Monthly Archives

July 2023

ବାଇକକୁ ଧକ୍କା ଦେଲା ଟ୍ରକ, ବାଇକ ଆରୋହୀ ଗୁରୁତର

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ବେହେରାମାଲ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ରବିବାର ସକାଳ ପ୍ରାୟ ୯ ଘଣ୍ଟା ସମୟରେ ବିନିକା ଅଞ୍ଚଳର ଜଣେ ଯୁବକ ସମ୍ବଲପୁର ପଟକୁ ଯାଉଥିବା ସମୟରେ ବେହେରାମାଲ ଛକରେ ସମ୍ବଲପୁର ପଟରୁ
Read More...

ହାଇୱା ପଛରେ ପିଟିଲା ବାଇକ; ଜଣେ ମୃତ, ୨ ଗୁରୁତର

ହରଭଙ୍ଗା : ହାଇୱା ପଛରେ ପିଟିଲା ବାଇକ । ବାଇକ ଚାଳକ ମୃତ ଓ ଅନ୍ୟ ଦୁଇଜଣ ଗୁରୁତର । ଗୁରୁତରଙ୍କୁ ପ୍ରଥମେ ପୁରୁଣାକଟକ ଓ ପରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲୁଣିବାହାଲ ଗ୍ରାମର ସୁଶାନ୍ତ ମଲିକ ଓ ବୌଦ୍ଧ ଥାନା
Read More...

ନାଗେଶ୍ୱର ଯୁବକ ସଂଘ ନକଡେଇଁ ଦ୍ୱାରା ୧୦୦ ବୃକ୍ଷ ରୋପଣ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଗ୍ରାମରେ ନାଗେଶ୍ୱର ଯୁବକ ସଂଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପ୍ରକୃତି ବନ୍ଧୁ ହୃଷୀକେଶ ଦେହେରୀ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଲୁଣ୍ଡା
Read More...

ଦୁଇମାସ ହେଲା ପାନୀୟ ଜଳରୁ ବଞ୍ଚିତ ଗ୍ରାମବାସୀ

ହରଭଙ୍ଗା : ବର୍ଷା ଦିନେ ନଦୀ, ନାଳ ପୋଖରୀ, ଗାଡ଼ିଆରେ ପାଣି ଗୋଳିଆ ସହିତ ଦୂଷିତ ରହିଥାଏ । ଏହି ସମସ୍ତ ଘଟଣାକୁ ଦେଖିଲେ ଗ୍ରାମାଞ୍ଚଳଗୁଡିକରେ ନଳକୂପ ପାଣି ହିଁ ଉପଯୁକ୍ତ ବିଶୁଦ୍ଧପାନୀୟ ଜଳ । କିନ୍ତୁ ନଳକୂପ ଗୁଡିକ ମାସ ମାସ ଧରି ଖରାପ ରହୁଥିବାରୁ ଗ୍ରାମବାସୀମାନେ ନାହିଁ ନଥିବା
Read More...

ସଡ଼କ ସୁରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହରରେ ସଡ଼କ ସୁରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଛି । ଏହି ଶୋଭାଯାତ୍ରା ସହରର ଆଦର୍ଶ ଥାନା ସମ୍ମୁଖରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ ଆଞ୍ଚଳିକ ପରିବହନ ଅଧିକାରୀ ଶାନ୍ତନୁ କୁମାର
Read More...

କାର ସହିତ ଗଞ୍ଜେଇ ଜବତ, ଜଣେ ଗିରଫ

ବାଲିଗୁଡ଼ା: ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଲା ଦାରିଙ୍ଗବାଡି ପୋଲିସ । ୪୦ କିଲୋ ୩୫୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଗୋଟିଏ କାର ଓ ଚୋରା ଚାଲାଣ ରେ ସଂପୃକ୍ତ ଥିବା ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଗିରଫ ଜଣକ
Read More...

ଜଙ୍ଗଲରୁ ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ଜବତ, ମାଫିଆ ଚମ୍ପଟ

ବାଲିଗୁଡ଼ା : ଜଙ୍ଗଲରୁ ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ଜବତ । ଗଞ୍ଜେଇ ଚୋରାଚାଲାଣ ପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ବେଳେ ଜଙ୍ଗଲ ମଧ୍ୟରୁ ୩୦୨ କେଜି ୨୨୫ ଗ୍ରାମ୍‌ ଓଜନର ବେଆଇନ୍‌ ଗଞ୍ଜେଇ ପୋଲିସ୍‌ ଜବତ କରିଥିବା ଜଣାପଡ଼ିଛି । ଘଟଣା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା
Read More...

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଖର୍ଚ୍ଚ ହେବ ୬ କୋଟି ୪୧ ଲକ୍ଷ…

ଭୁବନେଶ୍ୱର:ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖୀଣ୍ଡାର ବିକାଶ ସହ, ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା ମଧ୍ୟ ମୁଖ୍ୟମନ୍ତୀ ଅନୁମୋଦନ
Read More...

୧୯ ଯାଏ ପ୍ରବଳ ବର୍ଷା‌

ଭୁବନେଶ୍ୱର: ଓଡ଼ିଶାରେ ୧୫ରୁ ୧୯ ତାରିଖ ଯାଏ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯିବା ପରେ ସ୍ବତନ୍ତ୍ର ରିଲିଫ୍ କମିସନର  ଜିଲ୍ଲାପାଳ ଓ ପୌର କମିସନରମାନଙ୍କୁ ବର୍ଷା ସତର୍କତାନେଇ ଚିଠି ଲେଖିଛନ୍ତି। ଏଥିରେ ଉଲ୍ଲେଖ
Read More...

ମହମ୍ମଦ ମୋକିମ୍‌, ଚିରଂଜୀବ ବିଶ୍ବାଳ କଂଗ୍ରେସରୁ ନିଲମ୍ବିତ

ଭୁବନେଶ୍ବର: ବିଧାୟକ ମହମ୍ମଦ ମୋକିମ୍‌ ଓ ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ବାଳ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ଉଭୟ ମୋକିମ୍‌ ଓ ବିଶ୍ବାଳଙ୍କୁ ନିଲମ୍ବନ କରିଛି। ଓଡ଼ିଶା କଂଗ୍ରେସର ଦୁଇ ବରିଷ୍ଠ
Read More...