Yearly Archives

2022

 ଦୁର୍ଘଟଣାରେ ୨ ଶ୍ରମିକ ମୃତ

ରାଇରଙ୍ଗପୁର:ମୟୁରଭଂଜ ଜିଲ୍ଲାର ବାମାନଘାଟି ଉପଖଣ୍ଡ ଜାମଦା ଥାନା କାହ୍ନୁ ନଦୀ ସନ୍ନିକଟ ଲଖି ପୋଷି ଗ୍ରାମ ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ରାଇରଙ୍ଗପୁରରୁ କାମ କରି ଫେରୁଥିବା ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି।  ଜାମଦା ଥାନା ମହିସକୁଦର ଗ୍ରାମର ସେକର ପୂର୍ତ୍ତି ର ପୁତ୍ର ରେଙ୍ଗ
Read More...

ହରିଶଙ୍କରଠାରେ ଗ୍ରାମ ରୋଜଗାର ସେବକ ସଂଘର ବୈଠକ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ୍‌ ହରିଶଙ୍କରଠାରେ ଗ୍ରାମ ରୋଜଗାର ସେବକ ସଂଘର ବୈଠକ ବ୍ଲକ୍‌ ସଭାପତି ମୃତ୍ୟୁଞ୍ଜୟ ନନ୍ଦଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗ୍ରାମ ରୋଜଗାର ସେବକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବା ସହ ସରକାର ଠିକାରେ ନିଯୁକ୍ତ କର୍ମଚାରୀଙ୍କୁ
Read More...

ଟିକାବାଲି ଏଏମସିଏସ ମହାବିଦ୍ୟାଳୟ ପରିଦର୍ଶନ କଲେ ସ୍ୱତନ୍ତ୍ର ସଚିବ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟ ଟିକାବାଲିକୁ ଉଚ୍ଚ ଶିକ୍ଷା ବିଭାଗରୁ ତରଫରୁ ସ୍ୱତନ୍ତ୍ର ସଚିବ ଆଜି ପରିଦର୍ଶନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଏବଂ ପ୍ରଫେସର ଆଧ୍ୟାପକ ବନମାଳୀ ବେହେରା, ସମସ୍ତ ଆଧ୍ୟାପକ ସ୍ୱତନ୍ତ୍ର ସଚିବଙ୍କୁ
Read More...

ରାଜାରାଣୀ ସଙ୍ଗୀତ ଉତ୍ସବ ଉଦ୍‌ଘାଟିତ, ଶାସ୍ତ୍ରୀୟ ସଙ୍ଗୀତର ମୁର୍ଚ୍ଛନାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ

ଭୁବନେଶ୍ୱର : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଆଜିଠାରୁ ତିନିଦିନ ଧରି କଳିଙ୍ଗ କଳାସ୍ଥାପତ୍ୟର ଚମତ୍କାର କଳାକୃତି, ଏକାଦଶ ଶତାବ୍ଦୀ ନିର୍ମିତ ପ୍ରସିଦ୍ଧ ରାଜାରାଣୀ ମନ୍ଦିର
Read More...

ଚିତ୍ର ବହୁତ କଥା ସୂଚୀତ କରେ: ଜିଲ୍ଲାଜଜ୍‌ ଶତୀକଣ୍ଠ

ଫୁଲବାଣୀ,୧୨ /୧୧: ସୃଜନଶୀଳତା (କ୍ରିଏଟିଭିଟି) ସାହାସ ଦେଇଥାଏ । ସେହି ସୃଜନଶୀଳତାକୁ ସମ୍ମାନ ଦେବାର ସମୟ ଏବେ ଆସିଯାଇଛି । ଆଗାମୀ ଶିଶୁ ଦିବସ, ୨୦୨୨ ପାଳନ ଉଦ୍ଦେଶ୍ୟରେ ଜିଲ୍ଲା ଅଦାଲତ ପରିସରରେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ଅଷ୍ଟମରୁ ଦଶମ ଶ୍ରେଣୀ ପିଲାମାନଙ୍କ ମଧ୍ୟରେ
Read More...

ଖୁଣ୍ଟବନ୍ଧରେ ଆଇନ ସଚେତନତା ଶିବିର

ଜହ୍ନ ।ପଙ୍କ,୧୨/୧୧: ବୌଦ୍ଧବ୍ଳକ ଅନ୍ତର୍ଗତ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୌଦ୍ଧ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ବିକ୍ରମ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଜିଲ୍ଲା
Read More...

ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ପ୍ରତିବାଦ ସଭା

ବୌଦ୍ଧ,୧୨/୧୧- ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇ ଏକ ଏଫ୍‌ .ଆଇ . ଆର୍‌ . ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅଧିକାରୀଙ୍କ ପାଖରେ ଦାଖଲ କରିବା ସହିତ ତୁରନ୍ତ ପଶ୍ଚିମବଙ୍ଗ ଜେଲ୍‌ ବିଭାଗ ମନ୍ତ୍ରୀ ଶ୍ରୀ ଅଲେଖ ଗିରିଙ୍କ ବିରୁଦ୍ଧରେ ଆଇନ
Read More...

ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର

ବୌଦ୍ଧ,୧୨/୧୧- ବୌଦ୍ଧ ବ୍ଲକ ଶଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଶନିବାର ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରଟିକୁ ଜିଲ୍ଲା ଶିକ୍ଷା ବିଭାଗର ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ହରିଶଙ୍କର
Read More...

ସରକାରୀ ଡିଏଭି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ବାର୍ଷିକ କ୍ରୀଡା

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନରେ ଥିବା କଳିଙ୍ଗା ପଞ୍ଚାୟତର ସରକାରୀ ଡିଏଭି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ୨୦୨୨ ଅଧକ୍ଷ ତ୍ରିଲୋଚନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମକୁ ସ୍ଥାନୀୟ ଭାରରାପ୍ତ ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ
Read More...

ଆର.ଉଦୟଗିରି ଆରଏମସିର ସଭାପତି ହେଲେ ଏସ୍‌ ଗଜପତି ରାଓ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆରଏମସି କାର୍ଯ୍ୟାଳୟଠାରେ ଆରଏମସି (ଆର.ଉଦୟଗିରି ) ର ସଭାପତି ପଦପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ସମର୍ଥିତ ପ୍ରାର୍ଥୀ ଏସ.ଗଜପତି ରାଓ ଆର ଉଦୟଗିରିର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୧୫ଜଣ
Read More...