Monthly Archives

June 2023

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ:୨୭୧କୋଟି ୭ଲକ୍ଷ ଟଙ୍କାର ବଜେଟ୍‌ ପାରିତ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୭ ଦିନ ବାକିଥିବା ବେଳେ ଆଜି ନୀଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକାଳୀନ
Read More...

ପଶ୍ଚିମବଙ୍ଗ ଚାଲାଣ ବେଳେ ତାଳ ପଟା ଜବତ

ହରଭଙ୍ଗା: କିଛି ଦିନ ତଳେ ବୌଦ୍ଧ ଜିଲ୍ଲା ପାଳ ସତ୍ୟ ରଞ୍ଜନ ସାହୁଙ୍କ ଉତ୍ତମ ପ୍ରୟାସ ଦେଖିବାକୁ ମିଳିଥିଲା । ଏପରିକି ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିଭିନ୍ନ ସମୟରେ ପ୍ରୋତ୍ସାହନ ଯୋଗାଇବା ପାଇଁ ତାଳ ଖଜୁରୀରୁ ସଂଗ୍ରହ କରି କିପରି ଗୁଡ଼ ପ୍ରସ୍ତୁତ ହୋଇପାରିବ ନେଇ ଉଦ୍ୟମ ଜାରି
Read More...

ବିଡ଼ିଓଙ୍କ ଦ୍ୱାରା ଭତ୍ତା ବଣ୍ଟନ

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ନିଜ ହାତରେ ହିତାଧିକାରୀ ମାନଙ୍କୁ ଭତ୍ତା ଟଙ୍କା ବଣ୍ଟନ କରିଛନ୍ତି । ନନ୍ଦାହାଣ୍ଡି ବ୍ଲକରେ ଦାୟିତ୍ୱ ଗ୍ରହଣ ପରଠୁ ଚର୍ଚ୍ଚିତ
Read More...

ଗୋରୁ ଚାଲାଣ ବନ୍ଦ ପାଇଁ ଥାନାରେ ଅଭିଯୋଗ କଲା ଶ୍ରୀରାମ ସେନା

ହରଭଙ୍ଗା : ଅସହ୍ୟ ଗ୍ରୀଷ୍ମ ତାତି, ଲୋକେ ଦିନ ଆଠଟା ବାଜିଗଲେ ଘରୁ ବାହାରି ପାରୁନାହାନ୍ତି । ଏଭଳି ସ୍ଥିତିରେ ଗୋରୁ ବେପାରୀମାନେ ଶହ ଶହ ଗୋରୁଙ୍କୁ ଟାଣ ଖରାରେ ୫୭ ଜାତୀୟ ରାଜପଥ ଦେଇ ଚଳାଇ ଚଳାଇ ନେଉଥିବା ବେଳେ ପ୍ରଶାସନ ହେଉ କି ସ୍ଥାନୀୟ ପୋଲିସ ହେଉ ନୀରବ ଦ୍ରଷ୍ଟା ସାଜିଛନ୍ତି । ଏହାକୁ
Read More...

ବିଧାୟକଙ୍କ ମହାନତା, ଅସହାୟଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି

ନନ୍ଦାହାଣ୍ଡି : ଜିଲ୍ଲା ନବରଙ୍ଗପୁର ବ୍ଲକ ନନ୍ଦାହାଣ୍ଡି ପଞ୍ଚାୟତ ଦହଣା ଗ୍ରାମ ଅଣ୍ଟାସରରେ ରହନ୍ତି ତିନି ବାପା ଛେଉଣ୍ଡ ଝିଅ ଓ ଜଣେ ପୁଅ । ଘରେ ରୋଜଗାର କହିଲେ ବିଧବା ମା କମଳା ହରିଜନ, କୁଲି ମଜୁରି କରି ଘର ଚଳାଉଛନ୍ତି । ବାପା ଭବାନୀ ହରିଜନ ଆର ପାରିରେ, ହେଲେ ବିଧବା ମା ଘର ଚଳେଇବେ ନା
Read More...

