ବରଂ ମାମଲା ପୁଣି
Read More...

ମାଛ ଚଳାଇଲା କାର୍‌, ଦେଖନ୍ତୁ ଭିଡିଓ

ଏହି ଶୀର୍ଷକ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇପାରନ୍ତି । କିନ୍ତୁ ନିରାଟ ସତ୍ୟ । ଏଭଳି କାମ ସମ୍ଭବ ହୋଇଛି ଇସ୍ରାଏଲରେ । ଇସ୍ରାଏଲର ବେନ ଗୁରିଏନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏଭଳି ଏକ କାର ତିଆରି କରିଛନ୍ତି,ଯାହାକୁ ମାଛମାନେ ଚଳାଇପାରୁଛନ୍ତି । ଏହି କାର ମାଧ୍ୟମରେ ବୈଜ୍ଞାନିକମାନେ
Read More...

ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ, କୋଭିଡ ଟେଷ୍ଟିଂ ବଢାଅ

ନୂଆଦିଲ୍ଲୀ : କରୋନା ସାଙ୍ଗକୁ ଓମିକ୍ରନ ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଥିବାରୁ ସେନେଇ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରିଛନ୍ତି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କ୍ରମରେ ସରକାର ଆଜି ଓଡ଼ିଶା ସମେତ ୯ଟି ରାଜ୍ୟ ଓ
Read More...

୧୦ରୁ ରାଜ୍ୟରେ ବର୍ଷା ଆଶଙ୍କା

ଭୁବନେଶ୍ୱର : ଆସନ୍ତା ୧୦ ତାରିଖଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ଆଶଙ୍କା କରାଯାଉଛି । ସେହିପରି ପଶ୍ଚିମଓଡିଶାର ସମସ୍ତ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପଶ୍ଚିମା ଝଡ ପ୍ରଭାରେ ୧୦
Read More...

ଜିଲ୍ଲପାଳ ଅଫିସରେ ଭଙ୍ଗାରୁଜା କଲେ ବିଜେପି କର୍ମୀ

ଭଦ୍ରକ : ଓବିସିମାନଙ୍କ ପାଇଁ ସଂରକ୍ଷଣ କରିବା, ଭୋଟର ତାଲିକାରେ ଜାଲିଆତି ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହୋଇଥିବା ସରଂକ୍ଷଣ ତାଲିକାରେ ବ୍ୟାପକ ଭାବେ ବେଆଇନ କାର୍ଯ୍ୟ କରାଯାଇଥିବା ଦାବିରେ ଭଦ୍ରକ ବିଜେପି ପକ୍ଷରୁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି । ଏହି
Read More...

ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଜଳେଶ୍ବର : ବାଇକକୁ ପଛପଟୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ତାଳବଣିଆଠାରେ ଦୁର୍ଘଟଣା ଘଟିଛି । ଉତ୍ତ୍ୟକ୍ତ ଲୋକ ରାସ୍ତା ରୋକ କରିଛନ୍ତି । ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ରାଜ୍ୟ
Read More...

ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟିକୁ ନେଇ ଚିନ୍ତା ବ୍ୟକ୍ତ କଲେ ରାଷ୍ଟ୍ରପତି । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଖବର
Read More...

ଆମ୍‌ ଆଦ୍‌ମି ପାର୍ଟିର ନୂତନ ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ

ପାରଳାଖେମୁଣ୍ଡି : ଆମ୍‌ ଆଦ୍‌ମି ପାର୍ଟି ଗଜପତି ଜିଲ୍ଲା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କରଣ ସାହିରେ ନୂତନ ଜିଲ୍ଲା କାର୍ଯ୍ୟାଳୟ ଉଦ୍‌ଘାଟନ ହୋଇଯାଇଛି । ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଆବାହକ ସୁବାସ
Read More...

ଅନୁଷ୍ଠିତ ହେଲା ମାଟ୍ରିକ ସମେଟିଭ ପରୀକ୍ଷା,୧୪୩ ଛାତ୍ରଛାତ୍ରୀ ଅନୁପସ୍ଥିତ

ଦଶପଲ୍ଲା : ଗତକାଲି ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାଟ୍ରିକ ପରୀକ୍ଷାର୍ଥୀ ମାନଙ୍କୁ ନେଇ ପରୀକ୍ଷା କରାଯାଇଥିଲା । ନୂତନ ପଦ୍ଧତି ଅନୁଯାୟୀ ସମେଟିଭ ଆସେସ୍‌ ମେଣ୍ଟ -୧ ର ଗଣିତ ବିଷୟ ଉପରେ ପରୀକ୍ଷା କରାଯାଇଥିଲା । ଦଶପଲ୍ଲା ଏନ୍‌ଏସି ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରୁ ମୋଟ ୨୦୩୭ ଜଣ
Read More...

ମିଶନ୍‌ ଶକ୍ତି ଗୃହର ଶିଳାନ୍ୟାସ କଲେ ମନ୍ତ୍ରୀ ଅରୁଣ ସାହୁ

ଦଶପଲ୍ଲା : ଓଡ଼ଗାଁ ବ୍ଲକ ପରିସରରେ ବ୍ଲକସ୍ତରୀୟ ମିଶନ ଶକ୍ତି ମହାସଂଘ ଭବନର ଶିଳାନ୍ୟାସ କରିଛନ୍ତି ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ । ବୁଧବାର ଅପରାହ୍ନରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଗହଣରେ ଆସି ଭିତ୍ତିପ୍ରସ୍ତର ସ୍ଥଳକୁ ଆସି ଶୁଭ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ
Read More...