Monthly Archives

July 2023

ରବୀନ୍ଦ୍ର ମଣ୍ଡପଠାରେ ଗୁରୁ ରଘୁନାଥ ଓ ସାଥୀଙ୍କ ଦ୍ୱାରା ‘ଓଡିଶୀ ସଂଗୀତ ସନ୍ଧ୍ୟା’

ପାରଳାଖେମୁଣ୍ଡି : ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଆୟୋଜିତ ଗୁରୁ ରଘୁନାଥ ପାତ୍ର ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଓଡିଶୀ ସଂଗୀତ ପରିବେଷଣ କରାଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ଼ଃ.ଅରବିନ୍ଦ ବେହେରା, ଡ଼ଃ.ସଞ୍ଜୀବ ହୋତା, ଗୁରୁ ଲକ୍ଷ୍ମୀକାନ୍ତ ପାଲତ, ଅନୁଷ୍ଠାନର
Read More...

ଜିଲ୍ଲାପାଳଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ଓ ନିରୀକ୍ଷଣ କରିଛନ୍ତି । ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗକୁ ଯାଇ ସ୍ତ୍ରୀ ରୋଗ ଓ ପିଡି, ଶିଶୁ ଓ ପି ଡି ପରିଦର୍ଶନ କରିବା
Read More...

ଖରାରେ ଠିଆ ହୋଇ ୮ ଛାତ୍ର ଅସୁସ୍ଥ

ହରଭଙ୍ଗା ୨୨ା୭:- .ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତ ଲୁଣିବାହାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୮ ଜଣ ଛାତ୍ରଛାତ୍ରୀ ଖରାରେ ଠିଆହୋଇ ଅଚେତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଗତକାଲି ୫ମ ଶ୍ରେଣୀର ଜଣେ ଛାତ୍ରକୁ ଦୁଇଜଣ ଛାତ୍ରଛାତ୍ରୀ କୋଣସି କାରଣରୁ ବାଡେଇ ଥିଲେ ।
Read More...

ଚଂପୁୁଆରେ ଯୋଗ ଦେଲେ ନୂତନ ଏସ୍‌.ଡି.ପି.ଓ

ଚମ୍ପୁଆ,୨୨ା୭: ଚମ୍ପୁଆରେ ନୂତନ ଏସ୍‌.ଡି.ପି.ଓ ଭାବେ ବିଜୟ କୁମାର ମଲ୍ଲିକ ଯୋଗ ଦେଇଛନ୍ତି । ଏସ୍‌.ଡି.ପି.ଓ ରାମରାୟ ମୁର୍ମୁଙ୍କର ରାଉରକେଲା ବଦଳି ପରେ ଚମ୍ପୁଆରେ ଶ୍ରୀ ମଲ୍ଲିକ ଯୋଗ ଦେଇ କାର୍ଯ୍ୟ ଭାର ସମ୍ଭାଳିଛନ୍ତି । ଶ୍ରୀ ମଲ୍ଲିକ କଟକ ଜିଲ୍ଲା ନିଆଳି ଥାନାରେ ଇନିସପେକ୍ଟର ଭାବେ
Read More...

ଖରିଫ ଧାନ ପଞ୍ଜିକରଣ ପାଇଁ ପ୍ରଚାର ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି,୨୨/୭:- ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ୧୫ ଜୁଲାଇ ଠାରୁ ଆରମ୍ଭ ହେଉଛି । ଖରିଫ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିବା ଲାଗି ଏକ ପ୍ରଚାର ରଥକୁ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ
Read More...

ଛାତ୍ରଛାତ୍ରୀମାନେ ନିଜର ବ୍ୟକ୍ତିତ୍ୱ ଗଠନ ଓ ରାଷ୍ଟ୍ର ଗଠନ ଦିଗରେ ବ୍ରତୀ ହେବା ଉଚିତ : ଡ. ସାମନ୍ତ

ଫୁଲବାଣୀ,୨୨/୭:- କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଜି ଫୁଲବାଣୀସ୍ଥିତ ସରକାରୀ ବିଜ୍ଞାନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ବୁଝିଥିଲେ । ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିବା ସହ ଛାତ୍ରଛାତ୍ରୀମାନେ ନିଜର ବ୍ୟକ୍ତିତ୍ୱ ଗଠନ ଓ ରାଷ୍ଟ୍ର
Read More...

ପିଶାଚ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ହରଭଙ୍ଗା ,୨୨/୭:- ପିଶାଚ ସ୍ୱାମୀର ଟାଙ୍ଗିଆ ଚୋଟରେ ଗଲା ସ୍ତ୍ରୀର ଜୀବନ । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ପୁରୁଣାକଟକ ଥାନା ଅଧିନସ୍ଥ ଗଣ୍ଡାପାଜୁ ଗ୍ରାମରେ । ସୂଚନା ମତେ ଆଜି ସକାଳ ୮ ଟା ସମୟରେ ଗଣ୍ଡାପାଜୁ ଗ୍ରାମର କିଶୋରୀ ନାଏକ ଓ ଦୁର୍ଲଭା ନାଏକ ଉଭୟ ସ୍ୱାମୀ ସ୍ତ୍ରୀ
Read More...

ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଦିବ୍ୟାଙ୍ଗଙ୍କୁ ମୋଟର ସ୍କୁଟି ପ୍ରଦାନ

ଫୁଲବାଣୀ,୨୨/୭:- କନ୍ଧମାଳ ଜିଲ୍ଲାର ସ୍ଥାନୀୟ ବିଜୁ ସ୍ମୃତି କଲ୍ୟାଣ ମଣ୍ଡପ ଫୁଲବାଣୀ ଠାରେ କଣ୍ଟେନର ନିଗମ ଲିମିଟେଡର ଆର୍ଥିକ ସହାୟତାରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ୨୪ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମୋଟର ଯାନ ଟିଭିଏସ ସ୍କୁଟି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ
Read More...

ଶେଷ ହେଲା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ଖୋଲିପାରେ ଚାରିଦ୍ୱାର

ପୁରୀ : ଶ୍ରୀମନ୍ଦିର ଚାରି ଦ୍ୱାର କେବେ ଖୋଲିବ ତାହା ସ୍ପଷ୍ଟ ହୋଇନାହିଁ । ଆଜି ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶେଷ ହୋଇଥିଲେ ମଧ୍ୟ ସିଂହଦ୍ୱାର ବ୍ୟତୀତ ଅନ୍ୟ କେଉଁ ଦ୍ୱାର ଖୋଲିବ ସେ ନେଇ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ବୈଠକରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ
Read More...

ବର୍ଷାର ଦେଖାନାହିଁ, ଆଗେଇପାରୁନି ରୁଆ ବେଉଷଣ କାମ

ନୂଆପଡ଼ା : ଗତ ୩ ଦିନ ଧରି ଚାଳିଥିବା ଲଘୁଚାପ ଜନିତ ଲଗାଣ ବର୍ଷା ନୂଆପଡ଼ା ଜିଲ୍ଲାର ଖଡିଆଳ ବ୍ଲକରେ କିଛି ବି ପ୍ରଭାବ ପକାଇ ପାରିନି । ଖାଲି ଶୁଖିଲା ପଡ଼ିଥିବା ଜମି ଗୁଡିକର ଶୋଷ ମେଣ୍ଟାଉଥିବା ବେଳେ ବର୍ତ୍ତମାନ ଜମିରେ ପାଣି ଟିକକ ନାହିଁ । ଫଳରେ ଚାଷୀ ସେମାନଙ୍କ ଚାଷ କାର୍ଯ୍ୟ ଆଗେଇ
Read More...