ବାର ଦିନରେ ପହଞ୍ଚିଲା ଅମଲା ହରତାଳ : ଠପ ହୋଇ ପଡିଛି କଣ୍ଟାମାଳ କାର୍ଯ୍ୟାଳୟ

କଣ୍ଟାମାଳ: ରାଜ୍ୟ ଅମଲା ସଂଘର ଆହ୍ୱାନ କ୍ରମେ ଆରମ୍ଭ ହୋଇ ଥିବା ଅମଲା ହରତାଳ ଆଜି ଦୀର୍ଘ ବାର ଦିନରେ ପହଞ୍ଚି ଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟାଳୟ ଅମଲା ଶୂନ୍ୟ ହୋଇ ପଡିଛି, ଫଳରେ କାର୍ଯ୍ୟାଳୟ ଗୁଡିକର ଫାଇଲ ଆଲମିରାର ଚାରି କାନ୍ଥରୁ ବାହାରି ନପାରି କାର୍ଯ୍ୟାଳୟ ଗୁଡିକର
Read More...

ପୁରୀ ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ଆଇନ ସଚେତନତା ଶୋଭାଯାତ୍ରା

ପୁରୀ : ପୁରୀ ଜିଲ୍ଲା ସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ଆଇନ ସଚେତନତା ଶୋଭାଯାତ୍ରାକୁ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଉଦଘାଟନ କରିଥିଲେ । ଜିଲ୍ଲା ପ୍ରଶାସନ ଶ୍ରମ ବିଭାଗ ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରା ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ମାର୍କେଟ ଛକ
Read More...

ଇଣ୍ଟିଗ୍ରେଟେଡ ବିଏଡ୍, ଏମ୍‌ଏଡ୍ ଡିଗ୍ରୀଧାରୀଙ୍କୁ ଆବେଦନ ଲାଗି ସୁଯୋଗ, ଜୁଲାଇ ପହିଲାକୁ ଘୁଞ୍ଚିଲା ଓଟିଇଟି

କଟକ ୧୨/୦୬: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୨ ପରୀକ୍ଷା ଲାଗି ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଏବଂ ଏମ୍‌ଏଡ୍‌ ଡିଗ୍ରୀଧାରୀଙ୍କୁ ସୁଯୋଗ ଦିଆଯାଇଛି । ପୂର୍ବରୁ ଉକ୍ତ ଡିଗ୍ରୀଧାରୀମାନେ ଓଟିଇଟି ଆବେଦନରୁ ବଞ୍ଚିତ ହୋଇଆସୁଥିଲେ । ତେବେ ଏମାନଙ୍କୁ ଓଟିଇଟି ପରୀକ୍ଷା ଦେବା ପାଇଁ
Read More...

ଡୁଙ୍ଗୁରିପାଲି ଥାନା ପରିସରରେ ମେଗା ରକ୍ତଦାନ ଶିବିର

ସୁବର୍ଣ୍ଣପୁର : ଆଜି ଜିଲ୍ଲାର ଡୁଙ୍ଗରିପାଲି ଥାନା ପରିସରରେ ମୋ-ସରକାର ଆନୁକୂଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଅନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ମାନ୍ୟବର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦଘାଟନ କରିଥିବା
Read More...

ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା ଉଦଘାଟିତ

ପୁରୀ : ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ନିଗମ ପକ୍ଷରୁ ପୁରୀ ନୀଳାଚଳ ଅର୍ବାନ ହାଟ ପରିସରରେ ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା ରଜ ଉତ୍ସବ ଆଜି ସଂଧ୍ୟାରେ ଉଦଘାଟିତ ହୋଇଯାଇଛି । ବୟନିକାର ପରିଚାଳନା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଏହାକୁ ଉଦଘାଟନ କରିବା ସହ ଓଡ଼ିଶାର ଏକ ପ୍ରମୁଖ ଉତ୍ସବ ରଜ
Read More...