ପୁଣି ନଷ୍ଟ ହେଲା ୧୦୮ ଏକର ବେଆଇନ୍ ଗଞ୍ଜେଇ ଚାଷ
ବାଲିଗୁଡ଼ା : ଜୋର୍ ଧରିଲା ଅପରେସନ୍ ନୀଳ ଜହର । ଗଞ୍ଜେଇ ଚାଷର ମୂଳ ପୋଛ କରିବାକୁ ଅଣ୍ଟା ଭିଡ଼ିଛି କନ୍ଧମାଳ ପୋଲିସ୍ । ପୁଣି ନଷ୍ଟ ହେଲା ୧୦ କୋଟି ୮୦ ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । ବାଲିଗୁଡ଼ା ଥାନା ଅଧିନସ୍ଥ ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତର ସଲଗପଦର ଓ ମହାସିଙ୍ଗିପାଙ୍ଗା!-->…
Read More...
Read More...