ଯୁକ୍ତଦୁଇ ପରୀକ୍ଷାରେ ଦିବ୍ୟାଙ୍ଗ ଛାତ୍ରଙ୍କ କୃତିତ୍ୱ
ନୂଆପଡା: ନୂଆପଡ଼ା ଜିଲ୍ଲା ସିନାପାଲି ମହାବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ର ପ୍ରିୟାଂଶୁ ଖମାରୀ ଗତବର୍ଷର ଯୁକ୍ତଦୁଇ ପରୀକ୍ଷାରେ ମୋଟ ୮୬ ପ୍ରତିଶତ ନମ୍ବର ରଖି କଲେଜ ଟପ୍ପର୍ ହୋଇଥିବା ବେଳେ ନୂଆପଡା ଜିଲ୍ଲାରେ ଚତୁର୍ଥ ସ୍ଥାନରେ ରହିଥିଲେ । ଏଥିସହ ମେଧାବୀ ଛାତ୍ର ଭାବରେ ସରକାରଙ୍କ ତରଫରୁ!-->…
Read More...
Read More...