ମିଳୁଥିବା ଭତ୍ତାରୁ ବଞ୍ଚିତ ହେଲେ ସୁଭ ନାୟକ
ଚମ୍ପୁଆ : ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ୬୦ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ଲୋକ ସମେତ ଭିନ୍ନକ୍ଷମ, ବିଧବା ଓ ବିକଳାଙ୍ଗ ମାନଙ୍କୁ ମଧୂବାବୁ ପେନସନ ଯୋଜନାରେ ସାମିଲ କରିବା ସହିତ ଆର୍ଥକ ସହାୟତା ପ୍ରଦାନ କରାଯାଉଛି । ମାତ୍ର ରଜିଆ ପଂଚାୟତର ସୁଭ ନାୟକ କ୍ଷେତ୍ରରେ ଏହାର ବିପରିତ ପ୍ରତିବିମ୍ବ!-->…
Read More...
Read More...