ଆରମ୍ଭ ହେଲା ଅପରେସନ ନୀଳ ଜହର:ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ ହେଲା ୧୧୦ ଏକର ବେଆଇନ୍ ଗଞ୍ଜେଇ ଚାଷ
ବାଲିଗୁଡ଼ା: ଆରମ୍ଭ ହେଲା ଅପରେସନ ନୀଳ ଜହର । କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଏହି ଅପରେସନ । ବାଲିଗୁଡ଼ା ଥାନା ବୁଡ୍ରୁକିଆ ଗ୍ରାମ ପଞ୍ଚାୟତର ସିପାଞ୍ଜିରି ଅଞ୍ଚଳରେ ୧୧୦ ଏକର ଜଙ୍ଗଲ ଜମିରେ ବେଆଇନ୍ ଭାବେ ଚାଷ ହୋଇଥିବା!-->…
Read More...
Read More...