Monthly Archives

January 2023

କନ୍ଧମାଳ ଜିଲ୍ଲା ୬୬୨ ମହାବିଦ୍ୟାଳୟ ତରଫରୁ ବିକ୍ଷୋଭ ପ୍ରଦର୍ଶନ

ଫୁଲବାଣୀ,୨୧/୧ :- କନ୍ଧମାଳ ଜିଲ୍ଲା ବେସରକାରୀ କଲେଜ କର୍ମଚାରୀ ସଂଘ '୪୮୮ ଓ ୬୬୨ ‘ କର୍ମଚାରୀ ମଧ୍ୟରେ ପରିଶ୍ରମିକକୁ ନେଇ ଓଡିଶା ସରକାର ଯେଉଁଭଳି ଅମାନବିକ ପକ୍ଷପାତି ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାର ବିରୋଧ କରି ସମଗ୍ର କନ୍ଧମାଳର ୬୬୨ କଲେଜ କର୍ମଚାରୀ ସମନ୍ୱୟ ସମିତି ତୀବ୍ର
Read More...

ପୁଇଁତଳା ପ୍ରଗତି କୃଷକ ଉତ୍ପାଦକ କମ୍ପାନୀର ବୈଠକ

ବଲାଙ୍ଗୀର ,୨୧/୧ - ପୁଇଁତଳା ବ୍ଳକ ଛତାପିପଲ ପଞ୍ଚାୟତର କୁଣ୍ଡାମାଳ ଠାରେ ପୁଇଁତଲା ପ୍ରଗତି ଫାରମର ପ୍ରଡ୍ୟୁସର କମ୍ପାନୀର ବୈଠକ ଅନୁଷ୍ଠିତ ହୋଇଥିଲା । ଏମ୍‌ ଡି ପ୍ରଦୀପ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ନାବାର୍ଡ ଡିଡିଏମ୍‌ ଲକ୍ଷ୍ମଣ ସା ଓ ମହାଶକ୍ତି ଫାଉଣ୍ଡେସନ କୋର୍ଡିନେଟର
Read More...

୫ମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥଦିନ
୪-୩ ଗୋଲରେ ସୁନ୍ଦରଗଡ଼ ବିଜୟୀ

ହରଭଙ୍ଗା ,୨୧/୧- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପ୍ରଗଳପୁର ତସରା ଖେଳପଡିଆ ଠାରେ ବୁଦ୍ଧଦେବ କ୍ଳବ ଆୟୋଜକରେ ଅନୁଷ୍ଠିତ ହୋଇଥିବା ୫ମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିନର ଖେଳ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଥ ଦିନର ଖେଳରେ କରମଚାନ୍ଦ ଫୁଟବଲ କ୍ଳବ ସୁନ୍ଦରଗଡ଼ ସହ ଏମବିବି
Read More...

ନିର୍ମାଣ ଶ୍ରମିକ ଜିଲ୍ଲା ତଥା ରାଜ୍ୟ ନିର୍ମାଣର ପ୍ରମୁଖ ବିନ୍ଧାଣୀ: ମୁଖ୍ୟ ଅତିଥି
ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର

ସୁବର୍ଣ୍ଣପୁର,୨୧/୦୧ - ଆଜି ସୋନପୁରସ୍ଥିତ ନୂଆ ଟାଉନହଲ ଠାରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼, ଭୁବନେଶ୍ୱର ତରଫରୁ ନିର୍ମାଣ ଶ୍ରମିକ ମାନଙ୍କୁ ଦିଆଯାଉଥିବା ବିଭିନ୍ନ ସହାୟତା ବଣ୍ଟନ
Read More...

ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳାର ତୃତୀୟ ସନ୍ଧ୍ୟା

ପାରଳାଖେମୁଣ୍ଡି,୨୧/୧- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୨୨ ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ନିର୍ଦ୍ଦେଶକ ଆଦର୍ଶ
Read More...

