Yearly Archives

2022

ପର୍ଯ୍ୟଟକଙ୍କ ପାଇଁ ଅଭିନବ ପଦକ୍ଷେପ; ସଂଗ୍ରହାଳୟରେ ରହିବ ପୁରୁଣା ସାମଗ୍ରୀ, ଆରମ୍ଭ ହେଲା ଚିହ୍ନଟ ପ୍ରକ୍ରିୟା

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ଓ ସମୃଦ୍ଧି ଏବଂ ପର୍ଯ୍ୟଟକମାନଙ୍କୁ ଅଧିକ ମାତ୍ରାରେ ଆକୃଷ୍ଟ କରିବା ଦିଗରେ ଜିଲ୍ଲା ପ୍ରଶାସନ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି । ଏଣିକି ବିନା ଗାଇଡରେ ଆସୁଥିବା ପର୍ଯ୍ୟଟକମାନେ ସୁବିଧାରେ ସଂଗ୍ରହାଳୟ ବୁଲିବା ସହ ପ୍ରତ୍ୟେକ ସାମଗ୍ରୀ
Read More...

ତ୍ୱଚା,ନଖ ଓ ଓଠ ରଙ୍ଗରେ ପରିବର୍ତ୍ତନ ଓମିକ୍ରନର ଲକ୍ଷଣ

ନୂଆଦିଲ୍ଲୀ : ବିଶ୍ୱରେ ଓମିକ୍ରନ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଏହାକୁ ନେଇ ସମସ୍ତେ ଚିନ୍ତିତ । ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି ଓମିକ୍ରନର ନୂଆ ନୂଆ ଲକ୍ଷଣର ଆବିର୍ଭାବ । କେଉଁ କେଉଁ ଲକ୍ଷଣ ଥିଲେ ଓମିକ୍ରନ ହୋଇଛି ବୋଲି ଜଣାପଡ଼ିବ,ସେନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ସରକାର ଆଗରୁ
Read More...

ଜିଲ୍ଲାସ୍ତରୀୟ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ

ପାରଳାଖେମୁଣ୍ଡି, : ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଲିଙ୍ଗରାଜ ପଣ୍ଡାଙ୍କ ଦ୍ୱାରା ଆଜି ଜିଲ୍ଲାସ୍ତରୀୟ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ହୋଇଯାଇଛି । ଜିଲ୍ଲାର ସମସ୍ତ ଭୋଟର ଗ୍ରହଣ କେନ୍ଦ୍ର ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ତହସିଲଦାରଙ୍କ କାର୍ଯ୍ୟାଳୟ,
Read More...

ନବ ନିଯୁକ୍ତ ଆଇଏଏସ୍‌ ଅଧିକାରୀମାନେ ଶ୍ରୀଜିଉଙ୍କୁ ଦର୍ଶନ କଲେ

ପୁରୀ: ନୂତନ ଭାବେ ନିଯୁକ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ମାନେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଭାରତ ଦର୍ଶନ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଏହି ଅଧିକାରୀ ଆଜି ପୁରୀରେ ପହଞ୍ଚିଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ବିନୟ କୁମାର ଦାଶ, ଉପ ଜିଲ୍ଲାପାଳ
Read More...

କରୋନା କଟକଣା ଭିତରେ ଆଜିଠୁ ଦଶମ ସମେଟିଭ ପରୀକ୍ଷା ଆରମ୍ଭ

ଗଣିଆ : ଓମିକ୍ରନ୍‌ର ଆଶଙ୍କା ଭିତରେ ଆଜିଠାରୁ ଆରମ୍ଭ ହେଇଛି ଦଶମ ଶ୍ରେଣୀର ସମେଟିଭ ପରୀକ୍ଷା । ଆଜି ପ୍ରଥମ ସିଟିଂରେ ଓଡିଆ ବିଷୟରେ ପରୀକ୍ଷା ଦେଇଥିବା ବେଳେ ଦ୍ୱିତୀୟ ସିଟିଂରେ ଛାତ୍ରଛାତ୍ରୀମାନେ ଗଣିତ ବିଷୟରେ ପରୀକ୍ଷା ଦେଇଛନ୍ତି । ସକାଳ ୧୦ଟାରୁ ୧୧ଟା ଓ ଦିନ ୧୨ଟାରୁ ଗୋଟାଏ ଯାଏଁ ଏଭଳି
Read More...

ବୌଦ୍ଧ ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

ବୌଦ୍ଧ:ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ କରାଯାଇଅଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ
Read More...

କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ପୁରୀ: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସିଂ ଜରିଆରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି । ୧୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଏହି ଆଇଟିଆଇରେ ଇଲେକ୍ଟ୍ରିସିଆନ, ଫିଟର,
Read More...

ସ୍କୁଲ ଓ କଲେଜ କ୍ଲାସ ବନ୍ଦ, ଅନଲାଇନରେ ହେବ ପାଠପଢା

ଭୁବନେଶ୍ୱର : ଦେଶରେ ପୁଣି କରୋନା ଦ୍ରୁତ ଗତିରେ ବଢୁଥିବାରୁ ରାଜ୍ୟ ସରକାର ମାର୍ଗ ଦର୍ଶିକା ଜାରି କରିଛନ୍ତି । ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତି ୯ଟାରୁ ନାଇଟ କର୍ଫ୍ୟୁ ଲାଗୁ ହେବ । ଆଗରୁ ଏହା ରାତି ୧୦ଟାରୁ ସକାଳ ୫ଟା ଥିଲା ।ସେହିପରି ମାଟ୍ରିକ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ । ତେବେ
Read More...

ରାଜ୍ୟର ସମସ୍ତ ସହରାଞ୍ଚଳରେ ଏଣିକି ରାତି ୯ଟାରୁ ନାଇଟ୍‌କର୍ଫ୍ୟୁ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା । ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ନେଇ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି । ରାଜ୍ୟର ସମସ୍ତ ସହରାଞ୍ଚଳରେ ଏଣିକି ରାତି ୯ଟାରୁ ନାଇଟ୍‌କର୍ଫ୍ୟୁ
Read More...

ଭାରତ ୨୬୬ରେ ଅଲଆଉଟ୍‌, ଦ.ଆଫ୍ରିକାକୁ ବିଜୟ ଲକ୍ଷ୍ୟ ୨୪୦

ଜୋହାନ୍ସବର୍ଗ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଜୋହାନ୍ସବର୍ଗରେ ଖେଳାଯାଉଛି । ତୃତୀୟ ଦିନରେ ଭାରତ ଦ୍ୱିତୀୟ ଇନିଂସରେ ୨୬୬ ରନ ଅଲଆଉଟ୍‌ ହୋଇଯାଇଛି । ଏହି ଟେଷ୍ଟ ମ୍ୟାଚ୍‌ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୨୪୦ ରନ୍‌
Read More...