Monthly Archives

April 2023

ଶ୍ରୀରାମ ନବମୀ ଯାତ୍ରାର ଅଷ୍ଟମ ସନ୍ଧ୍ୟା, ଲଙ୍କା ଆକ୍ରମଣ ପାଇଁ ଅଷ୍ଟାବଧାନଙ୍କ ସହ ବିଚାରବିମର୍ଷ

ଓଡ଼ଗାଁ : ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରାର ଅଷ୍ଟମ ସନ୍ଧ୍ୟାରେ ପ୍ରଭୁ ଶ୍ରୀ ରଘୁନାଥଜୀଉଙ୍କ ଅଷ୍ଟାବଧାନ ବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ଶ୍ରୀରାମ ସୀତାଙ୍କ ଅନୁରୋଧ ରକ୍ଷା କରିବାକୁ ଯାଇ ମାୟାମୃଗ ପଛରେ ଚାଲି ଯାଇଥିଲେ । ମାତ୍ର ଲଙ୍କାପତି ରାବଣର ନିର୍ଦ୍ଦେଶରେ ମାୟା ରଚିଥିବା
Read More...

ସଡକ ଦୁର୍ଘଟଣାଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳିତ

ଭବାନୀପାଟଣା: ଭବାନୀପାଟଣା ସ୍ଥିତ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ୟୁଥ୍‌ ରେଡକ୍ରସ, ଏନ.ଏସ.ଏସ ୟୁନିଟ ଓ କଳାହାଣ୍ଡି ପରିବହନ ବିଭାଗର ମିଲିତ ଉଦ୍ୟମରେ ଏକ ସଡକ ସୁରକ୍ଷା ଜନିତ ସାଇକେଲ ରାଲି ଅନୁଷ୍ଠାନର ନିର୍ଦ୍ଦେଶକ ଡି. ରାମ କୁମାରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ରାଲିକୁ
Read More...

ଝାରସୁଗୁଡ଼ା ଉପନିର୍ବାଚନ: ୧୨ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ବିଜେଡି। ୪ ବ୍ଲକ ଓ ଗୋଟିଏ ପୌର ପରିଷଦ ପାଇଁ ୧୨ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ  ଦିଆଯାଇଛି। ଦଳ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଝାରସୁଗୁଡ଼ା ପୌର
Read More...

ପ୍ରତିଶ୍ରୁତି ପରେ ଶ୍ରୀବନ୍ତଦେଇପୁର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଧାରଣା ପ୍ରତ୍ୟାହୃତ

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଦୁରୁଦୁରା ପଂଚାୟତର ଶ୍ରୀବନ୍ତଦେଇପୁର ଉନ୍ନିତ ଉଚ୍ଚ ବିଦ୍ୟାଳୟର ଶ୍ରେଣୀଗୃହ ଓ ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ବିଦ୍ୟାଳୟରେ ୩ ଦିନ ଧରି ତାଲା ପକାଇ ବନମାଳିପୁରୁ ରାସ୍ତା ଅବରୋଧ କରିଥିଲେ । ଏ ସଂପର୍କରେ ଖବର ପାଇଁ ଆଜି
Read More...

ଚୁଲାଭାଟରେ ଆତଙ୍କ, ପୁଣି ଗାଈକୁ ମାରି ଖାଇଲା ବାଘ

ନୂଆପଡ଼ା : ନୂଆପଡ଼ା ରେଞ୍ଜ ଅଧିନ ଚୁଲାଭାଟ ଗାଁରେ ବାଘ ଆତଙ୍କ । ଗୁରୁବାର ରାତିରେ ବୁଲାଭାଟ ଗାଁର ଗୋବର୍ଦ୍ଧନ ମାଝୀଙ୍କ ଗାଈକୁ ମାରି ଖାଇଲା ବାଘ । ସୂଚନାନୁଯାୟୀ, ଗୁରୁବାର ସକାଳେ ଚୁଲାଭାଟ ଗାଁର ଗୋବର୍ଦ୍ଧନଙ୍କ ଗାଈ ଜଙ୍ଗଲକୁ ଚରିବାକୁ ଯାଇ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିନଥିଲା ।
Read More...

