Yearly Archives

2022

ଜିଲ୍ଲା ସମବାୟ ସଂଘ ଓ ପିପିସିଏସ ପକ୍ଷରୁ ୬୯ତମ ସମବାୟ ସପ୍ତାହ ପାଳିତ

ଫୁଲବାଣୀ : ନଭେମ୍ବର ମାସ ୧୪ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ସମବାୟ ସପ୍ତାହ ପାଳନ କରାଯାଉଛି । ଜିଲା ସମବାୟ ବିଭାଗ କାର୍ଯ୍ୟାଳୟଠାରେ ବିଭାଗୀୟ କର୍ମକର୍ତ୍ତା ଓ ପ୍ରାଥମିକ ସମବାୟ ସମିତି ସଦସ୍ୟଙ୍କ ଗହଣରେ ଜିଲ୍ଲା ସମବାୟ ସଂଘର ସଭପତି ସୁପ୍ରଭା ନାୟକ ସମବାୟ ପତକା ଉତ୍ତୋଳନ
Read More...

କାର୍ଯ୍ୟରତ ଆଉଟ୍‌ ସୋର୍ସିଂ କର୍ମଚାରୀଙ୍କ କଳା ବ୍ୟାଜ ପରିଧାନ କରି ସରକାରଙ୍କୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ନନ୍ଦାହାଣ୍ଡି : ଆଜି ଠାରୁ ଓଡ଼ିଶା ଆଉଟ୍‌ ସୋର୍ସିଂ କର୍ମଚାରୀ ସଂଘଙ୍କ ନିର୍ଦ୍ଦେଶକ୍ରମେ ନନ୍ଦାହାଣ୍ଡି ବ୍ଲକର ସମସ୍ତ ବିଭାଗରେ କାର୍ଯ୍ୟରତ ଆଉଟ୍‌ ସୋର୍ସିଂ କର୍ମଚାରୀ ବ୍ଲକ କାର୍ଯ୍ୟାଳୟ ପରିସରରେ କଳା ବ୍ୟାଜ ପରିଧାନ କରି ସରକାରଙ୍କୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି । ଆଜିଠାରୁ
Read More...

ଚାଷୀଙ୍କ ଲାଗି ଇନ୍‌ପୁଟ୍‌ ସବ୍‌ସିଡି ଘୋଷଣା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଚାଷୀଙ୍କ ପାଇଁ ଇନ୍‌ପୁଟ୍‌ ସବ୍‌ସିଡି ଘୋଷଣା କଲେ ରାଜ୍ୟ ସରକାର । ମରୁଡି ପ୍ରବଣ ଅଞ୍ଚଳରେ ଇନ୍‌ପୁଟ ସବ୍‌ସିଡି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ରାଜ୍ୟ ରାଜକୋଷରୁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।
Read More...

ଶିଶୁ ଦିବସ ଅବସରରେ ପୋଷାକ ବିତରଣ ଉତ୍ସବ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର କେରାଣ୍ଡି ପଞ୍ଚାୟତର ବି. ସୀତାପୁର ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ଠାରେ ଶିଶୁ ଦିବସ ଅନୁଷ୍ଠିତ ହୋଇଯାଇଛି । ତାହା ସାଙ୍ଗକୁ ପିଲାମାନଙ୍କୁ ପୋଷାକ ବିତରଣ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ
Read More...

ପଦ୍ମପୁର ଉପନିର୍ବାଚନ : ଷ୍ଟ୍ରଙ୍ଗ ରୁମ୍‌ରେ ପହଞ୍ଚିଲା ଇଭିଏମ୍‌

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି l ପଦ୍ମପୁର ଆରଏମସି ସ୍ଥିତ ଷ୍ଟ୍ରଙ୍ଗ ରୁମରେ ପହଞ୍ଚିଲା ଇଭିଏମ୍ l ସ୍ଵଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ୍ ରଖାଯାଇଛି lଡିସେମ୍ବର ୫ ରେ ଭୋଟ ଗ୍ରହଣ
Read More...

ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ

ଭୁବନେଶ୍ବର: ରାଜ୍ୟରେ ଶୀତର ପ୍ରକୋପ ବଢ଼ିଛି। ଓଡ଼ିଶାର ଅଧିକାଂଶ ସ୍ଥାନରେ ଶୀତ ପଡ଼ିଛି। ଆଜି ରାଜ୍ୟର ୨୦ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରି ତଳେ ରେକର୍ଡ କରାଯାଇଛି। ଏଥିମଧ୍ୟରୁ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ
Read More...

ଖରିଫ ଧାନକ୍ରୟକୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ସୋନପୁର : ଚଳିତ ଖରିଫ ଧାନକ୍ରୟକୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ତତ୍ପରତା ପ୍ରକାଶ ପାଇଛି । ସୋସାଇଟି ସ୍ତରୀୟ ଧାନ କ୍ରୟ କମିଟି ଗୁଡିକୁ କ୍ରିୟାଶୀଳ ତଥା ସୁବ୍ୟବସ୍ଥିତ କରିବା ପାଇଁ ପ୍ରତ୍ୟେକ ବ୍ଲକରେ ଗୋଷ୍ଟୀ ଉନ୍ନୟନ
Read More...

ଛତ୍ରପୁର ଜଗନ୍ନାଥ ମନ୍ଦିରଠାରୁ ତାରାତାରିଣୀଙ୍କ ପୀଠ ଯାଏଁ ପତିତପାବନ ଯାତ୍ରା

ଗଞ୍ଜାମ:ଛତ୍ରପୁର ସହରର ତାଡେପଲ୍ଲୀ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ତାରାତାରିଣୀଙ୍କ ପୀଠ ଯାଏଁ ଏକ ଆଧ୍ୟାତ୍ମିକ ପଦଯାତ୍ରାର ଆୟୋଜନ କରାଯାଇଛି । ୧୯୭୭ ମସିହାରେ ଏହି ମନ୍ଦିର ପକ୍ଷରୁ ପୁରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ହୋଇଥିବା ଐତିହାସିକ ପତିତ ପାବନ ପଦଯାତ୍ରାର ସ୍ମରଣପୂର୍ବକ ଆୟୋଜିତ
Read More...

୨୦୨୪ ଟି-୨୦ ବିଶ୍ୱକପ ପୂର୍ବରୁ ଏହି ଖେଳାଳିଙ୍କୁ କରାଯାଉ ଅଧିନାୟକ, କହିଲେ ପୂର୍ବତନ ଜାତୀୟ ଚୟନ କମିଟିର ଅଧ୍ୟକ୍ଷ

ନୂଆଦିଲ୍ଲୀ : ପୂର୍ବତନ ଜାତୀୟ ଚୟନ କମିଟିର ଅଧ୍ୟକ୍ଷ କୃଷ୍ଣମାଚରୀ ଶ୍ରୀକାନ୍ତ କହିଛନ୍ତି ଯେ ୨୦୨୪ ଟି -୨୦ ବିଶ୍ୱକପ ପୂର୍ବରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ଷୁଦ୍ରତମ ଫର୍ମାଟର ପୂର୍ଣ୍ଣକାଳୀନ ଅଧିନାୟକ ଭାବରେ ନିଯୁକ୍ତ କରାଯିବା ଉଚିତ ଏବଂ ଭାରତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ
Read More...

ସ୍ମାର୍ଟ୍‌ ସ୍କୁଲ ପକ୍ଷରୁ ପଥପ୍ରାନ୍ତ ସଚେତନତା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ରାଜନହର ସମ୍ମୁଖରେ ଶିଶୁ ଦିବସ ଉପଲକ୍ଷେ ସ୍ମାର୍ଟ୍‌ ସ୍କୁଲ ପକ୍ଷରୁ ପଥପ୍ରାନ୍ତ ନୃତ୍ୟ ନାଟିକା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସ୍କୁଲର ଶିଶୁ କଳାକାର ମାନେ ସୁନ୍ଦର୍‌ ନୃତ୍ୟ ମାଧ୍ୟମରେ ଶିଶୁ କନ୍ୟା
Read More...