ଘାଟିରେ ଯାତ୍ରୀବାହୀ ମିନିବସ୍‌ ଦୁର୍ଘଟଣାଗ୍ରସ୍ତ, ୨ ମୃତ

ପାତ୍ରପୁର: ଘାଟିରେ ଯାତ୍ରୀବାହୀ ମିନିବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ୨୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କର ଅବସ୍ଥା ଗୁରୁତର ରହିଛି।
Read More...

ବୌଦ୍ଧକୁ ହରାଇ ଫାଇନାଲରେ ଝାରସୁଗୁଡା

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପ୍ରଗଳପୁର ତସରା ଖେଳପଡିଆଠାରେ ବୁଦ୍ଧଦେବ କ୍ଳବ ଆୟୋଜକରେ ଅନୁଷ୍ଠିତ ହୋଇଥିବା ୫ମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଦିନ ତୃତୀୟ ଦିବସରେ ପ୍ରଥମ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ତୃତୀୟ ଦିନର ଖେଳରେ ଜୟ ଦୁର୍ଗା କ୍ଳବ
Read More...

୨୫ରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ, ଚାଲିଛି ପ୍ରସ୍ତୁତି

ପୁରୀ : ଆସନ୍ତା ୨୫ରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ । ବଡଛତା ମଠ ତତ୍ତ୍ୱାବଧାନରେ ଶ୍ରୀମନ୍ଦିରର ପାରମ୍ପରିକ ସେବାୟତମାନେ ବେଶ୍ ନିଷ୍ଠାର ସହ ଏହି ବେଶ ନିର୍ମାଣରେ ଲାଗିଛନ୍ତି । ୨୫ ତାରିଖ ବୁଧବାର ରାତିରେ ବଡସିଂହାର ବେଶରେ ମହାପ୍ରଭୁ ଦୁର୍ଲଭ
Read More...

ଚନ୍ଦ୍ରଭାଗା ମେଳା ଦ୍ୱିତୀୟ ସମନ୍ୱୟ କମିଟି ବୈଠକ

ପୁରୀ : ରଥଯାତ୍ରା ପରେ ଚନ୍ଦ୍ରଭାଗା ମେଳା ପୁରୀ ଜିଲ୍ଲାର ଏକ ବିପୁଳ ଜନସମାଗମ ହେଉଥିବା ଆଧ୍ୟାତ୍ମିକ ବୁଡ କାର୍ଯ୍ୟକ୍ରମ । ଏହାକୁ ଶୃଙ୍ଖଳିତ ଓ ସୁନ୍ଦର ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚନ୍ଦ୍ରଭାଗା ମେଳାକୁ
Read More...

ଉତ୍ତମ ପ୍ରଶାସିକା ସହ ନୃତ୍ୟ ନିପୁଣା ଜିଲ୍ଲାପାଳ ଗୀତରେ ବି କଲେ କମାଲ

ସୁବର୍ଣ୍ଣପୁର: ସଂସ୍କୃତି ସଂପନ୍ନ ଜିଲ୍ଲା ସୁବର୍ଣ୍ଣପୁରରେ ଏବେ ଜିଲ୍ଲାପାଳ ଥିବା ଅବୋଲୀ ସୁନିଲ ନରୱଣେ ଏକ ବହୁ ପ୍ରତିଭାର ଅଧିକାରିଣୀ ଭାବରେ ସୁପରିଚିତ । ନିକଟରେ ସୁବର୍ଣ୍ଣ ଲୋକ ମହୋତ୍ସବରେ କଥକ୍ ଫର୍ମରେ ବାଲ୍ୟବିବାହ ବିରୋଧରେ ଏକ ସଚେତନ ଧର୍ମୀ ନୃତ୍ୟ କରି ସାରାଦେଶରେ ଖୁବ୍ ପ୍ରଶଂସିତ
Read More...