ପୋଖରୀଗୋଛା ସରପଞ୍ଚ ଉପନିର୍ବାଚନ,୬ ପ୍ରାର୍ଥୀ ଭରିଲେ ନାମାଙ୍କନ

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ପୋଖରୀଗୋଛା ପଞ୍ଚାୟତରେ ଆସନ୍ତା ମେ ୨ ତାରିଖ ଦିନ ହେବାକୁ ଥିବା ସରପଞ୍ଚ ପଦବି ପାଇଁ ଉପନିର୍ବାଚନ ନେଇ ରାଜନୀତି ବେଶ୍‌ ସରଗରମ ହେବାରେ ଲାଗିଛି । ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଆସନ ପାଇଁ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବା ବେଳେ
Read More...

ବରିଷ୍ଠ ନାଗରିକ ସମାଜ ପକ୍ଷରୁ ରାମାନୁଜମ ଗଣିତ ମେଧା ପରୀକ୍ଷା

ସମ୍ବଲପୁର: ଛାତ୍ରଛାତ୍ରୀ ମାନଙ୍କ ମେଧା ବୃଦ୍ଧି ପାଇଁ ସ୍ଥାନୀୟ ବରିଷ୍ଠ ନାଗରିକ ସମାଜ ପକ୍ଷରୁ ରାମାନୁଜମ ଗଣିତ ମେଧା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍କୁଲରେ ଗତକାଲି ମେଧା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଆଜି ଆଉ ପାଂଚଟି
Read More...

ସାନ ରାଧାକାନ୍ତ ମଠରେ ମଲ୍ଲି ଝୁଲଣ ଅନୁଷ୍ଠିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ସାନ ରାଧାକାନ୍ତ ମଠ (ନୃସିଂହ ନାଥ )ମନ୍ଦିରରେ ଚୈତ୍ର ଶୁକ୍ଳ ଦଶମୀ ଦିନଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଛଅ ଦିନ ଧରି ମହନ୍ତ ମଦନ ଗୋପାଳ ଦାସ ଓ ମଧୁସୂଦନ ଦାସଙ୍କ ତତ୍ତ୍ୱାବାଧାନରେ ମଲ୍ଲି ଝୁଲଣ ଅନୁଷ୍ଠିତ
Read More...

ସହଯୋଗର ହାତ ବଢ଼ାଇଲେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନାରେ ନିଯୁକ୍ତି ପାଇଥିବା ମହିଳା ହୋମଗାର୍ଡ ବବିତା ପଣ୍ଡାଙ୍କ ବାପାଙ୍କର ପାଖ୍ୟାଘାତ ରୋଗର ଚିକିତ୍ସା ଅଭାବରୁ ଅକାଳ ବିୟୋଗ ହୋଇଛି । ଏଭଳି ଦୁଃଖଦ ଖବର ପାଇ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ, ଏବଂ
Read More...

ଓଡ଼ଗାଁ ତହସିଲ ହାତରୁ ଚାଲିଯିବ କି ପଥରଖଣି ! ପୁଆଣିଆ ପଥର ଖଣିରେ ଓଆରଏସଏସି ଟିମ

ଓଡ଼ଗାଁ:ଓଡ଼ଗାଁ ତହସିଲ ଅଧୀନରେ ଥିବା ୨୦ରୁ ଉର୍ଦ୍ଧ୍ୱ ଖଣି ଚାଲିଯିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଗୁରୁବାର ଓଡିଶା ସ୍ପେଶ ଆପ୍ଲିକେଶନ କେନ୍ଦ୍ରର ଏକ ଟିମ ସହିତ ଖଣିଜ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ଆସି ପୁଆଣୀଆଁ ଖଣି ପରିଦର୍ଶନ କରି ଫେରିଛନ୍ତି । ସେମାନଙ୍କ ସହ ଓଡଗାଁ ତହସିଲଦାର
Read More...