Monthly Archives

January 2023

ବୁରଘାଟ ଶୈବ ପୀଠରେ ପଇଡ ଜଳଶାୟୀ

ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତ ଅଧିନସ୍ଥ ବୁରଘାଟ ଗ୍ରାମରେ ଥିବା ସର୍ବ ପୁରାତନ ଶୈବପୀଠରେ ଆଜି ପଇଡ ଜଳଶାୟୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳେ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କଳସ ଶୋଭାଯାତ୍ରାଟି କିଆକଟା ଗ୍ରାମର
Read More...

ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ଶିବିର ଉଦଘାଟିତ

କୋକସରା,୨୦/୧- କୋକସରା ବ୍ଲକ ସଦର ସ୍ଥାନୀୟ ପଞ୍ଚାୟତ ସମିତି ଡିଗ୍ରୀମହାବିଦ୍ୟାଳୟ ଠାରେ ଯୁବ ରେଡ଼କ୍ରସର ତିନିଦିନିଆ ଜିଲ୍ଲାସ୍ତରୀୟ ସ୍ୱେଚ୍ଛାସେବୀ ମାନଙ୍କ ପାଇଁ ଅଧ୍ୟୟନ ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁଣାକାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ
Read More...

ଆସନ୍ତା ୨୫ ରୁ କଟକରୁ ହିଞ୍ଜିଳିକୁ ଓଏସଆରଟିସି ବସ୍‌ ସେବା

ଗଞ୍ଜାମ,୨୦/୧: ଜନ ସାଧାରଣଙ୍କ ଅସୁବିଧାକୁ ସାକାର କଲେ ଓଡିଶା ସରକାର । କଟକରେ କୋର୍ଟ କାମ, ମେଡିକାଲ କାମ, ଭୁବନେଶ୍ୱରରେ ମେଡିକାଲ କାମସହିତ ଅନ୍ୟାନ୍ୟ ଅଫିସ କାମ ସାରି ହିଞ୍ଜିଳି କିମ୍ବା ପୁରୁଷୋତ୍ତମପୁରକୁ ଆସିବାକୁ କଟକରୁ କିମ୍ବା ଭୁବନେଶ୍ୱରରୁ ଡାଇରେକ୍ଟ ବସ ସୁବିଧା ନଥିବାରୁ ଅଞ୍ଚଳର
Read More...

ନୋଡାଲ ଅଫିସରଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ପରିଦର୍ଶନ

ଫୁଲବାଣୀ,୨୦/୧:- କନ୍ଧମାଳ ଜିଲ୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାରଙ୍ଗଡ଼ ପରିସରରେ ଚାଲିଥିବା ଆତ୍ମରକ୍ଷା ତାଲିମ ଶିବିରକୁ ଶଙ୍କରାଖୋଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତଥା ନୋଡାଲ ଅଫିସର ଡଃ ସନ୍ତୋଷ କୁମାର ପ୍ରଧାନ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଶ୍ରୀଯୁକ୍ତ ବିରଞ୍ଚି
Read More...

ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ଦ୍ୱିତୀୟ ଦିନରେ

ପାରଳାଖେମୁଣ୍ଡି,୨୦/୧- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୨୨ ଦ୍ୱିତୀୟ ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି, ଜନଜାତି ,ସଂଖ୍ୟା ଲଘୁ
Read More...

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ଘଟଣାରେ ଅଭିଯୁକ୍ତ ୟୁଟ୍ୟୁବର ଗିରଫ

ପୁରୀ : ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ଘଟଣାରେ ଅଭିଯୁକ୍ତ ୟୁଟ୍ୟୁବର ଅନିମେଶକୁ ପୁରୀ ପୋଲିସ ଗିରଫ କରିଛି । ଆଇପିସିର ଦଫା ୪୬୮,୪୨୦,୫୧୧,୧୯୩୪ ଏୟାରକ୍ରାଫ୍ଟ ଆକ୍ଟ ୧୦(୨) ଏବଂ ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍‌ ୧୯୫୪ ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍‌ ୩୦(ଏ)୪ (ସି) ରେ ତାକୁ ଗିରଫ କରାଯାଇଛି
Read More...

ଧାନ ବିକ୍ରି କରିପାରିଲେନି ପଞ୍ଜିକୃତ ଚାଷୀ, ଗଞ୍ଜେଇ ଚାଷ ପାଇଁ ମାଗିଲେ ଅନୁମତି

ଖପ୍ରାଖୋଲ : ବାରମ୍ବାର ଅନୁରୋଧ ପରେ ମଧ୍ୟ ଜଣେ ପଞ୍ଜିକୃତ ଚାଷୀ ଉତ୍ପାଦିତ ଧାନ ବିକ୍ରୟ କରି ପାରିଲେ ନାହିଁ । ଶେଷରେ ପୈତୃକ ଜମିରେ ଧାନ ପରିବର୍ତ୍ତେ ଗଞ୍ଜେଇ ଚାଷ ପାଇଁ ଜିଲ୍ଲାପାଳଙ୍କୁ ତହସିଲଦାରଙ୍କ ଜରିଆରେ ଅନୁମତି ମାଗିଛନ୍ତି । ତାଙ୍କ ଅମଳ ହୋଇଥିବା ସମସ୍ତ ଧାନ ବିକ୍ରୟ ହୋଇନପାରିଲେ
Read More...

୩୨ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡର ଉପ-ନିରିକ୍ଷକ ସିଦ୍ଧେଶ୍ବର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଛକ ଠାରେ ଚଢ଼ାଉକରି ଜ୍ୟୋତି କାନ୍ତ ମହାନ୍ତି(୩୬)ଙ୍କୁ ଗିରଫ କରି ତାଙ୍କ
Read More...

ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତାରେ ଭାଗନେବେ କୋକସରା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରୀତି ରାଉତ

କୋକସରା,୧୯/୧:- କଳାହାଣ୍ଡି ଜିଲ୍ଲା ଶିକ୍ଷାବିଭାଗର ଆୟୋଜନ କ୍ରମେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଯୋଗ ପ୍ରତିଯୋଗିତାରେ କୋକସରା ବ୍ଲକ ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରୀତି ରାଉତ ୧୪ ବର୍ଷରୁ କମ ବାଳିକା ବିଭାଗର ଯୋଗ ପ୍ରତିଯୋଗିତାରେ ଜିଲ୍ଲାସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରି
Read More...

୫ମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିବସ, ଝାରସୁଗୁଡା ବିଜୟୀ

ହରଭଙ୍ଗା,୧୯/୧:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପ୍ରଗଳପୁର ତସରା ଖେଳପଡିଆ ଠାରେ ବୁଦ୍ଧଦେବ କ୍ଳବ ତରଫରୁ ଅନୁଷ୍ଠିତ ହୋଇଥିବା ୫ମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଦ୍ୱିତୀୟ ଦିବସ ଖେଳ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ଦିନର ଖେଳ ଜୟ ଦୁର୍ଗା କ୍ଳବ ଝାରସୁଗୁଡା ସହ ସୁଜିତ ଫୁଟବଲ
Read More...